Categories: ସ୍ପେଶାଲ

କାହିଁକି ମହିଳାଙ୍କୁ ମନା ଶ୍ମଶାନ, ଜାଣନ୍ତୁ କଣ କହୁଛି ହିନ୍ଦୁ ଧର୍ମ

ହିନ୍ଦୁ ଧର୍ମରେ ଆଜି ମଧ୍ୟ ବହୁତ କାମ ରହିଛି ଯାହାକୁ ମହିଳା ମାନଙ୍କୁ କରିବାକୁ ବାରଣ କରାଯାଇଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଶ୍ମଶାନ ଘାଟକୁ ଯିବାକୁ ମନା କରାଯାଇଛି। କିନ୍ତୁ କଣ ଆପଣ ଭାବିଛନ୍ତି ଏମିତି କାହିଁକି କରାଯାଇଥାଏ ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏମିତି କାହିଁକି କରାଯାଇଥାଏ।

ମହିଳାଙ୍କୁ କେବେବି ଯିବାକୁ ଦିଆଯାଇନଥାଏ ଶ୍ମଶାନ ଘାଟ

-ଯେତେବେଳେ ବି କାହାର ମୃତ୍ୟୁ ହୋଇଥାଏ ତେବେ ଶବ ଘରୁ ବାହାରିବା ପରେ ହିଁ ଘରର ଅଗଣାକୁ ସଫା ସୁତୁରା କରି ଧୂଆ ଯାଇଥାଏ। ଏହାପରେ ଖାଦ୍ୟ ପାନୀୟ ପ୍ରସ୍ତୁତ କରାଯାଇଥାଏ। ସେହି ସବୁକୁ କାମ କରିବା ପାଇଁ ମହିଳା ମାନଙ୍କୁ ଘରେ ରହିବା ଆବଶ୍ୟକ।

ଏହା ସହ ପଢ଼ନ୍ତୁ : ହିନ୍ଦୁ ଧର୍ମରେ ଶରୀରର ଡାହଣ ପାର୍ଶ୍ବକୁ କାହିଁକି କୁହାଯାଏ ଶୁଭ ? ଜାଣନ୍ତୁ ଏହା ପଛର ରହସ୍ୟ

-ହିନ୍ଦୁ ପରାମ୍ପରା ଅନୁସାରେ ଅନ୍ତିମ ସଂସାରରେ ଉପସ୍ଥିତ ଥିବା ପରିବାରର ସଦସ୍ୟ ମାନଙ୍କୁ କେଶ ମୁଣ୍ଡନ କରିବାକୁ ହୋଇଥାଏ। ଏହି ପ୍ରଥା ଠାରୁ ମହିଳାମାନେ ଦୂରେଇ ରୁହନ୍ତୁ ଏଥିପାଇଁ ସେମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯାଏନଥାଏ। ଏହାଛଡା ମହିଳା ମାନଙ୍କ ହୃଦୟ ପୁରୁଷ ମାନଙ୍କ ମୁକାବିଲା ଠାରୁ କମ୍ କଠୋର ହୋଇଥାଏ।

-ଯଦି କେହି ଶ୍ମଶାନ ଘାଟରେ କାନ୍ଦନ୍ତି ତେବେ ମରିଥିବା ବ୍ୟକ୍ତିଙ୍କର ଆତ୍ମାକୁ ଶାନ୍ତି ମିଳିନଥାଏ। ଯଦି ଏହି ଅନ୍ତିମ କାର୍ଯ୍ଯରେ ମହିଳାମାନେ ସାମିଲ ହେବେ ତେବେ ନିଶ୍ଚିତ ଭାବରେ କାନ୍ଦିବେ। ଏଥିପାଇଁ ମଧ୍ୟ ସେମାନଙ୍କୁ ଶ୍ମଶାନ ଘାଟକୁ ଯିବାକୁ ମନା କରାଯାଇଥାଏ।

-ଆତ୍ମା ମାନେ ଜିବିତ ପ୍ରାଣୀଙ୍କ ଶରୀରକୁ କବଜା କରିବାକୁ ମଉକା ଖୋଜୁଥାନ୍ତି। ଏଥିପାଇଁ ଛୋଟ ଛୁଆ ତଥା ରଜସ୍ବଳା ସ୍ତ୍ରୀ ମାନେ ସେମାନଙ୍କ ପାଇଁ ସହଜ ହୋଇଥାନ୍ତି। ଏଥିରୁ ରକ୍ଷା କରିବା ପାଇଁ ମହିଳା ଏବଂ ଛୋଟ ଛୁଆଙ୍କୁ ଶ୍ମଶାନ ଯିବାକୁ ମନା କରାଯାଇଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

4 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

5 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

6 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

6 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

7 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

7 hours ago