ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

 

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

 

no4-
p.c : vidhyamitra.com

ଅଙ୍କ ୪ :

ଯଦି ଆପଣଙ୍କ ଶୁଭାଙ୍କ ୪ ଅଟେ । ତେବେ ଆପଣ କ୍ରାନ୍ତିକାରୀ ବିଚାରଧାରାର ଅଟନ୍ତି । ଏମାନଙ୍କ ମଧ୍ୟରେ କିଛି ଭିନ୍ନ କରିବାର ଭାବନା ଥାଏ । ନିଜର କଥା କହିବାର ଶୈଳିରେ ଅନ୍ୟକୁ ବଶିଭୁତ କରିବାର କ୍ଷମତା ଥାଏ । ଏମାନଙ୍କର ସୌକ ଓ ଋଚି ମଧ୍ୟ ଅନ୍ୟ ଠାରୁ ଭିନ୍ନ ହୋଇଥାଏ । ଏମାନେ ପତଳା ହେଲେ ବି ଆକର୍ଷକ ହୋଇଥାନ୍ତି । ଦାର୍ଶନିକ ପ୍ରକୃତିର ହୋଇଥିବାରୁ ସର୍ବଦା ଭାବନାରେ ବୁଡ଼ିକରି ଥାନ୍ତି ।

ଏମାନେ ଟିକିଏ ସନ୍ଦେହୀ ହୋଇଥାନ୍ତି । ପ୍ରତ୍ୟେକଙ୍କ ଉପରେ ସନ୍ଦେହ କରିଥାନ୍ତି । ଧର୍ମ,କର୍ମ, ଭୁତ,ପ୍ରେତ ଓ ଗୁପ୍ତ ବିଦ୍ୟାରେ ଏମାନଙ୍କର ଋଚି ରହିଥାଏ । ଏମାନେ ମିତ୍ରଙ୍କୁ ବି ଶତ୍ରୁ କରିଦିଅନ୍ତି । ୮ ଅଙ୍କ ବ୍ୟକ୍ତିଙ୍କ ପ୍ରତି ଏମାନେ ଶୀଘ୍ର ଆକର୍ଷିତ ହୋଇଥାନ୍ତି । ହେଲେ ଅଙ୍କ ୨ ଓ ୭ ବାଲାଙ୍କ ସହ ଏମାନଙ୍କର ଭଲ ପଟିଥାଏ ।

ଶୁଭ ରଂଗ–ହଳଦୀଆ, ଶୁଭ ତିଥି – ୧୦ଓ ୧୯

କ୍ରମଶଃ…. ଆଗାମୀ ଥର ସଂଖ୍ୟା ୪ ଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.