Photo credit: Webdunia
ଚଳିତବର୍ଷ ହୋଲାଷ୍ଟକ ୨୧ରୁ ୨୨ ମାର୍ଚ୍ଚ କିମ୍ବା ୨୮ ମାର୍ଚ୍ଚ ପର୍ଯ୍ଯନ୍ତ ରହିବ। ଏହି ସମୟରେ କୌଣସି ପ୍ରକାର ଶୁଭ ଏବଂ ମାଙ୍ଗଳିକ କାର୍ଯ୍ଯ ବର୍ଜିତ କରିବା ଉଚିତ। ହୋଲି ଆସିବାର ପୂର୍ବ ସୂଚନା ହୋଲାଷ୍ଟକରୁ ପ୍ରାପ୍ତ ହୋଇଥାଏ। ଏହି ଦିନରୁ ହୋଲି ଉତ୍ସବ ସହିତ ହୋଲିକା ଦହନର ପ୍ରସ୍ତୁତି ହୋଇଥାଏ।
ହୋଲାଷ୍ଟକ ସମୟରେ ସମସ୍ତ ଗ୍ରହ ଉଗ୍ର ସ୍ବଭାବରେ ରହିଥାନ୍ତି, ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ଯର ଭଲ ଫଳ ମିଳିଥାଏ। ହୋଲାଷ୍ଟକ ପ୍ରାରମ୍ଭ ହେବା ମାତ୍ରେ ପ୍ରାଚୀନ କାଳରେ ହୋଲିକା ଦହନ ହେବାକୁ ଥିବା ସ୍ଥାନରେ ଗୋବର, ଗଙ୍ଗାଜଳ ଇତ୍ଯାଦି ଲିପାପୋଛା କରାଯାଇଥାଏ। ଏହା ସହିତ ହୋଲିକା ଠେଙ୍ଗା ଲଗାଇଦିଆଯାଏ। ଏଥିରୁ ଗୋଟେ ହୋଲିକା ଏବଂ ଅନ୍ଯଟି ପ୍ରହ୍ଲାଦ ବୋଲି କୁହାଯାଏ।
ହୋଲାଷ୍ଟକ ସମୟରେ ଅଷ୍ଟମୀକୁ ଚନ୍ଦ୍ରମା, ନବମୀକୁ ସୂର୍ଯ୍ଯ, ଦଶମୀକୁ ଶନି, ଏକାଦଶୀକୁ ଶୁକ୍ର, ଦ୍ବାଦଶୀକୁ ଗୁରୁ, ତ୍ରେୟାଦଶୀକୁ ବୁଧ, ଚତୁର୍ଦଶୀକୁ ମଙ୍ଗଳ ଏବଂ ପୂର୍ଣ୍ଣିମାକୁ ରାହୁଙ୍କ ଉଗ୍ର ସ୍ବଭାଗ ରହିଥାଏ। ଏହି ଗ୍ରହ ଉଗ୍ର ହେବା କାରଣରୁ ମନୁଷ୍ଯ ନିଷ୍ପତ୍ତି ନେବାର କ୍ଷମତା ଦୁର୍ବଳ ହୋଇଯାଏ। ଯାହାକୁ କାରଣରୁ ଭୁଲ ନିଷ୍ପତ୍ତି ନିଆଯାଏ। ଏଥିପାଇଁ ମଣିଷର ହାନି ହେବାର ଆଶଙ୍କା ବଢିଯାଏ। ଯାହାର କୁଣ୍ଡଳୀରେ ନୀଚ ରାଶିରେ ଚନ୍ଦ୍ରମା ଏବଂ ବୃଷ ରାଶି ଜାତକ କିମ୍ବା ଚନ୍ଦ୍ର ଷଷ୍ଠ କିମ୍ବା ଅଷ୍ଟମ ଭାବରେ ରହିଥାନ୍ତି, ସେଦିନରେ ଅଧିକ ସତର୍କ ରହିବା ଉଚିତ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…