ଜାଣନ୍ତି କି ଟୁଥପେଷ୍ଟ ଟ୍ୟୁବରେ ଥିବା ରଙ୍ଗ କେଉଁ ସଂକେତକୁ ବୁଝାଇଥାଏ !

ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ଜଣାଇବୁ ଯାହା ଜାଣିବା ପରେ ଆପଣ ପୁରାପୂରି ଆଶ୍ଚର୍ୟ୍ୟ ହୋଇଯିବେ । ସାଧାରଣତଃ ଟୁଥପେଷ୍ଟର ଟ୍ୟୁବରେ ନାଲି, ନୀଳ, କଳା ଏବଂ ସବୁଜ ରଙ୍ଗର ଚିହ୍ନ ରହିଥାଏ । ଏହି ରଙ୍ଗ ଏହି ସବୁ କଥାର ସଂକେତ ଦେଇଥାଏ କି, ଅପଣଙ୍କର ଟୁଥପେଷ୍ଟ କେମିକାଲ୍ ଯୁକ୍ତ ବସ୍ତୁରେ ତିଆରି ହୋଇଛି ନା, ପ୍ରାକୃତିକ ଯୁକ୍ତ ବସ୍ତୁରେ ତିଆରି କରାଯାଇଛି ।

ଜାଣନ୍ତୁ, ଟୁଥପେଷ୍ଟ ଟ୍ୟୁବରେ ଥିବା ରଙ୍ଗର ଅର୍ଥ :

• କଳା ରଙ୍ଗର ଚିହ୍ନ : ଯଦି ଆପଣଙ୍କ ଟୁଥପେଷ୍ଟ ଟ୍ୟୁବର ଶେଷ ମୁଣ୍ଡରେ କଳା ରଙ୍ଗର ଚିହ୍ନ ରହିଛି ତେବେ ଏହାର ମାନେ ଆପଣଙ୍କୁ ଟୁଥପେଷ୍ଟ କେମିକାଲରେ ପ୍ରସ୍ତୁତ ହୋଇଛି ।

• ନାଲି ରଙ୍ଗର ଚିହ୍ନ : ଏହି ରଙ୍ଗ ଏହି ଚିହ୍ନର ସଂକେତ ଦେଇଥାଏ ଯେ, ଏହି ଟୁଥପେଷ୍ଟ ପ୍ରାକୃତିକ ବସ୍ତୁ ଏବଂ କେମିକାଲ ବସ୍ତୁରେ ତିଆରି ହୋଇଛି ।

• ନୀଳ ରଙ୍ଗର ଚିହ୍ନ : ଏହି ରଙ୍ଗର ଚିହ୍ନର ଏହା କାରଣ ହୋଇଥାଏ କି,ଆପଣଙ୍କ ଟୁଥପେଷ୍ଟ ପ୍ରାକୃତିକ ବସ୍ତୁ ସହିତ ଓୗଷଧୀୟ ବସ୍ତୁ ମଧ୍ୟ ମିଶିଥାଏ ।

• ସବୁଜ ରଙ୍ଗର ଚିହ୍ନ : ଏହ ରଙ୍ଗର ଚିହ୍ନ ଏହି କଥାର ସଂକେତ ଦେଇଥାଏ ଆପଣଙ୍କର ଟୁଥପେଷ୍ଟ ପୁରାପୂରି ଭାବେ ପ୍ରାକୃତିକ ବସ୍ତୁରେ ପ୍ରସ୍ତୁତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.