ସ୍ପେଶାଲ

ସୂର୍ଯ୍ୟାସ୍ତ ପରେ ଜନ୍ମ ହୋଇଛି କି ଆପଣଙ୍କ ଶିଶୁ , ଜାଣନ୍ତୁ କିପରି ହୋଇଥାଏ ତାଙ୍କ ସ୍ଵଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜନ୍ମ, ତାରିଖ ଏବଂ ସ୍ଥାନର ବିଶେଷ ମହତ୍ୱ ରହିଛି। କୁହାଯାଏ ଯେ ଏହି ତିନୋଟି ଜିନିଷ ମଧ୍ୟ ସେହି ବ୍ୟକ୍ତିର ଭାଗ୍ୟ ଏବଂ ବ୍ୟକ୍ତିତ୍ୱକୁ କିଛି ପରିମାଣରେ ସ୍ଥିର କରିଥାଏ। ସୂର୍ଯ୍ୟାସ୍ତ ପରେ ଜନ୍ମ ହୋଇଥିବା ପିଲା ମାନଙ୍କ ବିଷୟରେ ଏପରି ଅନେକ ରୋଚକ ଜିନିଷ ଅଛି ଯାହାକୁ ଆଜି ଆପଣ ମାନେ ଜାଣିପାରିବେ।

ରାତିରେ ଜନ୍ମ ହୋଇଥିବା ପିଲାମାନଙ୍କ ଉପରେ ଚନ୍ଦ୍ର, ଶୁକ୍ର ଏବଂ ମଙ୍ଗଳଙ୍କର ଅଧିକ ପ୍ରଭାବ ପଡି ଥାଏ। ଏହି ପିଲାମାନଙ୍କର ଆଚରଣ ବହୁତ ଲାଜକୁରା ସ୍ଵଭାଵର ହୋଇଥାଏ । ସେମାନେ ଅନ୍ୟ ଲୋକଙ୍କ ଅପେକ୍ଷା କେତେକ କଥାରେ ସଂକୋଚ ଅନୁଭବ କରନ୍ତି। ଏହିପରି ପିଲାମାନେ ବହୁତ ଭାବପ୍ରବଣ ହୋଇଥାନ୍ତି । କିଛି ଉପରେ ନିଷ୍ପତ୍ତି ନେବାବେଳେ, ସେମାନଙ୍କ ଚିନ୍ତା ଧାରାକୁ ବହୁତ ଆଗରେ ରଖନ୍ତି। ଏହି ପରି ଲୋକମାନେ ତାଙ୍କ ମାଙ୍କ ସହିତ ଅଧିକ ଜଡିତ ରହିଥାନ୍ତି। ବିଶେଷଜ୍ଞମାନେ ଏହିପରି ସ୍ୱଭାବର ପିଲାମାନେ ଯେଉଁ କାମକୁ ହାତରେ ନିଅନ୍ତି ତାହାକୁ ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଲକ୍ଷ୍ୟ ରଖିଥାନ୍ତି ।

ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟୋଦୟ ପରେ ଜନ୍ମ ହୁଅନ୍ତି, ସେମାନେ ବହୁତ ଦୂର ଚିନ୍ତକ ହୋଇଥାନ୍ତି। ସେମାନେ କିଛି କରିବା ପୂର୍ବରୁ ଗଭୀର ଭାବରେ ଚିନ୍ତା କରନ୍ତି। ନିଜକୁ ସବୁ କଥାରେ ସଚେତନ ରଖିବା ସେମାନଙ୍କ ପ୍ରାଥମିକ ଉଦେଶ୍ୟ ହୋଇଥାଏ । ଏହି ପିଲାମାନେ ବହୁତ ଜ୍ଞାନୀ ହୋଇଥାନ୍ତି ସେମାନଙ୍କ ବୁଦ୍ଧି ବଳରେ ଲୋକଙ୍କୁ ବିସ୍ମିତ କରିଥାନ୍ତି।

ସେମାନେ ବହୁତ ଆଶାବାଦୀ ଏବଂ କଳ୍ପନାରେ ପରିପୂର୍ଣ୍ଣ ହୋଇଥାନ୍ତି । ଯଦି ଏହିପରି ପିଲାମାନେ ସୃଜନଶୀଳ କ୍ଷେତ୍ରରେ ଆଗକୁ ବଢିବାକୁ ଚାହାଁନ୍ତି ତେବେ ପିତାମାତା ସେମାନଙ୍କୁ ଏହି କ୍ଷେତ୍ରରେ ଅଗ୍ରଗତି କରିବାକୁ ଅନୁମତି ଦେବା ଉଚିତ୍। ସେମାନଙ୍କର ଇଚ୍ଛା କ୍ଷେତ୍ରରେ ଆଗକୁ ବଢିବା ଦ୍ୱାରା ସେମାନଙ୍କ ପାଇଁ ସଫଳତାର ଅନେକ ନୂଆ ରାସ୍ତା ଖୋଲିପାରେ।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago