ପିଜ୍ଜା ପ୍ରେମୀ ରୁହନ୍ତୁ ସାବଧାନ, ଏବେ ପିଜ୍ଜାରେ ରହୁଛି ଜୀବନ୍ତ ପୋକ, ଥରେ ଦେଖନ୍ତୁ ଏହି ଭାଇରାଲ ଫଟୋ, ଖାଇବା କଥା ଭୁଲିଯିବେ

ପିଜ୍ଜା ଖାଇବା ଆମ ସମସ୍ତଙ୍କୁ ପସନ୍ଦ । ପାର୍ଟି ହେଉ ଅବା ଅନ୍ୟ କୌଣସି ସେଲିବ୍ରେସନ । ଆଜି କାଲି ପିଜ୍ଜା –ବର୍ଗର ବିନା ସବୁ ଅଧୁରା । କିଛି ଲୋକଙ୍କୁ ଏହା ଏତେ ପସନ୍ଦ ଯେ ସେମାନେ ଏହାକୁ ଖାଇବା ପାଇଁ ମୌକା ଖୋଜିଥାନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲା ପରେ ହୁଏତ ଆପଣ ପୁଣିଥରେ ପିଜ୍ଜା ଖାଇବା କଥା ଭାବିବେ ନାହିଁ ।

ନ୍ୟୁଜିଲାଣ୍ଡରେ ଏକ ବ୍ୟକ୍ତି ଭଲ ବ୍ରାଣ୍ଡରୁ ପିଜ୍ଜା ଅର୍ଡର କରିବା ସତ୍ତ୍ୱେ ବି ତାଙ୍କ ଭାଗ୍ୟରେଏମିତି ପିଜ୍ଜା ପଡିଲା ଯାହାକୁ ଥରେ ଦେଖିଲେ ଖାଇବା କଥା ଭୁଲିଯିବେ । ଏଥିରେ ଜୀବନ୍ତ ପୋକ ଥିବାର ଦେଖିବାକୁ ମିଳିଥିଲା । ସେ ବି ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସଂଖ୍ୟାରେ ।

viral
pc: techno trenz

ବ୍ୟକ୍ତିଙ୍କ କହିବା ଅନୁଯାୟୀ ଏହାକୁ ଦେଖି ସେ ପ୍ରଥମେ ଡରିଗଲେ । ବ୍ୟକ୍ତି ଜଣକ ନାମ ହେଉଛି ରେଗିନାଲ୍ଡ ଥାଲାରୀ । ସେ ୪ଟି ପିଜ୍ଜା ଅର୍ଡର କରିଥିଲେ କିନ୍ତୁ ପରେ ତାଙ୍କୁ ଖରାପ ପିଜ୍ଜା ମିଳିଥିଲା । ଯାହାର ଫଟୋ ଏବେ ଭାଇରାଲ ହେଉଛି । ଆପଣ ମାନେ ମଧ୍ୟ ସତର୍କ ରୁହନ୍ତୁ । ପିଜ୍ଜା ଖାଇବା କଥା ମନକୁ ଆଣନ୍ତୁ ନାହିଁ ।

Leave A Reply

Your email address will not be published.