ଇଏ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ପରିବାର, ଜାଣନ୍ତୁ ଏମାନଙ୍କ ପାଖରେ କେତେ ରହିଛି ଧନ-ସମ୍ପତ୍ତି

ଆପଣମାନେ ତ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ବିଷୟରେ ଶୁଣିଥିବେ କିନ୍ତୁ କଣ କେବେ ଆପଣ ଧନୀ ପରିବାର ବିଷୟରେ ଶୁଣିଛନ୍ତି କି? ଏପରି ପରିବାର ଯାହାଙ୍କ ପାଖରେ ଅରବ ଡଲାର ଅର୍ଥାତ ଶତ କୋଟିର ସମ୍ପତ୍ତି ରହିଛି। ଆଜି ଆମେ ଆପଣଙ୍କୁ ଏପରି ୫ଟି ପରିବାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବିଶ୍ୱରେ ସବୁଠାରୁ ସବୁଠାରୁ ଧନୀ। ତେବେ ଜାଣନ୍ତୁ ସେହି ପରିବାର ସମ୍ପର୍କରେ ବିସ୍ତାରରେ।

CAMERAନମ୍ବର – ୧

ନାମ-ଓ୍ଵାଲଟନ

କ୍ପାନୀ ନାଁ-ଓ୍ଵାଲମାର୍ଟ

ଦେଶ ନାଁ- ବେନଟନଭିଲେ, ଅରକାଂସସ୍‌

ସମୁଦାୟ ସମ୍ପତ୍ତି- ୧୯୦.୫ ଶତ କୋଟି

marsନମ୍ବର – ୨

ନାମ-ମାର୍ସ

କମ୍ପାନୀ ନାଁ-ମାର୍ସ କମ୍ପାନୀ

ଦେଶର ନାଁ- ଏମ୍‌ ସି ଲିଆନ ଭିରଜିନିଆ

ସମୁଦାୟ ସମ୍ପତ୍ତି-୧୨୬.୫ ଶତ କୋଟି

Koch-Industriesନମ୍ବର – ୩

ନାମ –କୋଚ

କମ୍ପାନୀ ନାଁ- କୋଚ ଇଣ୍ଡଷ୍ଟ୍ରୀଜ୍‌

ଦେଶର ନାଁ- ଓ୍ଵିଚିତା କାନସାସ୍‌

ସମୁଦାୟ ସମ୍ପତ୍ତି-୧୨୪.୫ ଶତ କୋଟି

SAUDIନମ୍ବର – ୪

ପରିବାରର ନାମ- ଅଲ ସଓଦ

କମ୍ପାନୀ ନାଁ-ସଉଦିର ରାଜପରିବାର

ଦେଶ ନାଁ- ରିୟାଦ, ସଉଦି ଅରବ।

ସମୁଦାୟ ସମ୍ପତ୍ତି- ୧୦୦ ଶତ କୋଟି।

wertheimrersନମ୍ବର – ୫

ପରିବାର ନାମ-ଓ୍ଵର୍ଦାଇମର

କମ୍ପାନୀ ନାଁ- ସନେଲ

ଦେଶ ନାଁ- ପ୍ୟାରିସ୍‌

ସମୁଦାୟ ସମ୍ପତ୍ତି- ୫୭.୬ ଶତ କୋଟି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.