Categories: ସ୍ପେଶାଲ

ଭୁଲରେ ମଧ୍ୟ କିନ୍ନର ମାନଙ୍କୁ ଦାନ କରନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ ଭୋଗିବେ ଓଲଟା ଫଳ

ଶାସ୍ତ୍ରରେ ଅଛି କିନ୍ନର ମାନଙ୍କର ଆଶୀର୍ବାଦ ମଣିଷଙ୍କ ଭାଗ୍ୟ ବଦଳାଇ ଦେଇଥାଏ। କିନ୍ତୁ ତାଙ୍କର ଅଭିଷାପ ମଣିଷଙ୍କର ଜୀବନକୁ ବର୍ବାଦ ମଧ୍ୟ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ସେହି କିନ୍ନରଙ୍କ ବିଷୟରେ କହିବାକୁ ଯାଉଛୁ। ଆମେ ଜଣାଇବୁ କିନ୍ନରଙ୍କୁ କେଉଁ ଜିନିଷ ଦାନ କରିବା ଏବଂ କେଉଁ ଜିନିଷ ଦାନ କରିବା ଉଚିତ ନୁହେଁ।

ଦାନରେ ବିଲକୁଲ ଦିଅନ୍ତୁ ନାହିଁ ଏହି ଜିନିଷ

କେବେବି କିନ୍ନର ମାନଙ୍କୁ ପୁରୁଣା ବସ୍ତ୍ର ଦାନ କରିବା ଉଚିତ ନୁହେଁ। ଏହାକୁ ଅଶୁଭ ବୋଲି ଧରାଯାଏ। କିନ୍ନର ମାନଙ୍କୁ ସବୁବେଳେ ନୂଆ ବସ୍ତ୍ର ଦାନ କରିବା ଆବଶ୍ୟକ। ଆପଣ ଆପଣଙ୍କ ପୁରୁଣା ବସ୍ତ୍ର କୌଣସି ଗରୀବ ଲୋକଙ୍କୁ ଦାନ କରିପାରିବେ।

କେବେବି କିନ୍ନରଙ୍କୁ ଝାଡୁ ଦାନ କରିବା ଉଚିତ ନୁହେଁ। ଏହି କାରଣରୁ ଘରର ଆର୍ଥିକ ସ୍ଥିତି ଖରାପ ହୋଇପାରେ। କିନ୍ନରଙ୍କୁ ଝାଡୁ ଦାନ କରିବା ଅଶୁଭ ବୋଲି ଧରାଯାଏ। ଏମିତି କରିବା ଦ୍ବାରା ଅର୍ଥର ଅଭାବ ସବୁବେଳେ ରହିଥାଏ। ଏହାଛଡା ଭୁଲରେ ମଧ୍ୟ କିନ୍ନରଙ୍କୁ ତେଲ ଦାନ କରିବା ଉଚିତ ନୁହେଁ। ତେଲ ଦାନ କରିବା ଦ୍ବାରା ଘରେ ଦରିଦ୍ର୍ୟ ଦେଖାଯାଇଥାଏ।

ସେହିପରି କିନ୍ନରଙ୍କର ଅନେକ ରହସ୍ଯ ରହିଛି ଯାହା ସମସ୍ତଙ୍କୁ ଅଜଣା । ଯେମିତି ରାତିରେ ବାହାରିଥାଏ ଶବ ଶୋଭାଯାତ୍ରା

