ଏହି ଜନ୍ମ ତିଥିରେ ଜନ୍ମିତ ବ୍ୟକ୍ତି ଅଳ୍ପ ବୟସରେ ଵନିଯାଆନ୍ତି କୋଟିପତି, ହୋଇଥାନ୍ତି କୋଟି କୋଟି ଟଙ୍କାର ମାଲିକ

ଅଙ୍କ ଆମ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ | ଅଙ୍କ ଶାସ୍ତ୍ର ରେ 1 ରୁ 9 ମଧ୍ୟରେ କୁହାଯାଇଛି | ପ୍ରତ୍ୟକ ଅଙ୍କର ସ୍ୱାମୀ ଗ୍ରହ ଅଛନ୍ତି | ଆଜି ଆମେ ମୁଳାଙ୍କ 5 ଥିବା ବ୍ୟକ୍ତି ଙ୍କ ବିଷୟରେ ଜାଣିବା | ଯାହାର ସ୍ୱାମୀ ଗ୍ରହ ବୁଧ ହୋଇଥାନ୍ତି | ବୁଧ ଗ୍ରହ ପ୍ରଭାବରୁ ଏହି ମୁଳାଙ୍କ ଲୋକେ ବହୁତ ଧନ ରୋଜଗାର କରନ୍ତି | କୌଣସି ମାସର 5,14 ଓ 23 ତାରିଖ ରେ ଜନ୍ମିତ ଲୋକଙ୍କ ମୁଳାଙ୍କ 5 ହୋଇଥାଏ | ଆସନ୍ତୁ ଜାଣିବା ଏହି ଲୋକଙ୍କ କିଛି ଖାସ କଥା |

ଏହି ଜାତକ ହୋଇଥାଆନ୍ତି ପରିଶ୍ରମୀ : ଅଙ୍କ ଶାସ୍ତ୍ର ଅନୁଯାଇ ମୁଳାଙ୍କ 5 ଥିବା ଜାତକ ଧନ ସଂଚୟ କରିବାରେ ମାହିର ହୋଇଥାନ୍ତି | ଏହି ଲୋକ କାମ ବୟସରୁ ହିଁ ଭଲ ବ୍ୟାଙ୍କ ବାଲାନ୍ସ କରିପାରି ଥାନ୍ତି | ଏମାନେ ମନି ମାଇଣ୍ଡେଡ଼ ହୋଇଥାନ୍ତି | ବିଜିନେସ ରେ ନୂଆ ବୁଦ୍ଧି ପ୍ରୟୋଗ କରିଥାନ୍ତି |

ହୋଇଥାନ୍ତି ଶାନ୍ତି ସ୍ୱଭାବର : ଏହି ଜାତକଙ୍କ ମଧ୍ୟରେ ବହୁତ ସୁନ୍ଦର ଗୁଣ ଥାଏ |ନିଜର ବୁଦ୍ଧି ବଳରେ ସବୁ ପରିସ୍ତିତିକୁ ସମ୍ଭାଳି ନିଅନ୍ତି | ଏ ସବୁ କାମରେ ତରବର ହୁଅନ୍ତି ଓ ଶେଷରେ ଅସୁବିଧାରେ ପଡ଼ିଥାନ୍ତି | ଏମାନେ ସଫା ସଫା କହିବାକୁ ପସନ୍ଦ କରିଥାନ୍ତି |

ହୋଇଥାନ୍ତି ବଡ ବ୍ୟବସାୟୀ : ଏହି ମୁଳାଙ୍କ (5) ର ଲୋକେ ବେପାର ବଣିଜ ରେ ବହୁତ ସଫଳତା ପାଇଥାନ୍ତି | ଏହି ଲୋକ କମ ବୟସ ରେ ବଡ ବ୍ୟବସାୟୀ ହୋଇପାରିଥାନ୍ତି | ସାମ୍ନା ଲୋକକୁ ନିଜ କଥାରେ ଆକର୍ଷିତ କରି ବହୁତ ଧାନ କମାଇଥାନ୍ତି |

ଭଗବାନ ଗଣେଶଙ୍କୁ କରନ୍ତୁ ପୂଜା : ଅଙ୍କ ଶାସ୍ତ୍ର ଅନୁଯାଇ 5 ର ସ୍ୱାମୀ ଗ୍ରହ ବୁଧ ହୋଇଥାନ୍ତି | ତେଣୁ ବୁଧ ଦେବଙ୍କୁ ପୂଜା କରିବା ଉଚିତ | ଏହି ଜାତକଙ୍କ ପାଇଁ ଭଗବାନ ଗଣେଶ ଓ ମା ସରସ୍ୱତୀଙ୍କୁ ପୂଜା କରିବା ଦରକାର | ଯାହାଦ୍ୱାରା ସବୁ ସମସ୍ୟା ସମାପ୍ତ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.