ମାଙ୍କଡମାନେ କେକ୍ ଧରି ସେଲିବ୍ରେଟ୍ କଲେ ବାର୍ଥଡେ ପାର୍ଟୀ, ଲୋକେ ଭିଡିଓ ଦେଖି କହିଲେ ‘ପାଓ୍ଵରୀ ହୋ ରହୀ ହେ’

ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଛି ପାଓ୍ଵରୀ ଭିଡିଓ। ଏହାରି ମଧ୍ୟରେ ଏକ ସୁନ୍ଦର ଭିଡିଓ ଖୁବ୍ ଭାଇରାଲ ହେଉଛି। ସୋସିଆଲ ମିଡିଆରେ ‘ପାଓ୍ଵରି ହୋ ରହୀ ହେ’ ଏତେ ଟ୍ରେଣ୍ଡ କରୁଛି ଯେ ସମସ୍ତେ ଏହି ଡାଇଲଗକୁ କପି କରୁଥିବା ନଜର ଆସୁଛନ୍ତି। ଅନେକ ଲୋକ ତ ଛୋଟିଆ ଭିଡିଓକୁ ନୂଆ ଭଳି ଏଡିଟ କରି ପାଓ୍ଵରି ଭିଡିଓ ବନାଉଛନ୍ତି।

ବର୍ତ୍ତମାନ ଏକ ଏମିତି ଭିଡିଓ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ କହିବେ ହଁ ସତରେ ଏମାନେ ପାଓ୍ଵରୀ କରୁଛନ୍ତି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମାଙ୍କଡମାନେ ବାର୍ଥଡେ ସେଲିବ୍ରେଟ୍ କରୁଛନ୍ତି। ତେବେ ଏହି ମାଙ୍କଡଙ୍କୁ ପାଓ୍ଵରୀ କରୁଥିବାର ଦେଖି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଖୁବ୍ ଭାଇରାଲ କରୁଛନ୍ତି।

ମାଙ୍କଡମାନେ ଗୋଟେ କେକୁ ବହୁତ ସୁନ୍ଦର ଭାବେ ମିଳିମିଶି ଖାଉଛନ୍ତି। ଏମାନଙ୍କୁ ଦେଖିଲେ ଏମିତି ଲାଗୁଛି ଯେମିତି ଏମାନଙ୍କ ବାର୍ଥଡେ ପାର୍ଟୀ ଚାଲୁଛି। ତେବେ ଲୋକମାନେ ମଧ୍ୟ ଏହି ମଜାଦାର ଭିଡିକୁ ବହୁତ ପସନ୍ଦ କରୁଛନ୍ତି। ଏଥିସହିତ ଭିଡିଓକୁ ଦେଖି ନିଜ ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

Leave A Reply

Your email address will not be published.