ବିଶ୍ବର ଅନେକ ଅଦ୍ଭୁତ ପ୍ରକାର ପାଇଖାନା, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ, ଦେଖନ୍ତୁ ଫଟୋ

ସର୍ବସାଧାରଣ  ସ୍ଥାନମାନଙ୍କରେ ଆମକୁ  ପରିଶ୍ରା ଲାଗିଲେ ଆମେ କେବଳ  ପରିଶ୍ରା ବସି ଚାଲି ଆସିଥାଉ। ଆଉ ଟଏଲେଟର  ଭିତର ଡିଜାଇନକୁ ବେଶୀ ଗୁରୁତ୍ବ ଦେଇନଥାଉ। କାରଣ ଆମେ ମାନେ ଜାଣିଛେ ସାଧାରଣତଃ ଟଏଲେଟ ଗୋଟିଏ ପ୍ରକାର ହୋଇଥାଏ ଓ ଏହା କେବଳ  ଶରୀରର ବର୍ଜ୍ୟବସ୍ତୁକୁ ଛାଡିବା ସ୍ଥାନ। କିନ୍ତୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ଦୁନିଆରେ ଏଭଳି  ଟଲଲେଟ ଅଛି ଯାହା ଭିନ୍ନ ଭିନ୍ନ ଡିଜାଇନରେ ତିଆରି ହୋଇଛି। ଯାହାକୁ ଦେଖିଲେ ମୁହଁରେ ହସ ଚାଲି ଆସିବ। ଆଉ କିଛି  ଟଏଲେଟକୁ ଦେଖିଲେ ଆପଣଙ୍କ ମନରେ ପ୍ରଶ୍ନ ଉଠିବ ଏହାକୁ କେମିତି ବନାଯାଇଛି। ଏମିତି ସବୁ ଟଏଲେଟ କେବଳ ମନ ମୋହିବାକୁ କରାଯାଇନି ବରଂ ଲୋକଙ୍କ ମନରେ  ଥିବା ଟଏଲେଟ ପ୍ରତି ଘୃଣା ଭାବନାକୁ ଦୂର କରିବା ପାଇଁ କରାଯାଇଛି। ତେବେ ଏମିତି କିଛି  ଟଏଲେଟର ଫଟୋ ଦେଖନ୍ତୁ  ଯାହା ବିଶ୍ବର ବିଭିନ୍ନ ସ୍ଥାନରେ ତିଆରି କରାଯାଇଛି।

 

ICELANDରେ ତିଆରି କରାଯାଇଥିବା ଏକ ଆଶ୍ଚର୍ଯ୍ୟକର ଟଏଲେଟ

Weird Toilets

Zurichର ଏହି ଟଏଲେଟରେ କୋହି  ଗ୍ରାଫିଟି ଡିଜାଇନ ବନାଇ ଦେଇଛି।

Weird Toilets

 

ଜାପନରେ ତିଆରି ହୋଇଥିବା ଏକ ଭିନ୍ନଢଙ୍କ ଟଏଲେଟ।

Weird Toilets

 

ଚିନରେ ମୋଜାକି  ଟଏଲେଟ  ତିଆରି କରାଯାଇଛି। ଯାହା ଆକର୍ଷଣିୟ ହୋଇଛି।

Weird Toilets

 

ରୋମାନିୟାର ଏକ କ୍ଲବରେ ଅବିକଳ  ମୁହଁ ଭଳି ଟଏଲେଟ ତିଆରି କରାଯାଇଛି।

Weird Toilets

ଅଷ୍ଟ୍ରିୟାର ଏହି ଟଲଲେଟ  କେତେ ଶନ୍ତ ପରିବେଶରେ ତିଆରି ହୋଇଛି।

Weird Toilets

ବୋନିସର ଏକ ଟଏଲେଟକୁ  କିଛି ଏମିତି ରୂପ ଦିଆଯାଇଛି।

Weird Toilets

 

 

ମେକ୍ସିକୋରେ ତିଆରି ହୋଇଥିବା ଏକ ଟଏଲେଟରେ ନାହିଁ ଶଦ୍ଧ କାହିଁକ ଲେଖା ଯାଇଛି ତାହା ଜଣାନାହିଁ

Weird Toilets

 

ଟଏଲେଟରେ ଲାଗିଛି  ପେଁକାଳି ଭଳି ଦିଶୁଥିବା ପ୍ୟାନ

Weird Toilets

ଲଣ୍ଡନର ବ୍ରିଟେନ ମ୍ୟୁଜିୟମ ବାହାରେ ତିଆରି ହୋଇଛି ଏହି କାଚର ଟଏଲେଟ। ଯେଉଁଥିରେ ବ୍ୟବହାରକାରୀ ବାହାର ଦୃଶ୍ୟ ଠିକଭାବରେ ଦେଖିପାରିବ 

 

Weird Toilets

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.