Categories: ସ୍ପେଶାଲ

ଏହି ଡ଼ାକ୍ତରଖାନାକୁ ଯିବା ପୂର୍ବରୁ ସାବଧାନ, ପଛରେ ରହିଛି ଲୋମଟାଙ୍କୁରା କାହାଣୀ

ସାଧାରଣତଃ ଏପରି କୁହାଯାଇଥାଏ କି ଭୂତ ମାନଙ୍କର ପସନ୍ଦର ସ୍ଥାନ ପୁରୁଣା ଘର। କିନ୍ତୁ ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସିଛି ଭୂତ ବହୁ ମାତ୍ରାରେ ଲୋକ ଯିବା ଆସିବା ସ୍ଥାନକୁ ନିଜର ଘର କରିଥାନ୍ତି। ଏମିତି ଭୂତକୁ ନେଇ ଅନେକ ପ୍ରକରର କାହାଣୀ ସାମ୍ନାକୁ ଆସିଛି। ଆଜି ଆମେ ତାହା ମଧ୍ୟରୁ କିଛି ଆପଣଙ୍କୁ ପାଇଁ ଆଣିଛୁ। ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଭୟାନକ ଡ଼ାକ୍ତରଖାନା। ଯାହାର କାହାଣୀ ଆପଣଙ୍କୁ ରାତିରେ ଶୁଆଇଦେବ ନାହିଁ।

ଓଲ୍ଡ ଚଙ୍ଗି ଡ଼ାକ୍ତରଖାନା

ସିଙ୍ଗାପୁରର ଚଙ୍ଗି ସହରରେ ରହିଛି ଓଲ୍ଡ ଚଙ୍ଗି ନାକ୍ତରଖାନା। ଏହି ଡ଼ାକ୍ତରଖାନାର ବିଲଡ଼ିଂ ୧୯୩୫ ମସିହାରେ ପ୍ରସ୍ତୁତ କରାଯାଇଥିଲା। ଏହା ପ୍ରଥମେ ରୟାଲ ଏୟାରଫୋର୍ସର ବିଲଡିଂ ରହିଥିଲା। ଏହାପରେ ୧୯୪୨ ମସିହାରେ ଜାପାନ ଏହି ବିଲଡିଂକୁ ନିଜ ଅଧିନରେ କରିବା ସହ ଏଠାରେ ଦେଖିବାକୁ ମିଳିଥିଲା ଭୂତଙ୍କ ଅବସ୍ଥିତି। ଏହି ସମୟରେ ଜାପାନର କିଛି ଅଧିକାରୀଙ୍କ ଟ୍ରେନିଂ ସେଣ୍ଟର ଭାବେ ଏହାକୁ ରଖିଥିଲା। ଏହାର ଅନେକ ବର୍ଷ ପରେ ଏହି ବିଲଡିଂକୁ ଡ଼ାକ୍ତରଖାନା ଭାବେ ପରିବର୍ତ୍ତନ କରାଯାଇଥିଲା। କିନ୍ତୁ ଏଠାରେ ସନ୍ଧ୍ଯା ହେବା ମାତ୍ରେ ଅନେକ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। ପରେ ଏହାକୁ ବନ୍ଦ କରାଯାଇଥିଲା। ଏପରିକି ନିକଟରେ ଗୋଟିଏ ପିଲ୍ମ ସୁଟିଂ ପାଇଁ ସେହି ବିଲଡିଂକୁ ଯାଇଥିଲେ। ଏହି ସମୟରେ ଏପରି କିଛି ଘଟିଥିଲା ଯାହା ପରେ ତାହାକୁ ସବୁଠାରୁ ଭୟନକ ଭୂତ ବିଲଡିଂ ଭାବେ ଘୋଷଣା କରାଯାଥିଲା।

କ୍ଯାପଟେନ୍ ପାର୍କ ଡ଼ାକ୍ତରଖାନା

୧୯୭୬ ମସିହାରେ ସାଉଥ ଆଫ୍ରିକାରେ ଏହି ଡ଼ାକ୍ତରଖାନା ନିର୍ମାଣ କରାଯାଇଥିଲା। କିନ୍ତୁ ୧୯୯୭ ମସିହାରେ ଏହାକୁ ବନ୍ଦ କରାଯାଇଥିଲା। ଏଠାରୁ ରୋଗୀ ଏବଂ ଡ଼ାକ୍ତର ପଳାଇଯାଇଥିବା ବେଳେ  ଅନ୍ଯ ସମସ୍ତ ଜିନିଷ ସେହିପରି ରହିଥିଲା। ସେବେଠାରୁ ଏହି ବିଲଡିଂ ୨୪ ଘଣ୍ଟା ନଜର ରଖାଯାଇଥାଏ କିନ୍ତୁ ଅନେକ ସମୟରେ ଏହି ଡ଼ାକ୍ତରଖାନାର ରୁମ ମାନଙ୍କରେ ଚିତ୍କାର ଶୁଣାଯିବା ସହ ରକ୍ତ ବୋହିବାର ଦେଖାଯାଇଥାଏ। ଏଥିପାଇଁ ଏଠାରେ ଆତ୍ମରେ ରହବାର କୁହାଯାଇଥାଏ।

ଗେଜିୟମ ସାଇକ୍ରେଟିକ୍ ଡ଼ାକ୍ତରଖାନା

ଏହି ଡ଼ାକ୍ତରଖାନା ସାଉଥ କୋରିଆର ରାଜଧାନୀ ଶିୟୋଲିରେ ରହିଛି। ଏହି ଡ଼ାକ୍ତରଖାନାକୁ ୧୯୯୦ ମସିହାରେ ବନ୍ଦ କରାଯାଇଥିଲା କାରଣ ଏଠାରେ ଡ଼ାକ୍ତର ତାଙ୍କ ରୋଗୀଙ୍କ ମରଣର କାରଣ ଜାଣିବାରେ ଅସମର୍ଥ ରହିଥିଲେ। ଏଣୁ ରୋଗୀଙ୍କ ଆତ୍ମ ଏହି ଡ଼ାକ୍ତରଖାନାରେ ବୁଲୁଥିଲା। ଏପରିକି ଅନେକଙ୍କ କାନ୍ଦିବା ଏବଂ ଚିତ୍କାର ସ୍ବର ମଧ୍ୟ ଶୁଣିବାକୁ ମିଳିଥାଏ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

12 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

58 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago