କେବେବି ଦେଖିନଥିବେ ମୃତ୍ୟୁର ଏମିତି ଭୟଙ୍କର ଚିତ୍ର, ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଆପଣମାନେ ଅନେକ ଦୁର୍ଘଟଣାର ଭିଡିଓ ଦେଖିଛନ୍ତି। କିନ୍ତୁ ଏବେ ଯୋଉ ଭିଡିଓ ଭାଇରଲ ହେଉଛି ସେହି ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ବିଶ୍ୱାସ କରନ୍ତୁ ଏହି ଭିଡିଓ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହେଇଯିବେ। ଭିଡ଼ିଓରେ ଆପଣ ମୃତ୍ୟୁକୁ ଅତି ନିକଟରୁ ଦେଖିପାରିବେ।

ଏହି ଭିଡିଓ ସିସିଟିଭିରେ କଏଦ ହୋଇଛି। ଭିଡିଓ ଦେଖି ଆପଣ ବି କହିବେ ଆଜି ପର୍ଯ୍ୟନ୍ତ ଏତେ ଭୟାନକ ମୃତ୍ୟୁର ଲାଇଭ ଆପଣ କେବେବି ଦେଖିନଥିବେ। ଏହି ଭିଡିଓ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଏହି ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ ନଦୀ ଉପରେ ଏକ ପୋଲ ନିର୍ମାଣ ହେଇଛି। ଆଉ ବାହାରେ ଭୀଷଣ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପୋଲ ଉପରେ କିଛି ଲୋକ ଯାଆ ଆସ ବି କରୁଛନ୍ତି। ପୋଲ ଉପରେ ଯେଉଁଭଳି ଭାବେ ଲୋକମାନେ ଯିବା ଆସିବା କରି ଚାଲୁଛନ୍ତି, ଏହା ଦେଖି ଲାଗୁଛି ଯେମିତି କାହାକୁ ବି ଏହି କଥାର ଟିକେ ବି ଖବର ନାହିଁ ଯେ କିଛି ସେକେଣ୍ଡରେ କଣ ହେବାକୁ ଯାଉଛି।

ଆଉ ତାପରେ ମାତ୍ର କିଛି ସମୟ ଭିତରେ ପୋଲ ଅଚାନକ ଭାଙ୍ଗିଗଲା। ପାଣିରେ ପୋଲଟି ସମ୍ପୂର୍ଣ୍ଣ ଧସିଗଲା। ଆଉ ନିମିଷକେ ମଧ୍ୟରେ କିଛି ଛୋଟ ପିଲାଙ୍କ ସମେତ ଅନେକ ଲୋକ ପାଣିରେ ଗାୟବ ହୋଇଗଲେ। ଆଉ ଏହାଦେଖି ରାସ୍ତା ଉପରେ ଥିବା ଦୁଇଜଣ ବ୍ୟକ୍ତି ଛାନିଆରେ ଦୌଡ଼ି ପଳାଇଲେ। ଏହାସବୁ ଏତେ ଜଲଦି ହେଲା ଯେ କେହିବି ସେମାନଙ୍କୁ ଉଦ୍ଧାର ପାଇଁ ଆଗକୁ ଆସିପାରିଲେନାହିଁ।

ତେଣୁ ଏଥିରେ ଗୋଟେ କଥା ନିହାତି ଭାବେ ଜାଣନ୍ତୁ ଯେ, କେବେବି ଭୀଷଣ ବର୍ଷା ଝଡରେ ଆପଣ ପୋଲ କିମ୍ବା ଖୋଲା ସ୍ଥାନରେ ରୁହନ୍ତୁ ନାହିଁ।

 

View this post on Instagram

 

A post shared by Meme wala (@memewalanews)