କମ୍ପ୍ୟୁଟର ଠାରୁ ବି ତୀବ୍ର ଚାଲିଥାଏ ଏହି ୪ ନାମର ପିଲାଙ୍କ ମସ୍ତିସ୍କ, ଶୀଘ୍ର ପାଇଥାନ୍ତି ସଫଳତା

ରାଶି ଓ ଗ୍ରହ ସହ ନାମର ଗଭୀର ସମ୍ପର୍କ ଥାଏ । କାରଣ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମ ରାଶି ଅନୁଯାୟୀ ରଖାଯାଇଥାଏ । କୁହାଯାଏ ଜନ୍ମ ରାଶି ଅନୁସାରେ ରଖାଯାଇଥିବା ନାମ ଅଧିକ ପ୍ରଭାବୀ ହୋଇଥାଏ । ଆଜି କିଛି ଏମିତି ଅକ୍ଷର ନାମ ବାଲା ପିଲାଙ୍କ ବିଷୟରେ କହିବା ଯେଉଁମାନଙ୍କ ମସ୍ତିସ୍କ କମ୍ପ୍ୟୁଟର ଠାରୁ ବି ତୀବ୍ର ଚାଲିଥାଏ । ଏମାନଙ୍କ ଜୀବନରେ କୌଣସି ସୁଖ ସୁବିଧା କମ ହୋଇନଥାଏ । ଏମାନେ ପରିଶ୍ରମୀ ଓ ବୁଦ୍ଧିମାନ ହୋଇଥାନ୍ତି ।

K ଅକ୍ଷର : ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ପିଲା ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ ବୁଦ୍ଧି ବଳରେ କିଛି ବି କାମରେ ସଫଳତା ହାସଲ କରିଥାନ୍ତି । ଏମାନଙ୍କ ଜୀବନରେ କୌଣସି ସୁଖ ସୁବିଧାର କମ ହୁଏ ନାହିଁ । ଏମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଓ ସମାଜରେ ଅଲଗା ପରିଚୟ ହୋଇଥାଏ ।

L ଅକ୍ଷର : ଯେଉଁ ପିଲାଙ୍କ ନାମ ଏଲ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କର ମସ୍ତିସ୍କ ତୀବ୍ର ଭାବେ ଚାଲିଥାଏ । ଏମାନେ ନିଜ ମସ୍ତିସ୍କ ବଳରେ ସଫଳତା ହାସଲ କରିଥାନ୍ତି । ଏମାନଙ୍କ ଭିତରେ ଆତ୍ମ ବିଶ୍ୱାସ କେବେ କମ ହୋଇନଥାଏ । ସମାଜରେ ଏମାନଙ୍କର ଅଲଗା ପରିଚୟ ହୋଇଥାଏ । ଯଦି କିଛି କରିବାକୁ ଭାବିଛନ୍ତି ତବେ ତାକୁ ହାସିଲ କରି ରହିଥାନ୍ତି ।

P ଅକ୍ଷର : ଏହି ଅକ୍ଷରରେ ଆରମ୍ଭ ହୋଇଥିବା ନାମର ପିଲା ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କମ ବୟସରେ ନିଜ କ୍ୟାରିଅରକୁ ନେଇ ଗମ୍ଭୀରତାର ସହ ଚିନ୍ତା କରିଥାନ୍ତି । ଏମାନେ ସଫଳତା ପାଇବା ପାଇଁ କଠିନରୁ କଠିନ କାମ କରିଥାନ୍ତି ଓ ଶେଷରେ ସଫଳତା ହାସଲ କରିଥାନ୍ତି । ଏମାନଙ୍କ ଜୀବନ ସୁଖ ସୁବିଧାରେ ଭରି ରହିଥାଏ ।

Leave A Reply

Your email address will not be published.