ଦୁନିଆ ବିଷୟରେ ଏପରି କିଛି ରହସ୍ୟ, ଯାହା ଆଜିବି ସମସ୍ତଙ୍କ ପାଇଁ ଅଜ୍ଞାତ

ଦୁନିଆ ଅତି ଆଶ୍ଚର୍ଯ୍ୟ ଏକଥା ତ ଆମେ ସମସ୍ତେ ଜାଣିଛେ ବୋଧହୁଏ ଏହି କାରଣରୁ ସମସ୍ତେ ଅଧିକରୁ ଅଧିକ ବଞ୍ଚିବାକୁ ଚାଁହାନ୍ତି । ଆମ ଦୁନିଆ ଏତେ ବଡ଼ ଯେ ଜଣେ ମଣିଷ ଚାହିଁଲେ ନିଜର ସାରାଜୀବନ ମଧ୍ୟରେ ପୁରା ଦୁନିଆ ଦେଖିପାରିବ ନାହିଁ । ତେବେ ସାରା ଦୁନିଆକୁ ଦେଖି ନ ପାରିଲେ କଣ ଅଛି ଏହି ଦୁନିଆ ବିଷୟରେ ଯେଉଁ ରହସ୍ୟ ଗୁଡିକ ଲୁଚି ରହିଛି ତାକୁ ତ ଆମେ ଜାଣିପାରିବା ଯାହାକି ପ୍ରକୃତରେ ବହୁତ ଅଦ୍ଭୁତ ।

ଉଦାହରଣବଶତଃ ଆପଣ ଜାଣିଛନ୍ତି କି ଆଣ୍ଟାର୍କଟିକାରେ ବରଫ କ୍ରିଷ୍ଟାଲର ସାଇଜ କେତେ ? ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏଠାରେ ଗୋଟିଏ ଗୋଟିଏ କ୍ରିଷ୍ଟାଲର ସାଇଜ ସ୍କୁଲବସ ଠୁ ନେଇ ଟ୍ରକ ସାଇଜର ହୋଇଥାଏ । ଠିକ ସେହିପରି ସାରା ଦେଶ ଦୁନିଆ ବିଷୟରେ ଅନେକ ରହସ୍ୟ ରହିଛି ଯାହା ଆପଣ ପୂର୍ବରୁ କେବେବି ଶୁଣିନଥିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ରହସ୍ୟ ।

ଆଇସଲ୍ୟାଣ୍ଡ ହେଉଛି ସବୁଠାରୁ ସୁଖଦ ରାଷ୍ଟ୍ର

आइसलैंड सबसे खुशहाल

ଆପଣ ଜାଣନ୍ତି କି ଆଇସଲ୍ୟାଣ୍ଡ ହେଉଛି ସବୁଠାରୁ ଖୁସିପୂର୍ଣ୍ଣ ରାଷ୍ଟ୍ର , ଏହା ଏପରି ଏକ ଦେଶ ଯାହା ପାଖରେ ଆର୍ମି ନାହିଁ ।

ଗଛରେ ଶୋଇଥାନ୍ତି ଭାଲୁ

पेड़ पर सोते भालू

କଣ ଆପଣ ଜାଣନ୍ତି କି କଳା ଭାଲୁ ପ୍ରାୟତଃ ଗଛ ଉପରେ ଚଢି ଶୋଇଥାନ୍ତି ।

ସବୁଠାରୁ ଅଧିକ ବୋର ଗେମ

सबसे ज्यादा बोर्ड गेम

ଦୁନିଆରେ ସବୁଠାରୁ ବେଶୀ ବୋରିଂ ଗେମ ହେଉଛି ଲୁଡୋ ଏବଂ ଚେସ ।

ଟେକୋଲାଓର ବିଜୁଳି

टोकेलाऊ में बिजली

ଟେକୋଲାଓ ଏପରି ଏକ ଦେଶ ଯେଉଁଠି ବିଜୁଳି କେବଳ ସୂର୍ଯ୍ୟଶକ୍ତିରୁ ବିଜୁଳି ଉତ୍ପନ୍ନ ହୋଇଥାଏ ।

ବିଲେଇର ହତ୍ୟା

अगर बिल्ली की हत्या की

ପ୍ରାଚୀନ ମିଶରରେ ବିଲେଇର ହତ୍ୟା କରୁଥିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ ।

ସାମୁଦ୍ରିକ ଡାକୁ

समुद्री डाकू

ସାମୁଦ୍ରିକ ଡାକୂଙ୍କର ପତାକା କଳା ନୁହେଁ ବରଂ ଲାଲ ହୋଇଥାଏ ।

କଙ୍ଗାରୁ

कंगारु

12ହଜାର ବର୍ଷ ପୂର୍ବେ କଙ୍ଗାରୁ ଗୁଡିକର ଆକାର ପ୍ରାୟ ଘୋଡା ସମାନ ଥିଲା ।

ମଣିଷ ପିଲା

मनुष्य का बच्चा

ମଣିଷ ଛୁଆ ପ୍ରାୟ ଚାରି ମାସ ପର୍ଯ୍ୟନ୍ତ ଲୁଣ ଓ ଚିନିର ସ୍ୱାଦ ଜାଣିପାରିନଥାଏ ।

ଆଣ୍ଟାର୍କଟିକା

अंटार्कटिका में 400 झीलें

ଆଣ୍ଟାର୍କଟିକାର ବରଫାବୃତ୍ତ ଜମିରେ ପ୍ରାୟ 400ରୁ ଅଧିକ ହ୍ରଦ ରହିଥାଏ ।

ପୃଥିବୀର ଆକାର

 