କାରଣ ସେମାନେ ଦିନରେ ଅନ୍ତିମ ସଂସ୍କାର କରନ୍ତି ନାହିଁ । ହଁ ଏହା ହିଁ ସତ । ହେଲେ ଏହା ପଛର କାରଣ କାହାକୁ ଜଣାନଥାଏ । କାହା ଘରେ ବାହାଘର ହେଉ ବା ଜନ୍ମ ଦିନ ହେଉ କିନ୍ନର ମାନଙ୍କୁ ଡକାଯାଏ ଏବଂ ଟଙ୍କା ନେଇ ଅନେକ ଆଶୀର୍ବାଦ ଦେଇଯାଆନ୍ତି ଏମାନେ । କିନ୍ତୁ କିନ୍ନରଙ୍କ ମୃତ୍ଯୁ ସମୟରେ ସେମାନେ ଏସବୁ କଥା କାହାରିକୁ ଜଣାନ୍ତି ନାହିଁ । ଏହି କାରଣରୁ ସେମାନଙ୍କ ଶବ ଯାତ୍ରା ରାତିରେ ହୋଇଥାଏ । ଯାହାକି ସାଧାରଣତଃ ଶବ ଯାତ୍ରା ଦିନରେ କରାଯାଇଥାଏ ।

କିନ୍ନରଙ୍କର ରାତିରେ ଶବ ଯାତ୍ରା କରିବାର କାରଣ, କେହିବି ଏ ଦୃଶ୍ୟ ନଦେଖନ୍ତୁ । କିନ୍ନର ମାନଙ୍କର ଶବ ଯାତ୍ରା ବହୁତ ଗୁପ୍ତରେ ହୋଇଥାଏ । କିନ୍ନର ସମାଜର ଏ ହେଉଛି ସବୁଠୁ ବଡ କଥା ସେମାନେ ମୃତ୍ଯୁ ସମୟରେ କାନ୍ଦନ୍ତି ନାହିଁ । କିନ୍ନର ସମାଜର ଲୋକଙ୍କର କାହାର ବି ମୃତ୍ଯୁ ହେଲେ ସେମାନେ ଶୋକ ପାଳନ୍ତି ନାହିଁ କାରଣ ସେମାନଙ୍କ ଅନୁଶାରେ ମୃତ୍ଯୁର ମାନେ ଏ ନର୍କରୁ ରକ୍ଷା ପାଇବା ।

ଏହା ସହ ପଢ଼ନ୍ତୁ : କ୍ରିକେଟର ଗୌତମ ଗମ୍ଭୀର କଲେ ଏମିତି କାମ, ଯାହା ବିଷୟରେ କେହି ମଧ୍ୟ ଭାବି ନଥିବେ

ଏମିତି ଏଥି ପାଇଁ କରନ୍ତି କି ଭଗବାନ୍ ପର ଜନ୍ମରେ ତାଙ୍କୁ ଭଲ ଜୀବନ ଦେବେ । ଏମାନେ ଯେତେ ବି ଦୁଃଖରେ ଥାନ୍ତୁ ପଛେ ଯଦି ସେମାନଙ୍କ ଭିତରୁ କିଏ ମରି ଯାଏ ତେବେ ସେମାନେ ଖୁସି ମନାନ୍ତି । ଏମାନେ ଏହି ଖୁସିରେ ଟଙ୍କା ମଧ୍ୟ ବାଣ୍ଟିଥାନ୍ତି ।

କିନ୍ନର ସମାଜର ଆଉ ଏକ ଅଜବ ନିତି କରିଥାନ୍ତି  କି ଶବ ସଂସ୍କାର ସମୟ ପୂର୍ବରୁ ଜୋତା ଓ ଚପଲରେ ଶବକୁ ପିଟି ଥାନ୍ତି । କୁହନ୍ତି କି ଏମିତି କରିବା ଦ୍ବାରା ଏ ଜନ୍ମର ସମସ୍ତ ପାପର ପ୍ରାୟଶ୍ଚିତ ହୋଇଯାଇଥାଏ । ଏମିତିରେ ବି କିନ୍ନର ମାନେ ହିନ୍ଦୁ ଧର୍ମକୁ ମାନିଥାନ୍ତି, କିନ୍ତୁ ଶବକୁ ପୋଡନ୍ତି ନାହିଁ ପୋତିଥାନ୍ତି ।

 

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

9 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

25 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

38 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

47 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

51 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago