ମଙ୍ଗଳ ଦେବଙ୍କ ଗୋଚର ଗତିରେ ଏହି ରାଶି ଉପରେ ପଡ଼ିବ ଅନେକ ଶୁଭ ପ୍ରଭାବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ଜ୍ୟୋତିଷ ଶାସ୍ତ୍ର ମୁତାବିକ ୯ଟି ଗ୍ରହ ସମୟ ସମୟରେ ନିଜ ସ୍ଥିତି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ଲୋକମାନଙ୍କ ଜୀବନ ଉପରେ ପଡ଼ିଥାଏ। ଆସନ୍ତା ୨୬ ଫେବୃଆରୀରେ ପୁଣି ଥରେ ଗ୍ରହର ବଡ଼ ପରିବର୍ତ୍ତନ ହେବ। ଗ୍ରହମାନଙ୍କ ସେନାପତି ମଙ୍ଗଳ ଦେବ ମକର ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ବକ୍ରି ବା ଗୋଚର ଗତି ଦ୍ୱାରା ୫ଟି ରାଶି ଉପରେ ବଡ଼ ପ୍ରଭାବ ପଡ଼ିବ।

ଏହି ରାଶିମାନଙ୍କ ଭାଗ୍ୟ ଉଦୟ ହେବ। ଏମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଭାଗ୍ୟ ଚମକିବା ସହ ଏମାନଙ୍କ ଜୀବନରେ ଅନେକ ଧନ ଲାଭ ହେବ। ଏବେ ଜାଣନ୍ତୁ ନିଜ ରାଶି ସମ୍ପର୍କରେ।

ମେଷ:
ମଙ୍ଗଳ ଦେବ ମକର ରାଶିରେ ଗୋଚର ପ୍ରକାରେ ଗତି କରିବା ଦ୍ୱାରା ମେଷ ରାଶି ଉପରେ ଭଲ ପ୍ରଭାବ ପଡ଼ିବ। କାରଣ ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଦେବ। ତେଣୁ ଏହି ରାଶିିର ଲୋକଙ୍କ ଉପରେ ମଙ୍ଗଳଙ୍କ କୃପା ବର୍ଷିବ। ଏହି ଲଗ୍ନର ଲୋକମାନଙ୍କ ଭାଗ୍ୟ ମଧ୍ୟ ଚମକିବ। ଏମାନଙ୍କୁ ଧନ ଲାଭ ହେବ। ଏମାନଙ୍କ କ୍ୟାରିଆରେ ପ୍ରଗତି ହେବ। ଏହାଦ୍ୱରା ଭବିଷ୍ୟରେ ଏମାନଙ୍କର ବଡ଼ ଫାଇଦା ହେବ।

mars
pc: indiafeeds

ବୃଷ:
ଏମାନଙ୍କ ଭାଗ୍ୟରେ ଅନେକ ଉନ୍ନତି ହେବ। ସବୁ କାମରେ ସଫଳତା ମିଳିବ। ଠକାମିରୁ ସବୁ ଦିନ ପାଇଁ ରକ୍ଷା ପାଇବେ। ଅଚାନକ ଧନ ଲାଭ ହେବ। ନିଜର ପୁରୁଣା ମନସ୍କାମାନ ପୂର୍ଣ୍ଣ ହେବ। ସମୟ ଭଲରେ କଟିବ।

ମିଥୁନ:
ଏହି ରାଶିିର ଲୋକଙ୍କ ଉପରେ ମଙ୍ଗଳଙ୍କ କୃପା ବର୍ଷିବ। ଏହି ଲଗ୍ନର ଲୋକମାନଙ୍କ ଭାଗ୍ୟ ମଧ୍ୟ ଚମକିବ। ଏମାନଙ୍କୁ ଧନ ଲାଭ ହେବ। ଏମାନଙ୍କ କ୍ୟାରିଆରେ ପ୍ରଗତି ହେବ। ଏହାଦ୍ୱରା ଭବିଷ୍ୟରେ ଏମାନଙ୍କର ବଡ଼ ଫାଇଦା ହେବ। ଏମାନଙ୍କ ବିଜନେସରେ ସଫଳତା ମିଳିବ। ଆୟ ବଢ଼ିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବ। ଘଷର ସୁଖ ଶାନ୍ତି ପ୍ରତିଷ୍ଠା ହେବ।

pc: zee news

ସିଂହ:
ଏହି ରାଶିର ଲୋକଙ୍କର କ୍ୟାରିଅରରେ ବହୁତ ଉନ୍ନତି ହେବ। ଏମାନଙ୍କ ବିଜନେସରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହେବ। ଆୟ ବଢ଼ିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବ। ଘଷର ସୁଖ ଶାନ୍ତି ପ୍ରତିଷ୍ଠା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.