ଯଦି ପୃଥିବୀ ଧୂଳିକଣା ଆକାରର ହୁଏ ତାହେଲେ ସୂର୍ଯ୍ୟ କମଳା ଆକାରର ହେବ ।

ପିଜ୍ଜା

पिज्जा

ସବୁଠାରୁ ଅଧିକ ବିକ୍ରି ହେଉଥିବା ପିଜ୍ଜାରେ ଫଙ୍ଗସର ଷ୍ଟଫିଙ୍ଗ ରହିଥାଏ, ଯାହା ହେଉଛି ମସ୍ରୁମ ।

ଘୋଡା

घोड़े का आकार

ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଘୋଡାର ଆକାର ବିଲେଇ ଭଳି ଥିଲା ।

ଲାଟିନ ଭାଷା

ଦୁନିଆରେ କେବଳ 100 ଜଣ ଲୋକ ଭଲଭାବେ ଲାଟିନ ଭାଷା କହିପାରିଥାନ୍ତି ।

ୟୁରେନ୍ସ ଗ୍ରହରେ ଋତୁ

यूरेनस पर दो मौसम

ୟୁରେନ୍ସ ଗ୍ରହରେ ମାତ୍ର ଦୁଇଟି ଋତୁ ହୋଇଥାଏ । ଏହା ହେଉଛି ଥଣ୍ଡା ଏବଂ ଗରମ । ଏଠାରେ ପ୍ରତ୍ୟେକ ଋତୁ 42 ବର୍ଷ ପର୍ଯ୍ୟନ୍ତ ରହିଥାଏ ।

ମଣିଷର ହାର୍ଟ

मनुष्य का दिल

ମଣିଷର ହୃଦୟ 30ଫୁଟ ଉଚ୍ଚ ପର୍ଯ୍ୟନ୍ତ ରକ୍ତ ଫୋପାଡ଼ି ପାରିଥାଏ ।

ପୋକ ଖାଇଥାନ୍ତି

कीड़े खाते हैं लोग

ଦୁନିଆରେ ପ୍ରାୟ 200 କୋଟି ଲୋକ ନିୟମିତ ଆହାରରେ ପୋକ ଖାଇଥାନ୍ତି ।

ସବୁଜ ଆଖି

हरी आखें

ଦୁନିଆରେ କେବଳ ଦୁଇ ପ୍ରତିଶତ ଲୋକଙ୍କର ସବୁଜ ଆଖି ରହିଥାଏ ।

ପ୍ଲୁଟୋର ନାମ

प्लूटो का नाम

1930 ମସିହାରେ ପ୍ଲୁଟୋର ନାମ ଇଂଲଣ୍ଡର ଏକ 11 ବର୍ଷୀୟା ପିଲାର ନାମ ଅନୁଯାୟୀ ରଖାଯାଇଥିଲା ।

ଶରୀରର ରକ୍ତ

शरीर का खून

ମଣିଷ ଶରୀରରେ ରକ୍ତ ସାରା ଦିନରେ ଶରୀର ମଧ୍ୟରେ ପ୍ରାୟ 1000ଥର ଚକ୍କର କାଟିଥାଏ ।

ବାରିକ ଥିଲେ ସର୍ଜନ

नाई या सर्जन

ପ୍ରାଚୀନ କାଳରେ ବାରିକମାନେ ସର୍ଜନ ଭାବେ କାମ କରୁଥିଲେ । ସେମାନେ ଛୋଟମୋଟ ଅପରେସନ ମଧ୍ୟ କରୁଥିଲେ ।

ଗଧିଆ

भेड़‍ियां

ପ୍ରାଚୀନ କାଳରେ ଗ୍ରୀସର ଲୋକମାନେ ମାନୁଥିଲେ ଯେ ମଣିଷ ମାଂସ ଖାଇବା ଦ୍ୱାରା ମଣିଷ ଗଧିଆରେ ପରିଣତ ହୋଇଥାଏ ।

13th friday

फ्राइडे दि 13

ଯେଉଁ ଲୋକମାନଙ୍କୁ 13 ଶୁକ୍ରବାରକୁ ଡର ଲାଗେ ସେମାନଙ୍କୁ friggatriskaidekephobia କୁହାଯାଇଥାଏ ।

ଜିଆର ଖାଦ୍ୟ

केंचुआ का भोजन

ଗୋଟିଏ ଜିଆ ପ୍ରତିଦିନ ନିଜ ଶରୀରର ଓଜନ ବରାବର ଖାଦ୍ୟ ଖାଇଥାଏ ।

ମସ୍ତିଷ୍କରେ ବିଜୁଳି

दिमाग में बिजली

ଆମର ମସ୍ତିଷ୍କରେ ଏତେ ମାତ୍ରାରେ ବିଜୁଳି ରହିଥାଏ ଯେ ସେଥିରେ ଏକ ବଲ ମଧ୍ୟ ଜଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.