Categories: ସ୍ପେଶାଲ

ଆଧାର କାର୍ଡରେ ଦେଖିଲେ ଏମିତି ନାମ ଯେ ମଣ୍ଡପରେ କନ୍ୟାକୁ ଛାଡି ପଳାଇଲେ ବର

ଆନ୍ଧ୍ର ପ୍ରଦେଶରେ ବିବାହ ସମାରୋହ ମଝିରେ ବର ହଠାତ୍ ବାହା ହେବାକୁ ମନା କରିଦେଲେ। ବରପକ୍ଷର ଅଭିଯୋଗ ଯେ କନ୍ୟା ପକ୍ଷ ନିଜର ଜାତି ଲୁଚେଇଛନ୍ତି। ଯେତେବେଳେ ସେମାନେ ଆଧାର କାର୍ଡ ଦେଖିଲେ ତେବେ ମିସମ୍ୟାଚ୍ ହେବା ବଦଳରେ ସମ୍ପର୍କ ଭାଙ୍ଗିଗଲା। ଏହାଦେଖି କନ୍ୟା କାନ୍ଦିବାକୁ ଲାଗିଲେ ଏବଂ ନ୍ୟାୟ ପାଇଁ ପୋଲିସ ଥାନା ପହଁଚିଗଲେ।

ମାମଲା ଗୁଣ୍ଟୁର ଜିଲ୍ଲାର କ୍ରୋସୁରୁ ମଣ୍ଡଳର ଗଡିଓରିପଲେମ ଗାଁର ଅଟେ। ବ୍ରୁତ୍ତିରେ ଚାଷୀ ଥିବା ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କ ସହିତ ବିବାହ ହେଉଥିଲା। ବିବାହ ସମୟରେ ଯେତେବେଳେ ପୂଜାରୀ ବିବାହ ପ୍ରମାଣ ପତ୍ର ପାଇଁ ଦୁହିଁଙ୍କର ଆଧାର କାର୍ଡ ମାଗିଲେ ତେବେ କନ୍ୟାର ବାପାଙ୍କର ସରନେମ ଆଧାରର ଅନ୍ୟ ପ୍ରମାଣ ପତ୍ର ସହିତ ଅଲଗା ଥିଲା।

ଥାନା ପହଁଥିଲେ କନ୍ୟା

କନ୍ୟାଙ୍କ ବାପାଙ୍କର ଆଧାର କାର୍ଡରେ ‘ରେଡ୍ଡି’ ନଥିଲା। ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାକୁ ଲାଗିଲା। ବିବାଦ ଏତେ ବଢ଼ିଗଲା ଯେ ବର ବିବାହ କରିବାକୁ ମନା କରିଦେଲେ ଏବଂ ବିବାହ ମଝିରେ ମଣ୍ଡପ ଛାଡି ପରିବାରଙ୍କ ସହିତ ଚାଲିଗଲେ। କନ୍ୟା ପକ୍ଷ ବହୁତ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ବର ମାନିଲେ ନାହିଁ। ଏହି ଘଟଣା ପରେ କନ୍ୟା କାନ୍ଦିବାକୁ ଲାଗିଲେ। ସେ ନ୍ୟାୟ ପାଇଁ ପୋଲିସ ଷ୍ଟେସନ ପହଁଚିଗଲେ।

ପୋଲିସ ମାମଲାର କରୁଛି ଯାଞ୍ଚ

ପୋଲିସର କହିବାନୁଯାୟୀ ବିବାହକୁ ନେଇ ଦୁହିଁଙ୍କ ପରିବାରରେ ବହୁତ ପ୍ରସ୍ତୁତି ହୋଇଥିଲା। ଅଭିଯୋଗ ପରେ ପୋଲିସ ମାମଲାର ଯାଞ୍ଚ କରୁଛି। ସୂଚନା ଅନୁଯାୟୀ ବର ଏବଂ ତାଙ୍କ ପରିବାର ଫେରାର ଅଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

8 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

8 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

8 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

8 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

9 hours ago