ସ୍ପେଶାଲ

ଦାଦି ମା’ଙ୍କ ଦ୍ବିୱାନା ହେଲା ସୋସିଆଲ ମିଡିଆ, ଶାଢୀ ଏବଂ ଜୋତା ପିନ୍ଧି ଏମିତି ସ୍ବାଗ୍ ଦେଖାଇଲେ ଦାଦି ମା’

କୁଥାରେ ଅଛି, ଯାହାର ଅଭିଜ୍ଞତା ରହିଥାଏ, ତାକୁ କୌଣସି କାମ ମଧ୍ୟ କଷ୍ଟ ଲାଗିନଥାଏ। ଆପଣ ଦେଖିଥିବେ ସୋସିଆଲ ମିଡିଆରେ ପ୍ରତିଦିନ ଲୋକଙ୍କର କିଛି ନା କିଛି ଫଟୋ ଓ ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳୁଛି । ଅନେକ ଥର ଭାଇରାଲ୍ କଣ୍ଟେଣ୍ଟ ଯୋଗୁଁ ସାଧାରଣ ଲୋକ ରାତାରାତି ଷ୍ଟାର ହୋଇଯାଉଛନ୍ତି । ଏମିତିରେ ନିକଟରେ ଜଣେ ବୃଦ୍ଧ ମହିଳା ଇଣ୍ଟରନେଟରେ ଛାଇ ଯାଇଛନ୍ତି । ତାଙ୍କ ଅନ୍ଦାଜ ଦେଖି ଅନେକ ତାଙ୍କର ଫ୍ଯାନ ହୋଇଛନ୍ତି। ଶାଢୀ ଏବଂ ଜୋତା ପିନ୍ଧିଥିବା ଏହି ମହିଳା ଜଣଙ୍କ ଏତେ ଭଲ Bowling କରିଛନ୍ତି ଯାହାକୁ ଦେଖିଲେ ଅନେକ ଖେଳାଳି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାଇରଲ ହେଉଥିବା ଏହି ଭିଡିଓରେ ଦାଦି ଜଣକ ଶାଢୀ ଏବଂ ଜୋତା ପିନ୍ଧି ଭଲ Bowling କରୁଥିବା ନଜର ଆସିଛନ୍ତି। ଏହାକୁ ଦେଖି ଲୋକଙ୍କ ହୋସ ଉଡିଯାଇଛି। ବୁଢି ଦାଦିଙ୍କ ସ୍ବାଗ୍ ଦେଖି ସମସ୍ତେ ତାଙ୍କ ଦ୍ବିୱାନା ହୋଇଛନ୍ତି। ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଲେଖିଛନ୍ତି – ‘ହାଏ ଟ୍ବିଟର, ଶାଢୀରେ ବୋଲିଂ ଷ୍ଟ୍ରାଇକ୍ କରୁଥିବା ମୋ ଜେଜେମା’ଙ୍କୁ ଦୟାକରି ପ୍ରଶଂସା କରନ୍ତୁ, ସେ ତାଙ୍କ ମାସ୍କ ଉପରେ ମଧ୍ୟ ଧ୍ୟାନ ରଖିଥିବା ଦେଖିବାକୁ ମିଳିଛି ।’ ଏହି ଭିଡିଓରେ ଭଲ ଷ୍ଟ୍ରାଇକ୍ ପରେ କ୍ୟାମେରା ପଛରୁ ତାଙ୍କୁ ଅନେକ ଲୋକ ଚିୟର କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଟ୍ବିଟରରେ ଏହି ଭିଡିଓକୁ ସୁଦର୍ଶନ କ୍ରିଷ୍ଣାମୂର୍ତ୍ତି ସେୟାର କରିଛନ୍ତି। ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ହାଲୋ ଟ୍ବିଟର, ପ୍ଲିଜ ମୋ ଦାଦି ମା’ଙ୍କ ଶାଢୀ ଷ୍ଟ୍ରାଇକ ବଲିଂକୁ ପ୍ରଶଂସା କରନ୍ତୁ। ଏବଂ ଧ୍ୟାନରେ ରଖନ୍ତୁ ସର୍ବଦା ମାସ୍କ ପିନ୍ଧନ୍ତୁ। ସେପଟେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏହି ବୟସରେ ଏହି ମହିଳାଙ୍କ ପ୍ରତିଭାକୁ ଦେଖି ଏହି ‘ଦାଦିମା’ ଇଣ୍ଟରନେଟ୍ ସେନସେସନ ହୋଇସାରିଛନ୍ତି ।

Swagatika

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

13 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

16 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

36 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago