Categories: ସ୍ପେଶାଲ

ରାମ ନବମୀ : କେଉଁ ତିଥିରେ ପାଳନ କରାଯିବ ଜାଣନ୍ତୁ

ନବରାତ୍ରୀର ସମାପ୍ତି ପୂର୍ବରୁ ରାମ ନବମୀ ବ୍ରତ ଏବଂ ନବମୀ ପୂଜା ଏପ୍ରିଲ ୧୩ରେ କରାଯିବ। ଏହି ଦିନରେ କନ୍ୟାମାନଙ୍କୁ ଖାଇବାକୁ ଦେଇ ଭକ୍ତମାନେ ବ୍ରତ ଭାଙ୍ଗିଥାନ୍ତି। ଏପ୍ରିଲ ୧୩ ଶନିବାରରେ ହିଁ ମହାଷ୍ଟମୀ ଏବଂ ମହାନବମୀ ପଡୁଛି। ଏପ୍ରିଲ ୧୩ ତାରିଖ ସକାଳ ୦୮: ୧୬ ପରେ ନବମୀ ଆରମ୍ଭ ହୋଇଯିବ ଯାହା ପରଦିନ ( ୧୪ ଏପ୍ରିଲ ) ସକାଳ ୬ଟା ପର୍ଯ୍ୟନ୍ତ ରହିବ। ଏଥିପାଇଁ ନବମୀ ଦିନ ହିଁ ନବରାତ୍ରୀରେ ହେବାକୁ ଥିବା ପୂଜା-ଅର୍ଚ୍ଚନାକୁ ଏପ୍ରିଲ ୧୪ ତାରିଖ ସକାଳ ୬ଟା ପୂର୍ବରୁ କରିବା ଶୁଭ ହେବ।

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଦେଶସାରା ରାମନବମୀ ଭାବରେ ଧୂମଧାମରେ ପାଳନ କରିଥାନ୍ତି। ସନାତନ ଧର୍ମ ଅନୁସାରେ ରାମନବମୀ ଦିନ ତ୍ରେତୟା ଯୁଗରେ ମହାରାଜା ଦଶରଥଙ୍କ ଘରେ ବିଷ୍ଣୁଙ୍କ ଅବତାର ଭାବେ ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ । ଲଙ୍କାପତି ରାବଣର ଅତ୍ୟାଚାରକୁ କମ୍ କରିବା ପାଇଁ ଭଗବାନ ବିଷ୍ଣୁ ଧରିତ୍ରୀରେ ଭଗବାନ ରାମଙ୍କ ରୂପରେ ଅବତାର ନେଇଥିଲେ।

ଜଣାଇବାକୁ ଚାହିଁବୁ ଯେ ୨୦୧୯ ମସିହାରେ ଏପ୍ରିଲ ୧୨ ଶୁକ୍ରବାର ଦିନ ସକାଳ ୧୦:୧୮ ମିନିଟରୁ ଏପ୍ରିଲ ୧୩ ଶନିବାର ଦିନ ସକାଳ ୦୮:୧୬ ମିନିଟ ପର୍ଯ୍ୟନ୍ତ ଅଷ୍ଟମୀ ରହିବ। ଏହାପରେ ହିଁ ନବମୀ ଆରମ୍ଭ ହୋଇଯିବ। ପରଦିନ ଏପ୍ରିଲ ୧୪ ସକାଳ ୬ ଟା ପର‌୍ୟ୍ୟନ୍ତ ନବମୀ ରହିବ ଏହାପରେ ହିଁ ଦଶମୀ ଆରମ୍ଭ ହୋଇଯିବ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

36 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago