ସ୍ପେଶାଲ

ଏହି ରାଶିର ବ୍ୟକ୍ତିମାନେ ହୋଇଥାନ୍ତି ପରଫେକ୍ଟ ଲଭ ପାର୍ଟନର,ଜାଣନ୍ତୁ କଣ ରହିଛି ଏମାନଙ୍କ ବିଶେଷତ୍ୱ

ବେଳେ ବେଳେ ଆମେ ପ୍ରେମକୁ ଏତେ ତୀବ୍ର ଭାବରେ ଖୋଜୁଥାଉ ଯେ ଆମେ ଏକ ଆଶାର୍କମୀ ପାର୍ଟନରେ କିଛି ଗୁଣ ହରାଇବାକୁ ପ୍ରବୃତ୍ତି କରିଥାଉ , ଯାହାକୁ ଅଣଦେଖା କରିବା କଷ୍ଟକର ହୋଇଥାଏ। ଜଣେ ସାଥିର ଗୁଣକୁ ଦେଖି ଆମେ ମିସ୍‌ କିମ୍ବା ମିଷ୍ଟର ପରଫେକ୍ଟ ବାଛିଥାଉ। ସେହିପରି ସର୍ମ୍ପକକୁ ନିବିଢ କରିବା ପାଇଁ ଟ୍ରଷ୍ଟ,ପ୍ୟାସନ,ଲଭ ଭଳି ଗୁଣକୁ ଅଣଦେଖା କରିହେବ ନାହିଁ। ଆମେ ସମସ୍ତେ ଜାଣିଛୁ ଯେ ଜଣେ ବ୍ୟକ୍ତିଙ୍କର ରାଶି ସାହାଯ୍ୟରେ ସେହି ବ୍ୟକ୍ତିଙ୍କର ଗୁଣ ଏବଂ ସାମାନ୍ୟ ଭବିଷ୍ୟବାଣୀ ବିଷୟରେ ଜାଣି ହୋଇଥାଏ। ଏହିଭଳି କିଛି ରାଶିର ବ୍ୟକ୍ତି ଅଛନ୍ତି ଯିଏ ଜଣେ ପରଫେକ୍ଟ ପାର୍ଟନର ପାଇଁ ଉପଯୁକ୍ତ ହୋଇଥାନ୍ତି।

କର୍କଟ:

ଏହି ରାଶିର ବ୍ୟକ୍ତିମାନେ ସବୁଠାର ଅଧିକ ସମର୍ପିତ ହୋମବଡି ହୋଇଥାନ୍ତି ଏବଂ ଏମାନଙ୍କ ଅନୁସାରେ ହୃଦୟ ଯେଉଁଠି ଘର ସେଇଠି।ସେହିଭଳି ସର୍ମ୍ପକକୁ ଅଧିକ ସମୟ ପର୍ଯ୍ୟନ୍ତ ନିବିଡ କରିବା ରଖିବା ପାଇଁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଗୁଣ ସୁରକ୍ଷା ଏବଂ ପ୍ରତିବନ୍ଧିତକୁ ଏମାନେ ନିଜ ସର୍ମ୍ପକରେ ବଜାୟ ରଖିଥାନ୍ତି।ଏମାନେ ପ୍ରେମରେ ପଡିଥିବା ବ୍ୟକ୍ତିଙ୍କ ସହ ପରିବାର ଗଢିବାର ଲକ୍ଷ ରଖିଥାନ୍ତି। ଏକ ପରଫେକ୍ଟ ଏବଂ ଦୀର୍ଘ କାଳୀନ ସର୍ମ୍ପକ ପାଇଁ ଏହି ରାଶରିର ବ୍ୟକ୍ତିମାନେ ଉପଯୁକ୍ତ।

ମୀନ:

ଏହି ରାଶିର ବ୍ୟକ୍ତିମାନେ ବଡ ବଡ ସ୍ୱପ୍ନ ଦେଖିବା ସହିତ ଅଧିକ ରୋମାଣ୍ଟିକ ହୋଇଥାନ୍ତି। ସମସ୍ତ ଜିନିଷ ମଧ୍ୟରେ ଭଲ ଗୁଣକୁ ବାଛି ବାହାର କରିବା ଏମାନଙ୍କର ବିଶେଷତ୍ୱ। ଏମାନେ ରହିଥିବା ରିଲେସନ୍‌କୁ ସୁଦୃଢ କରିବା ପାଇଁ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିଥାନ୍ତି। ଏହି ରାଶିର ବ୍ୟକ୍ତିମାନେ ଅଧିକ ସୌହଦ୍ୟପୂର୍ଣ୍ଣ ହୋଇଥିବାରୁ କୌଣସି ବି ବ୍ୟକ୍ତି ଏମାନଙ୍କ ପ୍ରେମରେ ଅତି ସହଜରେ ପଡି ଯାଇଥାନ୍ତି।

ବୃଷ:

ଏହି ରାଶିର ବ୍ୟକ୍ତିମାନଙ୍କୁ ପ୍ରେମରେ ବିଫଳତା ମିଳିଲେ ଖୁବଶୀଘ୍ର ପ୍ରତିଶୋଧପ୍ରେମୀ ଭାବରେ ପରିଣତ ହୋଇଥାନ୍ତି। ଏମାନେ ଖୁବଶୀଘ୍ର କାହା ସହିତ ମିଶି ପାରିନଥାନ୍ତି କିନ୍ତୁ ଏମାନେ ଯେତେବେଳେ ଜଣଙ୍କ ସହିତ ପ୍ରେମରେ ପଡନ୍ତି ସେ ତାଙ୍କ ପାର୍ଟନକୁ ସବୁ ପ୍ରକାର ସର୍ପୋଟ କରିଥାନ୍ତି। ଏମାନଙ୍କ ପ୍ରେମ ଖୁବ ସୁଦୃଢ ହେଇଥିବାରୁ କେହି ବି ଏମାନଙ୍କର ସର୍ମ୍ପକକୁ ସହଜରେ ଭାଙ୍ଗି ପାରି ନଥାନ୍ତି।

ମିଥୁନ:

ଏମାନେ ଖୁବ ବୁଦ୍ଧିମାନ ଏବଂ ଇମୋସନାଲ ହେବା ସହିତ ଏମାନେ ତର୍କ ଉପରେ ବିଶ୍ୱାସ କରିଥାନ୍ତି।ଥରେ ଯଦି ଏମାନେ ଜଣଙ୍କୁ ନିଜ ଲାଇଫ ପାର୍ଟନର ଭାବେ ବାଛି ନିଅନ୍ତି ତେବେ କେହି ବି ତାଙ୍କ ଏହି ବିଶ୍ୱାସକୁ ସହଜରେ ଭାଙ୍ଗି ପାରିବେ ନାହିଁ। ନିଜ ପାର୍ଟନରକୁ ଏମାନେ ରୋମାଣ୍ଟିକ, ବିଶ୍ୱସନୀୟ ଏବଂ ମଜାଳିଆ ଭାବରେ ପ୍ରେମ କରିଥାନ୍ତି।

ତୁଳା:

ଏହି ରାଶିର ବ୍ୟକ୍ତିମାନେ ସବୁ ସ୍ଥାନରେ ସନ୍ତୁଳନ ଖୋଜିଥାନ୍ତି ଏବଂ ସେମାନେ କୌଣସି ଜିନିଷକୁ ଘୃଣା କରିନଥାନ୍ତି ଯାହା ତାଙ୍କୁ କଠିନ ସନ୍ତୁଳନରେ ଚ୍ୟାଲେଞ୍ଜ କରିବାରେ ସହାୟକ ହୋଇଥାଏ। ଏମାନେ ନିଜ ପ୍ରେମ ସର୍ମ୍ପକରେ ଖୁବ ବାଲାନ୍ସ କରି ରହିଥାନ୍ତି ଯାହା ତାଙ୍କ ସର୍ମ୍ପକକୁ ଆଗକୁ ନେବାରେ ସହାୟକ ହୋଇଥାଏ। ନିଜ ଲାଇଫ ପାର୍ଟନରକୁ ବାଛିବା ପାଇଁ ଏମାନେ ଅଧିକ ସମୟ ନେଇଥାନ୍ତି ଏବଂ ଥରେ ପ୍ରେମରେ ପଡିଲା ପରେ ସେମାନେ ଜୀବନ ସାରା ତାଙ୍କ ପାର୍ଟନରଙ୍କ ସହିତ ରହିଥାନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago