ଅଜବ ପରମ୍ପରାର ରାଜ୍ଯ : ଯେଉଁଠାରେ ବିବାହର ୫ଦିନ ଯାଏ ବୋହୂକୁ ରହିବାକୁ ପଡିଥାଏ ବିନା ବସ୍ତ୍ରରେ

ପୂରା ଦୁନିଆରେ ଏକ ଖାସ୍ ପରିଚୟ ଏଠିକାର ଭିନ୍ନ ଭିନ୍ନ ପରମ୍ପରାକୁ ନେଇକୁ କରଯାଇଛି । ବିକଶିତ ଏବଂ ବଦଳୁଥିବା ଯୁଗରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ବହୁତ କାଳରୁ ପୁରୁଣା ପରମ୍ପରା ଚାଲିଆସୁଛି । ଏହି ପରମ୍ପରା ବହୁତ ଅଜବ ଏବଂ ଏହାକୁ ମାନିବା ପାଇଁ ସର୍ବଦା ଘରର ବଡ ମାନେ ପରାମର୍ଶ ଦେଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ପରମ୍ପରା ବିଷୟରେ ଜଣାଇବୁ ଯାହାକୁ ଆପଣ କେବେବି ବିଶ୍ବାସ କରିପାରିବେ ନାହିଁ । ଏହି ଅଦଭୁତ ପରମ୍ପରା ହିମାଚଳ ପ୍ରଦେଶର ମଣିକର୍ଣ୍ଣନ ଘାଟିରେ ଥିବା ଏକ ଗାଁ ପିଣି ଠାରେ ଏହି ପରମ୍ପରା ଚାଲିଛି । ଖବର ଅନୁସାରେ ଏଠାରେ ବିବାହ ପରେ ବିବାହିତ ମହିଳାମାନଙ୍କୁ ୫ଦିନ ପର୍ୟ୍ୟନ୍ତ ବିନା କପଡାରେ ରହିବାକୁ ପଡିଥାଏ ।

ନିଶ୍ଚିତ ପଢନ୍ତୁ: ଅଜବ ଡାକବାଲା : ୧୧ ବର୍ଷ ଧରି ଚିଠି ନବାଣ୍ଟି ଲୁଚାଇ ରଖିଥିଲେ

ଶୁଣିବା ପାଇଁ, ବହୁତ ଅଜବ ଲାଗିଲେ ମଧ୍ୟ ଏହା ସତ୍ୟ । କୁହାଯାଉଛିକି’ ବିବାହପରେ ମହିଳାମାନେ ଏଠାରେ ବିନା କପଡାରେ ୫ଦିନ ଯାଏ ରହିଥାନ୍ତି ଏବଂ ଏହି ବିଚିତ୍ର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସୁଛି ।

ଏହି ପରମ୍ପରାର ଖାସ୍ କଥା ହେଉଛି ଏହି ୫ଦିନରେ ମହିଳାମାନେ କୌଣସି ପୁରୁଷମାନଙ୍କ ସାମ୍ନାକୁ ଯାଇପାରନ୍ତି ନାହିଁ ଏମିତିକି ସେହି ମହିଳାଙ୍କର ସ୍ବାମୀ ମଧ୍ୟ ୫ଦିନ ଯାଏ ତାଙ୍କ ପାଖକୁ ଆସିପାରିବେ ନାହିଁ । କୁହାଯାଏ ବୋହୁର ପରିଜନ ଏ ସବୁ ଏଥିପାଇଁ କରିଥାନ୍ତି ନୂଆ ବୋହୂକୁ କାହାରବି ନଜର ନଲାଗୁ ।

ନିଶ୍ଚିତ ପଢନ୍ତୁ: ଦୁନିଆରେ ମହିଳାଙ୍କ ବିରୋଧରେ ଗଢା ହୋଇଛି ଏହି ଅଜବ ଆଇନ୍ ! ପଢିଲେ ହୋଇବେ ଆଶ୍ଚର୍ୟ୍ୟ

ଏପରି କରିବାର ମାନ୍ୟତା ହେଉଛି ବୋହୂ ତା’ଜୀବନରେ କଦାପି ଦୁଃଖକୁ ସାମ୍ନା କରିବ ନାହିଁ । କୁହାଯାଏକି’ ଏହି ଗାଁର ଯଦି କେହିବି ମହିଳା ଏପରି ନକରନ୍ତି ତେବେ ତାଙ୍କ ଘର ପରିବାର ପାଇଁ ଏହା ଅଶୁଭ ହୋଇଥାଏ । ଏହି କାରଣ ପାଇଁ ଏଠିକାର ଲୋକମାନେ ଏହି ବିଚିତ୍ର ପରମ୍ପରାକୁ ପାଳନ କରିଥାନ୍ତି ।