ସୁନ୍ଦରୀ ଝିଅ ଦେଖି ଯୁବକ ଗଲେ ଅନ୍ତରଙ୍ଗ ହେବାକୁ , ହେଲେ ସତ ଦେଖି ଡେଇଁପଡିଲେ

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଅପଲୋଡ ହେଉଛି । ଏବଂ ସେମଧ୍ୟରୁ ଅନେକ ଭିଡିଓ ଫଟୋ ଭାଇରାଲ ହେଉଛି । ଏହାରି ଭିତରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ । ଆଉ ଯୁବକ ମାନେ ତ ନିଜକୁ ସତର୍କ କରାଇନେବେ । ଆଜି କାଲିର ସମୟରେ କେତେ କଣ ଫେକ ଭିଡିଓ ମଧ୍ୟ ସାମନାକୁ ଆସୁଛି । ଏବଂ ନିଜେ ଏଣ୍ଟରଟେନ ହେବା ସହ ଅନ୍ୟଙ୍କୁ ମଧ୍ୟ ଏଣ୍ଟରଟେନ କରିବାରେ କେବେ ହାତଛଡା କରୁନାହାନ୍ତି ଆଜିର ପିଢୀ । ସଂଗେ ସଂଗେ ଭିଡିଓ ହୋଇଯାଉଛି ସେୟାର । ସେମଧ୍ୟରୁ ଏମିତି ବି ଭିଡିଓ ଅଚି ଯାହାକୁ ଦେଖି ଆପଣ ଖୁବ ବି ହସିଥାନ୍ତି ।

 

View this post on Instagram

 

A post shared by memes | news | comedy (@ghantaa)

ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଜଣେ ସୁନ୍ଦର ଝିଅ ବାଉଁଶ ପୋଲ ଉପରେ ଛିଡା ହୋଇଛନ୍ତି । ତାଙ୍କୁ ଦେଖି ଜଣେ ଯୁବକ ତାଙ୍କ ପାଖକୁ ଆସିବାକୁ ଚେଷ୍ଠା କଲେ । ଝିଅ ମଧ୍ୟ ତାଙ୍କୁ ଦେଖି ସ୍ମାଇଲ କଲେ । ଯୁବକ ତାଙ୍କୁ ଦେଖି ଅନ୍ତରଙ୍ଗ ହେବାକୁ ଲାଗିଲେ । ଆଉ ଯେମିତି ତାଙ୍କୁ ଧରନ୍ତି ତେବେ ହଠାତ ସେହି ଝିଅର ସତ ପଦାକୁ ଆସିଗଲା । ମୁଣ୍ଡରୁ ପିନ୍ଧିଥିବା ୱିଗ ତଳେ ପଡିଯିବାରୁ ଜଣାପଡିଲା କି ସେ ଗୋଟେ ଝିଅ ନଥିଲା ବରଂ ଗୋଟେ ଅତି ବୟସ୍କ ମହିଳା ଥିଲେ । ଯିଏ ତାଙ୍କ ମୁହଁରେ ମେକଅକ ଦ୍ୱାରା ନିଜର ସତ ଲୁଚାଇଥିଲେ । ଯାହାଙ୍କୁ ହଠାତ ଦେଖି ଯୁବକ ଜଣକ ବୁଝିପାରିଲେନି ଯେ କଣ କରିବେ ତେଣୁ ସାମନାରେ ପାଣି ଥିବାରୁ ମହିଳାଙ୍କଠୁ ବଞ୍ଚିବାକୁ ଯାଇ ଡେଇଁପଡିଥିଲେ ଯୁବକ । ଯାହାକୁ ଦେଖି ମହିଳା ବି ହସିବାକୁ ଲାଗିଲେ । ଆପଣ ବି ନହସି ରହିପାରିବେନି । ଭିଡିଓରୁ ଲାଗୁଛି ଏହା ଏକ ଫେକ ଭିଡିଓ । ଏହାକୁ କ୍ୟାମେରାରେ ସୁଟ କରାଯାଇଛି । ଯାହାକୁ ଦେଖି ଲୋକେ ଖୁବ ହସୁଛନ୍ତି । ଇନଷ୍ଟାଗ୍ରାମରେ ଘଣ୍ଟା ନାମରେ ଏକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ପାଖାପାଖି ୩ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.