ବୟସ ବଢ଼ିବା ସହିତ ମଣିଷର ଚେହେରା ଓ ଆକାର ବଦଳି ଯାଇଥାଏ। ତେବେ କ’ଣ ପଥରଗୁଡ଼ିକ ସହିତ ବି ଏମିତି ହୋଇଥାଏ? ଏହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ମହଜୁଦ ଥିବା ପଥର ନିଜ ଆକାର ବହୁତ ଜଲ୍ଦି ବଦଳାଇ ଦିଅନ୍ତି। ଆଉ ଏହି କାରଣରୁ ଲୋକେ ଏଗୁଡ଼ିକୁ ଜୀବନ୍ତ ବୋଲି ବି ମାନିଥାଆନ୍ତି। ଏଠାରେ ଦୁଇ କି ତିନି ନୁହେଁ, ଏମିତି ହଜାର ହଜାର ପଥର ନିଜ ଆକାର ବଦଳାଇ ଥାଆନ୍ତି।
ସ୍ଥାନୀୟ ଲୋକଙ୍କୁ ବି ଏଠାକାର ପଥରଗୁଡ଼ିକ ଆକାର ପରିବର୍ତ୍ତନ କରିବା କୌଣସି ରହସ୍ୟଠାରୁ କମ୍ ଲାଗେ ନାହିଁ। ଏକ ଟ୍ରାଭେଲ ସାଇଟ୍ ମୁତାବକ, ଏଠି ଲୋକେ ନିଜ ପିଲାବେଳୁ ହିଁ ଏହି ଚମତ୍କାର ଦେଖି ଆସୁଛନ୍ତି। ସ୍ଥାନଟି ରୋମାନିଆର, ଯେଉଁଠାକୁ ଲୋକେ ଏଭଳି ରହସ୍ୟ ଦେଖିବା ପାଇଁ ଦୂର ଦୂରରୁ ଚାଲି ଆସନ୍ତି।
ଏହି ରହସ୍ୟମୟ ପଥରଗୁଡ଼ିକ ସମ୍ବନ୍ଧରେ ଜିଓଲୋଜିଷ୍ଟ ଅନେକ ବାର ରିସର୍ଚ୍ଚ କରି ସାରିଛନ୍ତି, କିନ୍ତୁ ଏଭଳି ବଢ଼ୁଥିବା ଆକାର ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଗାଁ ଲୋକଙ୍କ କହିବା ହେଲା, ପାଣି ସଂସ୍ପର୍ଶରେ ଆସିବା ପରେ ହିଁ ପଥରଗୁଡ଼ିକର ଆକାର ଲଗାତାର ପରିବର୍ତ୍ତନ ହେଉଛି।
କିଛି ବୈଜ୍ଞାନିକଙ୍କ କହିବା ହେଲା, ବର୍ଷା ସମୟରେ ଏହି ପଥରର ଆକାର ବହୁତ ବଢ଼ିଯାଇଥାଏ। ଗବେଷକଙ୍କ ମୁତାବକ, ପାଣି ସଂସ୍ପର୍ଶରେ ଆସି ହୁଏତ ପଥରରେ ମହଜୁଦ ଥିବା ମିନେରାଲ ସଲ୍ଟର ମାତ୍ରା ବଢ଼ିଯାଉଥିବ। ଯଦିଓ ଏହାର ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…