ସ୍ପେଶାଲ

ସାବଧାନ! ରାତିରେ ଲାଇଟ ଜଳାଇ ଶୋଉଛନ୍ତି କି, ହୋଇପାରେ ଏହି ସବୁ ଗମ୍ଭୀର ରୋଗ

ଯଦି ଆପଣଙ୍କୁ ରାତିରେ ଲାଇଟ ଜଳାଇ ଶୋଇବାର ଅଭ୍ୟାସ ଅଛି, ତା’ହେଲେ ସମୟ ପୂର୍ବରୁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ, ଏକ ରିସର୍ଚ୍ଚରେ ଏହି କଥା ଖୁଲାସା ହୋଇଛି ଯେ ଲାଇଟ ଜଳାଇ ଶୋଇଲେ ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ। ଆମ ଶରୀରର ଏକ ବାୟୋଲୋଜିକାଲ କ୍ଲକ ଯେଉଁଠି ସୂର୍ଯ୍ୟ ଏବଂ ଚନ୍ଦ୍ରର କିରଣରେ ନିୟନ୍ତ୍ରିତ ହୋଇଥାଏ, ସେଠି କୃତ୍ରିମ କିରଣରେ ତାହା ଗଡ଼ବଡ଼ ହେବାର ସମ୍ଭାବନା ରହିଛି।

ଏଥିପାଇଁ କେବେ ବି ଲାଇଟ ଜଳାଇ ଶୋଇବା ଉଚିତ ନୁହେଁ। ଯଦି ଆମେ ରାତିରେ ଶୋଇବା ସମୟରେ ଲାଇଟ ଜଳାଇ ରଖିବା, ତା’ହେଲେ ଏହା ଶରୀରରେ କ୍ୟାନସର କୋଶିକାଗୁଡ଼ିକୁ ଆକ୍ଟିଭ କରିବ। ଏକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ ରାତିରେ ଶୋଇବା ସମୟରେ ଲାଇଟ ଜଳାଇଲେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ହେବାର ଆଶଙ୍କା ୨୨ ପ୍ରତିଶତ ବଢିଯାଇଥାଏ।

ନିଦ ମଧ୍ୟ ପ୍ରଭାବିତ ହୋଇଥାଏ। ଏପରିକି, ଫୋନ କିମ୍ବା ଲାପଟପ ଲାଇଟ ବି ଜଳିଲେ ଆପଣଙ୍କ ନିଦ ଆପେ ଭାଙ୍ଗିଯାଇଥାଏ। ଶୋଇବା ସମୟରେ ଲାଇଟ ଜଳାଇ ରଖିଲେ ଆମ ମୁଡ ଉପରେ ପ୍ରଭାବ ପଡିଥାଏ। ଏହା ହୃଦୟ ବା ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କେବଳ ଏତିକି ନୁହେଁ, ଲାଇଟ ଜଳାଇ ରଖିଲେ ଆମ ବ୍ଲଡପ୍ରେସର ଏବଂ ମସ୍ତିଷ୍କକୁ ଖରାପ ପ୍ରଭାବ ପଡ଼ିଥାଏ।

Roshni

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

17 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

29 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

40 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago