୨୪ ଘଣ୍ଟାରେ ବଦଳିଯିବ ଏହି ରାଶି ମାନଙ୍କ ଭାଗ୍ୟ, ବୁଧ ଗ୍ରହ ଦେବେ ଅତ୍ୟନ୍ତ ଶୁଭ ଫଳ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

ଜ୍ୟେତିଷ ଶାସ୍ତ୍ର ମୁତାବିକ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ରାଶି ପରିବର୍ତ୍ତନ କରନ୍ତି । ଯାହାର ପ୍ରଭାବ ଅନ୍ୟ ରାଶି ଉପରେ ପଡ଼ିଥାଏ । ଗ୍ରହର ରାଜକୁମାର କୁହାଯାଉଥିବା ବୁଧ ଗ୍ରହ ଆସନ୍ତା କାଲି ନିଜ ରାଶି ପରିବର୍ତ୍ତ ନ କରିବେ । କାଲି ବୁଧ ଗ୍ରହ ମେଷ ରାଶିରେ ଗୋଚର ପ୍ରକାରେ ଗତି କରିବେ । ଧନ, ବୃଦ୍ଧି, ତର୍କ ଓ ବ୍ୟାପାର କାରକ ଗ୍ରହ ବୁଧ ଦେବ ମେଷ ରାଶିରେ ପ୍ରବେଶ କରିବା ଦ୍ୱାରା ୪ ଟି ରାଶି ଉପରେ ବହୁତ ଶୁଭ ପ୍ରଭାବ ପଡ଼ିବ । ଯଦି ଆପଣଙ୍କର ବି ଏହି ରାଶି ମଧ୍ୟରୁ ଏକ, ତେବେ ଶୀଘ୍ର ଜାଣନ୍ତୁ ।

ବୁଧ ଗ୍ରହ ଆସନ୍ତା କାଲି ମାନେ ୮ ଅପ୍ରେଲ ୨୦୨୨ ରେ ନିଜ ରାଶି ପରିବର୍ତ୍ତନ କରୁଛନ୍ତି । ଏହାର ପ୍ରଭାବ ଅନେକ ରାଶି ଉପରେ ମଧ୍ୟ ପଡ଼ିବ । ବୁଧ ଗ୍ରହଙ୍କ ଗୋଚର ଗତିରେ ମୁଖ୍ୟତଃ ୪ଟି ରାଶି ଉପରେ ବେଶି ପ୍ରଭାବ । ଏହି ସମୟ ମଧ୍ୟରେ ଅନେକ ସଫଳତା ହାସଲ କରିବେ ।

horoscope

ମିଥୁନ:

ବୁଧଙ୍କ ଗୋଚର ପ୍ରକାରେ ଗତି ମିଥୁନ ରାଶି ପାଇଁ ଖୁବ ଶୁଭମୟ ହେବ । ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବା ସହ ଏମାନଙ୍କର ଆୟ ବଢ଼ିବ । ଟଙ୍କା କମାଇବା ପାଇଁ ନୂଆ ଓ ଭଲ ରାସ୍ତା ମିଳିଯିବ, କ୍ୟାରିଅର ତଥା ବ୍ୟାପାରରେ ଉଚ୍ଚ ସ୍ତରକୁ ଛୁଇଁବେ । ନୂଆ କାମ ଆରମ୍ଭ କରିପାରନ୍ତି । ନିବେଶ କରିବା ପାଇଁ ଶୁଭ ସମୟ ରହିବ ।

କର୍କଟ:

ଏମାନ ପାଇଁ ମଧ୍ୟ ଶୁଭ ରହିବ । ଏମାନଙ୍କୁ ନୂଆ ଚାକିରି ମିଳିପାରେ । ରୋଜଗାର କରିବାରେ କୌଣସି ଅସୁବିଧା ହେବ ନାହିଁ । ପ୍ରମୋସନ ହେବାସହ ଇନକ୍ରିମେଣ୍ଟ ହେବାର ଯୋଗ ରହିଛି । ମୋଟ ଉପରେ ଆର୍ଥିକ ଉନ୍ନତି ହେବ ।

ସିଂହ:

ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବା ସହ ଏମାନଙ୍କର ଆୟ ବଢ଼ିବ । ଟଙ୍କା କମାଇବା ପାଇଁ ନୂଆ ଓ ଭଲ ରାସ୍ତା ମିଳିଯିବ, କ୍ୟାରିଅର ତଥା ବ୍ୟାପାରରେ ଉଚ୍ଚ ସ୍ତରକୁ ଛୁଇଁବେ । ପ୍ରମୋସନ ହେବାସହ ଇନକ୍ରିମେଣ୍ଟ ହେବାର ଯୋଗ ରହିଛି ।

ମୀନ:

ମୀନ ରାଶିକୁ ଏହି ସମୟରେ ଅତ୍ୟନ୍ତ ଶୁଭଫଳ ମିଳିବ । ରହିଯାଇଥିବା ଟଙ୍କା ମିଳିବ । କ୍ୟାରିଅର, ବ୍ୟାପାର ରେ ଫାଇଦା ହେବ । ମିଡ଼ିଆ, ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ସଫଳତା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.