ଚିମୁଟାକୁ ଇଂରାଜୀରେ କଣ କୁହନ୍ତି, ଯାହାକି ସବୁଦିନ ଆପଣ ରୋଷେଇରେ ବ୍ୟବହାର କରୁଛନ୍ତି,ଆପଣ ଜାଣିଛନ୍ତି କି ?

ଦୌନନ୍ଦିନ ଜୀବନରେ ଆମେ ବହୁତ କିଛି ଜିନିଷ ବ୍ୟବହାର କରିଥାଉ । କିନ୍ତୁ ଆମେ ସେହି ସାମଗ୍ରୀ ଉପରେ କିଛି କମ ଜାଣିଥାଉ । ବେଳେବେଳେ କିଛି ଜାଣି ନଥାଉ । ଯଦି ଆପଣ ରୋଷେଇ ଘରକୁ ଆସିବେ ତାହାଲେ କିଛି ସାମଗ୍ରୀର ଇଂରାଜୀ ନାମ ଆପଣଙ୍କୁ ମଧ୍ୟ ସଠିକ ଭାବରେ ଜଣାନଥିବ । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ । ଯଦି ଆମେ ସବୁଦିନିଆ କଥା କହିବା ତାହେଲେ ସବୁଦିନ ଆମେ କିଛି ନା କିଛି ନିଶ୍ଚୟ ଶିଖିଥାଉ । ଯେମିତିକି ଆମ ଆଖପାଖରେ ଥିବା କିଛି ସାମଗ୍ରୀକୁ ନେଇ ନୁଆଁ ନୁଆଁ କଥା ଜାଣିବା ସମସ୍ତଙ୍କୁ ଭଲ ଲାଗିଥାଏ ।

ଆଜି ଆମେ ଆପଣଙ୍କ ରୋଷେଇ ଘର ଟେବୁଲରେ ରହିଥିବା କିଛି ଜିନିଷ ବିଷୟରେ ଆପଣଙ୍କୁ ଜଣାଇବୁ । ଯହି ମୁଁ ଆପଣଙ୍କୁ ପଚାରିବି ରୋଟି ତିଆରି କରୁଥିବା ବେଳେ ବ୍ୟବହାର କରାଯାଉଥିବା ଚିମୁଟାକୁ ଆପଣ କଣ କହନ୍ତି ତାହେଲେ ଆପଣ କିଛି ସମୟ ଭାବି ଅଟକିଯିବେ । ଯାହାକି ଅଧିକ ସମୟ ଧରି ଭାବିବା ଆବଶକୀୟ ନୁହେଁ । ତାହେଲେ ଆଜି ଆମେ ଆପଣଙ୍କୁ ଏହାକୁ ଜଣାଇବାରେ ସାହାଯ୍ୟ କରିବୁ । ଚିମୁଟାକୁ ଇଂରାଜୀରେ ଟଙ୍ଗସ କହିଥାନ୍ତି ।

ଯାହାକି ରୋଟି କିମ୍ବା ଅନ୍ୟ ଜିନିଷ କୁ ଓଲଟ ପାଲଟ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହା ଛଡା ଗୋଲ ଗୋଲ ରୋଟି ତିଆରି କରିବା ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀକୁ କଣ କୁହାଯାଏ । ଏହା ବିଷୟରେ ଆପଣ କଣ ଭାବିଛନ୍ତି ।
ତେବେ ରୋଟି ବେଲିବା ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀକୁ ଇଂରାଜୀରେ ରୋଲିଙ୍ଗ ବୋର୍ଡ କୁହାଯାଏ ଏବଂ ଏଥିରେ ଆବଶକ କରୁଥିବା ବାଡିକୁ ରୋଲିଙ୍ଗ ପିନ ବୋଲି କୁହାଯାଇଥାଏ ।

ଏହାଛଡା ଯେଉଁ ସ୍ଥାନରେ ଆମେ ରୋଟି ତିଆରି କରିବା ପାଇଁ ଯେଉଁ ପାତ୍ରଟିକୁ ବ୍ୟବହାର କରିଥାଉ ତାହାକୁ ତାହାକୁ ଇଣ୍ଡିଆନ ଫ୍ରାଇଙ୍ଗ ପାନ କୁହାଯାଇଥାଏ । ଏମିତି ହିଁ ଆଉ ଏକ ବ୍ୟବହାର କରୁଥିବା ସାମଗ୍ରୀଟିଏ ରହିଛି । ପାଲଟା ଏବଂ ଚାମଚା । ଏହାକୁ ଇଂରାଜିରେ କଣ କୁହନ୍ତି ତାହା ଖୁବ କମ ଲୋକ ହିଁ ଜାଣିଥାନ୍ତି । ଏହାକୁ ଲେଡର ସ୍କିମର ଓ ଟୋନର ବୋଲି କୁହାଯାଇଥାଏ । ଆମେ ଆଶା କରୁଛୁ ଏହି ସୂଚନା ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ।

You might also like