ସତର୍କ ରୁହନ୍ତୁ ଏହି ୪ଟି ରାଶି, ଆଗାମୀ ୧୫ ଦିନରେ ପଡ଼ିବ ଗ୍ରହମାନଙ୍କ ଖରାପ ପ୍ରଭାବ, ସବୁ କାର୍ଯ୍ୟରେ ମିଳିବ ଅସଫଳତା

ଆସନ୍ତା ୧୫ ଦିନ ମଧ୍ୟରେ ହେବାକୁ ଯାଉଛି ଗ୍ରହ ମାନଙ୍କର ବଡ଼ ପରିବର୍ତ୍ତନ ।ଏହି ସ୍ଥିତିରେ ସବୁ ରାଶିଙ୍କ ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ସିଧାସଳଖ ପଡ଼ିବ । କିନ୍ତୁ ୪ଟି ରାଶିଉପରେ ଏହାର ଖରାପ ପ୍ରଭାବ ପଡ଼ିବ ।
ଆସନ୍ତା ୧୫ ଦିନରେ ଗ୍ରହ ରାଜା ସୂର୍ଯ୍ୟ, ନ୍ୟାୟ ଦେବତା ଶନି, ଗ୍ରହର ସେନାପତି ମଙ୍ଗଳ ଦେବ ଓ ଶୁକ୍ର ଦେବ ଆଦି ନିଜ ସ୍ଥିତି ପରିବର୍ତ୍ତନ କରିବେ । ମାନେ ଏମାନେ ନିଜ ରାଶି ପରିବର୍ତ୍ତ ନ କରିବେ । ଏହି ସମୟରେ ଶନି ଅସ୍ତ ହୋଇଯିବେ । ଯାହାର ଖରାପ ପ୍ରଭାବ କିଛି ରାଶି ଉପରେ ପଡ଼ିବ । କଣ ଆପଣଙ୍କ ରାଶି ଏହାରି ମଧ୍ୟରେ ଅଛି କି? ଜାଣିବା ପାଇଁ ଆଗକୁ ପଢ଼ନ୍ତୁ..
ମେଷ:
ମେଷ ରାଶି ପାଇଁ ଆଗାମୀ ୧୫ ଦିନ ବହୁତ କଷ୍ଟ ଦାୟକ ରହିବ । ମେଷ ରାଶିର ସ୍ୱାମୀ ମଙ୍ଗଳ ଦେବ ଶନି ଦେବଙ୍କ ସହ ଶତ୍ରୁତା ରହିଥିବା କାରଣରୁ ଏହାର ଖରାପ ପ୍ରଭାବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ । କାର୍ଯ୍ୟ କ୍ଷେତ୍ରରେ ଚିନ୍ତା ବଢ଼ିବା ସହ ମାନସିକ ଦଃୁଶ୍ଚିନ୍ତା ଲାଗି ରହିବ ।

ମିଥୁନ:
ମିଥୁନ ରାଶି ପାଇଁ ଏହି ଦିନ ଟିକେ ଖରାପ ରହିବ । ପ୍ରଥମରୁ ହିଁ ସେମାନଙ୍କ ରାଶିରେ ଶନିଦେବଙ୍କ ଦେଢ଼୍ୟା ସମୟ ଚାଲିଛି । ଏହି ସମୟରେ ଶନି ଅସ୍ତ ହୋଇଗଲେ ସେମାନଙ୍କ ସଫଳତାରେ ଅଳ୍ପ ମାତ୍ରାରେ ବାଧା ଆସିପାରେ । ମାନେ କଷ୍ଟର ପୁରା ଫଳ ମିଳିବ ନାହିଁ ।
କର୍କଟ:
ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିଅରରେ ସମସ୍ୟା ଆସିପାରେ । ମାନ ହାନି ସହିତ ଏହି ସ୍ଥିତି ମାନସିକ ଚିନ୍ତାକୁ ବଢ଼ାଇବ ।
କନ୍ୟା:
ଏହି ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହର ଖରାପ ପ୍ରଭାବ ପଡ଼ିବ । ଏମାନଙ୍କୁ କଷ୍ଟର ପୁରା ଫଳ ମିଳିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ଅସଫଳତା ମିଳିବ ।