୨୦୨୨ ରେ କେବେ ପଡ଼ୁଛି କେଉଁ ଏକାଦଶୀ, ଦେଖନ୍ତୁ ପୂରା ତାଲିକା

ବର୍ଷ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି। ୨୦୨୧ ଭଳି ଆଗାମୀ ବର୍ଷରେ ବି ଅନେକ ବ୍ରତ ଉତ୍ସବ ପଡ଼ୁଛି। ସେଥି ମଧ୍ୟରୁ ଏକାଦଶୀ ଅନ୍ୟତମ। ହିନ୍ଦୁ ପାଞ୍ଜି ଅନୁସାରେ, ପ୍ରତ୍ୟେକ ମାସରେ ଦୁଇ ଥର ଏକାଦଶୀ ପଡ଼େ। ପ୍ରତ୍ୟେକ ଏକାଦଶୀର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ତେବେ ବର୍ଷ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ୨୦୨୨ରେ କେବେ କେଉଁ ଏକାଦଶୀ ପଡ଼ୁଛି ପୂରା ତାଲିକା…

୧. ପୌଷ ପୁତ୍ରଦା ଏକାଦଶୀ – ୧୩ ଜାନୁଆରୀ, ୨୦୨୨

୨. ଷଟତିଳା ଏକାଦଶୀ – ୨୮ ଜାନୁଆରୀ, ୨୦୨୨

୩. ଜୟା ଏକାଦଶୀ – ୧୨ ଫେବ୍ରୁଆରୀ

୪. ବିଜୟା ଏକାଦଶୀ- ୨୬ ଫେବ୍ରୁଆରୀ

୫. ଗୌଣ ବିଜୟା ଏକାଦଶୀ- ୨୭ ଫେବ୍ରୁଆରୀ

୬. ଆମଲକି ଏକାଦଶୀ- ୧୪ ମାର୍ଚ୍ଚ

୭. ପାପମୋଚନୀ ଏକାଦଶୀ- ୨୮ ମାର୍ଚ୍ଚ

୮. କାମଦା ଏକାଦଶୀ – ୧୨ ଏପ୍ରିଲ

୯. ବୈଷ୍ଣବ କାମଦା ଏକାଦଶୀ – ୧୩ ଏପ୍ରିଲ

୧୦. ବରୁଥିନୀ ଏକାଦଶୀ – ୨୬ ଏପ୍ରିଲ

୧୧. ମୋହିନୀ ଏକାଦଶୀ – ମେ ୧୨

୧୨. ଅପରା ଏକାଦଶୀ – ମେ ୨୬

୧୩. ନିର୍ଜଳା ଏକାଦଶୀ – ୧୦ ଜୁନ୍‌

୧୪. ଗୌଣ ନିର୍ଜଳା ଏକାଦଶୀ – ୧୧ ଜୁନ୍‌

୧୫. ଯୋଗିନୀ ଏକାଦଶୀ – ୨୪ ଜୁନ୍‌

୧୬. ଦେବଶୟନୀ ଏକାଦଶୀ – ୧୦ ଜୁଲାଇ

୧୭. କାମିକା ଏକାଦଶୀ – ୨୪ ଜୁଲାଇ

୧୮. ଶ୍ରାବଣ ପୁତ୍ରଦା ଏକାଦଶୀ – ୮ ଅଗଷ୍ଟ

୧୯. ଅଜା ଏକାଦଶୀ – ୨୩ ଅଗଷ୍ଟ

୨୦. ପରିବର୍ତ୍ତିନୀ ଏକାଦଶୀ – ୬ ସେପ୍ଟେମ୍ବର

୨୧. ବୈଷ୍ଣବ ପରିବର୍ତ୍ତିନୀ ଏକାଦଶୀ – ୭ ସେପ୍ଟେମ୍ବର

୨୨. ଇନ୍ଦିରା ଏକାଦଶୀ – ୨୧ ସେପ୍ଟେମ୍ବର

୨୩. ପାପାଙ୍କୁଶା ଏକାଦଶୀ – ୬ ଅକ୍ଟୋବର

୨୪. ରମା ଏକାଦଶୀ – ୨୧ ଅକ୍ଟୋବର

୨୫. ଦେବୋତ୍‌ଥାନ ଏକାଦଶୀ – ୪ ନଭେମ୍ବର

୨୬. ଉତ୍ପନ୍ନା ଏକାଦଶୀ – ୨୦ ନଭେମ୍ବର

୨୭. ମୋକ୍ଷଦା ଏକାଦଶୀ – ୩ ଡିସେମ୍ବର

୨୮. ବୈଷ୍ଣବ ମୋକ୍ଷଦା ଏକାଦଶୀ -୪ ଡିସେମ୍ବର

୨୯. ସଫଳା ଏକାଦଶୀ – ୧୯ ଡିସେମ୍ବର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.