ଅଗଷ୍ଟ ଶେଷ ଦିନ ଅର୍ଥାତ ୩୧ ତାରିଖରେ ସିଂହ ରାଶିରେ ଶୁକ୍ର ଓ ସୂର୍ଯ୍ୟଙ୍କ ସଂଯୋଗ ହେବାକୁ ଯାଉଛି । ୩୧ ଅଗଷ୍ଟରେ ଶୁକ୍ର ସିଂହ ରାଶିରେ ପ୍ରବେଶ କରିବେ । ଯେଉଁଠି ପ୍ରଥମରୁ ସୂର୍ଯ୍ୟ ବିରାଜମାନ ଅଛନ୍ତି । ଜ୍ୟୋତିଷରେ ଶୁକ୍ର ଓ ସୂର୍ଯ୍ୟ ଗ୍ରହଙ୍କୁ ଶୁଭ ବୋଲି ମନାଯାଇଥାଏ । ଏହି ସଂଯୋଗକୁ ଶୁଭ ମନାଯାଇ ନଥାଏ । ସିଂହ ରାଶିରେଏହି ଦୁଇ ଗ୍ରହ ୧୭ ସେପ୍ଟେମ୍ବର ଯାଏ ରହିବ । ଜାଣନ୍ତୁ ଏହି ଗ୍ରହଙ୍କ ସଂଯୋଗ କେଉଁ ରାଶିଙ୍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ।
ମକର ରାଶି
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସଂଯୋଗ ଖାସ ମନାଯାଇ ନଥାଏ । ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆସିପାରେ । କାର୍ଯ୍ୟସ୍ଥଳରେ ଅସୁବିଧା ଦେଖା ଦେଇପାରେ । ଆର୍ଥିକ କଷ୍ଟର ସାମନା କରିବାକୁ ପଡିପାରେ । ଶିକ୍ଷା କ୍ଷେତ୍ରରେ ଜଡିତ ବ୍ୟକ୍ତି ଭ୍ରମିତ ହୋଇ ପାରନ୍ତି । ମାନସିକ ସ୍ଥିତି ଖରାପ ହୋଇପାରେ । ଏମିତିରେ ଆପଣଙ୍କୁ ଏହି ସଂଯୋଗ ଯୋଗୁ ବିଶେଷ ସାବଧାନ ରହିବାକୁ ହେବ ।
ମୀନ ରାଶି
ଶୁକ୍ର ଓ ରବିଙ୍କ ଏହି ସଂଯୋଗ ଆପଣଙ୍କ ପାଇଁ ଏତେ ଅନୂକୁଳ ହେବ ନାହିଁ । ସ୍ୱାସ୍ଥ୍ୟ ବିଗିଡି ପାରେ । ତେଣୁ ସତର୍କ ରୁହନ୍ତୁ । ଆପଣଙ୍କ ପେଟ ସମ୍ପର୍କୀୟ କିଛି ଗମ୍ଭୀର ସମସ୍ୟା ଦେଖାଦେଇପାରେ । ବିବାହିତଙ୍କ ପାଇଁ ସମ୍ପର୍କରେ କିଛି ମତାନ୍ତର ଦେଖା ଦେଇପାରେ । ଆପଣଙ୍କ ଖର୍ଚ୍ଚ ଅଚାନକ ବଢ଼ିପାରେ । ଚାକିରିରେ ମଧ୍ୟ କିଛି ଅସୁବିଧାର ସାମନା କରିବାକୁ ପଡିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ କିଛି ନଷ୍ଟ ହୋଇପାରେ ।
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…