କେବେ ଏବଂ କିପରି ପ୍ରସ୍ତୁତ ହୋଇଥିଲା ଦୁନିଆର ପ୍ରଥମ ରୁଟି , ସତ୍ୟତା ଜାଣି ହେବେ ଚକିତ

ଦୁନିଆରେ ଏପରି ଏନେକ ନିଜିଷ ରହିଛି ଯାହାକୁ ନେଇ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଥାଏ। ତେବେ ଏନେଇ କଣ ଆପଣ କେବେ ଭାବିଛନ୍ତି ଦୈନକ ଖାଉଥିବା ରୁଟିର ଆରମ୍ଭ କେଉଁଠି। ପ୍ରଥମେ ଏହାର ପ୍ରସ୍ତୁତି କେଉଁଠାରେ ହୋଇଥିଲା । ନିକଟରେ ଏହାର ଉତ୍ତର ଖୋଜି ବାହାର କରିଛନ୍ତି ରିସର୍ଚ୍ଚକର୍ତ୍ତା। ଯାହା ବାସ୍ତବରେ ସମସ୍ତଙ୍କୁ କରିଛି ଆଶ୍ଚର‌୍ୟ୍ୟ।

ତଥ୍ୟ ମୁତାବକ, ଉତ୍ତର-ପୂର୍ବ ଜାର୍ଡ଼ନରେ ରିସର୍ଚ୍ଚ ସମୟରେ ଏପରି କିଛି ସ୍ଥାନ ମିଳିଛି ଯେଉଁଠାରେ ରୁଟି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏଥିରୁ ଜଣାପଡ଼ିଛି ପ୍ରାୟ ୨ହଜାର ବର୍ଷ ପୂର୍ବେ ପ୍ରଥମ ପ୍ଲାଟବ୍ରେଡ ଅର୍ଥାତ୍ ରୁଟି ପ୍ରସ୍ତୁତ କରାଯାଇଥିଲା। ଏଠାରେ ପଥରର ଚୂଲା ରିସର୍ଚ୍ଚରକାରୀଙ୍କୁ ମିଳିଛି।

roti

ଏଠାରେ ଏପରି କିଛି ଅବଶେଷ ମିଳିଛି ଯାହା ଦ୍ବାରା ଏଠାରେ ମଣିଷ ପଥମେ ଖାଦ୍ୟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସେହି ସମୟରେ ପ୍ରସ୍ତୁତ କରାଯାଉଥିବା ରୁଟି ପାଣିରେ ଜନ୍ମୁଥିବା ଏକ ଉଦ୍ଭିଦରୁ ପ୍ରସ୍ତୁତ କରାଯାଉଥିଲା। ଯାହାକୁ ଟ୍ୟୁବର୍ସ ବୋଲି କୁହାଯାଉଥିଲା। ଏହାଛଡ଼ା ଜଣାପଡ଼ିଛି ରୁଟିର ଆବିଷ୍କାର ନୋଟଫିୟନ ସଂସ୍କ୍ରୁତିର ଲୋକ କରିଥିଲେ।

ନିଶ୍ଚିତ ପଢ଼ନ୍ତୁ: ପାକିସ୍ତାନର ଏହି ସହରରେ ମୁସଲମାନଙ୍କ ଠାରୁ ଅଧିକ ବାସ କରନ୍ତି ହିନ୍ଦୁ , କେବେ ହୋଇନଥାଏ କୌଣସି…

କାରଣ ଏହି ସମ୍ପ୍ରଦାୟର ଲୋକ ଗୋଟିଏ ସ୍ଥାନରେ ରହି ତାଙ୍କର ଜୀବନ ବ୍ୟତିତ କରୁଥିଲେ। ରୁଟି ବିଷୟରେ ବାହାରିଥିବା ସମସ୍ତ ସୂଚନା ଏର୍କିଓଲୋଜିକ୍ ସାଇଟରେ ଆପଣଙ୍କୁ ମିଳିଯିବ। ତେବେ ଏହି ଖୁଲାସା ପୂର୍ବରୁ ରୁଟି ଆରମ୍ଭର ଇତିହାସକୁ କ୍ରୁଷି ସହ ଯୋଡିକୁହାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.