Categories: ସ୍ପେଶାଲ

କେବଳ ଜଣେ କଏଦୀଙ୍କୁ ନେଇ ଚାଲିଛି ଏହି ‘ଜେଲ୍‌’, ଜାଣନ୍ତୁ କ’ଣ ରହିଛି ଏହା ପଛର ବାସ୍ତବ କଥା

କେନ୍ଦ୍ର ଶାସିତ ଦେଶ ଦାମନ ଆଣ୍ଡ ଦିଉ ‘ଅପରାଧମୁକ୍ତ’ ଟ୍ୟାଗ୍‌ ପାଇବା ପାଇଁ କଡ଼ା ଟକ୍କର ଦେଉଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା ହେଉଛି, ଏଠାକାର ସବ୍‌ ଜେଲରେ ମାତ୍ର ଜଣେ ହିଁ କଏଦୀ ବନ୍ଦୀ ଅଛନ୍ତି, ସେ ହେଉଛନ୍ତି ୩୦ ବର୍ଷୀୟ ଦୀପକ୍‌ କାଞ୍ଜି। ଦୀପକ୍‌ ଦୀର୍ଘ ବର୍ଷ ଧରି ଏହି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି, ଯେଉଁଥିପାଇଁ ଦିଉକୁ ମିଳିପାରୁନାହିଁ ‘ଅପରାଧମୁକ୍ତ’ ଟ୍ୟାଗ୍‌ ଲାଇନ୍‌।

ଜେଲ ପ୍ରଭାରୀ ଚନ୍ଦ୍ରହାସ ଓ୍ଵାଜାଙ୍କ କହିବା ଅନୁଯାୟୀ, ଜେଲ କର୍ମଚାରୀମାନେ ୨୪ ଘଣ୍ଟା ଏହି କଏଦୀଙ୍କ ଦେଖାଶୁଣା କରନ୍ତି। ଏଠାରେ ଥିବା ଏକ ରେଷ୍ଟୁରାଣ୍ଟ ମଧ୍ୟ ଦୀପକ୍‌ଙ୍କୁ ଖାଦ୍ୟ ପରଷନ୍ତି। ତେବେ କୁହାଯାଏ କି, ଜେଲର ଶଟଡାଉନ୍‌ ପ୍ରକ୍ରିୟା ୨୦୧୩ରେ ଆରମ୍ଭ ହୋଇଥିଲା, ଯେତେବେଳେ କି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଘୋଷଣା କରିଥିଲା, ବର୍ତ୍ତମାନ ଏହି ଜାଗାକୁ ପଯ୍ୟର୍ଟକଙ୍କ ଉଦ୍ଦେଶ୍ୟରେ ବଦଳାଯିବ।
ପ୍ରକୃତ କଥା ହେଉଛି, ଜେଲରେ ୭ଜଣ ବନ୍ଦୀ ଥିଲେ। ବର୍ଷେ ପୂର୍ବରୁ ଏହି ଗଡ଼ ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ପରେ ୭ଜଣଙ୍କ ମଧ୍ୟରୁ ଜଣେ ବନ୍ଦୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଗୁଜରାଟର ଅମରେଲି ଜେଲକୁ ପଠାଯାଇଛି।

ଏହାସହ ପଢନ୍ତୁ: ମଧ୍ୟ ପ୍ରଦେଶର ‘ଭୂତ ମେଳା’, ଯେଉଁଠି ଚାଲେ ସୈତାନମାନଙ୍କ ରାଜ୍‌

ସେପଟେ ଦୀପକ, ଯିଏକି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ମାମଲା ଏବେ ଅଦାଲତାରେ ବିଚରାଧୀନ ରହିଛି। ସେ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମଧ୍ୟ ଅମରେଲି ନିଆଯିବ, ଯାହା ପରେ ଦିଉ ପୂରାପୂରି ଭାବେ ‘ଅପରାଧମୁକ୍ତ’ ହୋଇଯିବ।

Roshni

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

18 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

50 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

52 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

55 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago