ସ୍ପେଶାଲ

କରେଣ୍ଟ ଲାଗିଲେ ରୋଗୀକୁ ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ତୁରନ୍ତ କରନ୍ତୁ ଏହି ୬ଟି ପ୍ରାଥମିକ ଚିକିତ୍ସା

ଅନେକ ସମୟରେ ଘରେ ଛୋଟମୋଟ କାମ କଲା ବେଳେ ବିଜୁଳି ଝଟକା ଲାଗିଯାଇଥାଏ। ଏହି ସମୟରେ ଆମେ ଜାଣିପାରୁ ନାହୁଁ ଯେ ତତକ୍ଷଣାତ କ’ଣ କରାଯିବ। ଆଜି ଆମେ ଆପଣଙ୍କୁ କିଛି ତରିକା ବିଷୟରେ କହିବୁ, ଯଦ୍ଦ୍ୱାରା ଆପଣ ରୋଗୀକୁ ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ଘରେ ପ୍ରାଥମିକ ଚିକିତ୍ସା କରିପାରିବେ। ଏଭଳି ଉପଚାର ଆପଣାଇ ଆପଣ କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କ ଯନ୍ତ୍ରଣାକୁ କମ କରିପାରିବେ।

୧. ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ଆପଣ ବେହୋସ ବ୍ୟକ୍ତିଙ୍କ ମୁହଁରେ ଶ୍ଵାସ ଦିଅନ୍ତୁ। ତାଙ୍କ ଛାତି ଉପରେ ୧ ଫୁଟ ଦୂରରୁ ଚାପ ଦେଇ ଦବାନ୍ତୁ, ଯେପରି ପୀଡ଼ିତଙ୍କ ହୃଦ ସ୍ପନ୍ଦନ ଚାଲୁ ରହିବ। ବ୍ୟକ୍ତିଙ୍କୁ ସିଧା ଶୁଆଇ ଗୋଡ଼ ଦୁଇଟିକୁ ଉପରକୁ ଉଠାନ୍ତୁ।

୨. ଯେଉଁ ବ୍ୟକ୍ତିଙ୍କୁ କରେଣ୍ଟ ଲାଗିଛି, ତାଙ୍କୁ ଖାଲି ହାତରେ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ।

୩. ତୁରନ୍ତ ପାୱାର ସପ୍ଲାଇକୁ ହଟାଇ ଦିଅନ୍ତୁ ଏବଂ ତା’ପରେ କରେଣ୍ଟ ଲାଗିଥିବା ବ୍ୟକ୍ତିଙ୍କୁ ସେଠାରୁ ହଟେଇବା ପାଇଁ କାଠ କିମ୍ବା ପ୍ଲାଷ୍ଟିକର କୌଣସି ଜିନିଷ ବ୍ୟବହାର କରନ୍ତୁ।

୪. ପୀଡ଼ିତଙ୍କ ନିଃଶ୍ୱାସ ଚେକ କରନ୍ତୁ। କୌଣସି ବି ପ୍ରକାର ଗଡ଼ବଡ଼ ଅନୁଭବ କଲେ ତୁରନ୍ତ ଆମ୍ବୁଲାନ୍ସ ଡକାନ୍ତୁ।

୫. ଯଦି ବ୍ୟକ୍ତିଙ୍କ ହୋସ ଆସିଯାଏ, ତେବେ ତାଙ୍କୁ ଖାଇବା, ପିଇବା ପାଇଁ କୌଣସି ଜିନିଷ ଦିଅନ୍ତୁ ନାହିଁ। ତାଙ୍କୁ କଡେ଼ଇ ଶୁଆଇ ତାଙ୍କ ଜଳିଯାଇଥିବା ଅଙ୍ଗରେ ମଲମ ଲଗାନ୍ତୁ।

୬. କରେଣ୍ଟ ଲାଗିଲେ ବି ଅନେକ ସମୟରେ ଶରୀରର ସେହି ଜାଗା ବଧିରା ହୋଇଯାଏ। ତେଣୁ ହୋସ ନ ଗଲେ ବି ଆପଣ ଚିକିତ୍ସା ଜାରି ରଖନ୍ତୁ।

Roshni

Recent Posts

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

12 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

15 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

15 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

38 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

1 hour ago