ଜନ୍ମରୁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ବ୍ୟକ୍ତି, ସର୍ବଦା ମିଳିଥାଏ ଭାଗ୍ୟର ସହଯୋଗ
ଜ୍ୟୋତିଷ ଶାସ୍ତ୍ର ରେ ବ୍ୟକ୍ତି ନାମର ପ୍ରଥମ ଅକ୍ଷର ପ୍ରଭାବ ତାର ଜୀବନ ଉପରେ ପଡିଥାଏ । ଖାଲି ସେତିକ ନୁହେ ବ୍ୟକ୍ତି ନାମର ପ୍ରଥମ ଅକ୍ଷର ତାର ସ୍ଵଭାଵ ଓ ଭବିଷ୍ୟତ ଉପରେ ପଡିଥାଏ । ଆସନ୍ତୁ ଜାଣିବା ଏହି ଲୋକଙ୍କ ଜୀବନ ସହ ଜଡିତ କିଛି ଖାସ କଥା । ଯାହାଙ୍କ ନାମ ଇଂରାଜୀ ଅକ୍ଷର G,D, K ରୁ ଆରମ୍ଭ ହୋଇଥାଏ । ଜନ୍ମରୁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ନାମର ବ୍ୟକ୍ତି । ଏମାନଙ୍କୁ ସର୍ବଦା ମିଳିଥାଏ ଭାଗ୍ୟର ସହଯୋଗ ।
G ଅକ୍ଷର ନାମର ଲୋକେ :
ଏହି ନାମର ଲୋକଙ୍କ ପର୍ସନାଲଟି ବହୁତ ଆକର୍ଷକ ହୋଇଥାଏ । ଏହି ଲୋକ ସରଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି । କାହାର ବି ହୃଦୟ ସହଜରେ ଜିତି ନେଇଥାନ୍ତି । ନିଜର କାମକୁ ଶ୍ରେଷ୍ଠରେ ପହଞ୍ଚାଇବାକୁ ଖୁବ ପରିଶ୍ରମ କରିଥାନ୍ତି । ଏମାନଙ୍କ ଭାଗ୍ୟ ବହୁତ ତେଜ ହୋଇଥାଏ । ଯେଉଁଥିପାଇଁ ଏମାନଙ୍କୁ ସବୁ କାମରେ ବହୁତ ଭାଗ୍ୟର ସହଯୋଗ ମିଳିଥାଏ ।
D ଅକ୍ଷର ନାମର ଲୋକେ :
ଏହି ନାମର ଲୋକେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ । ଏହି ଲୋକ ଖୁସୀ ମିଜାଜର ବ୍ୟକ୍ତି ହୋଇଥାନ୍ତି । କାହାର ବି ହୃଦୟ ସହଜରେ ଜିତି ନେଇଥାନ୍ତି । ଏମାନଙ୍କ ଭିତରେ ଏକ ଅଲଗା ଶକ୍ତି ଦେଖିବାକୁ ମିଳିଥାଏ । ଏମାନଙ୍କ ଜୀବନ ସୁଖ ସୁବିଧାରେ ଭରି ରହିଥାଏ ।
K ଅକ୍ଷର ନାମର ଲୋକେ :
ଏହି ନାମରେ ଲୋକେ ବି ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନଙ୍କ ଜୀବନ ସୁଖ ସୁବିଧାରେ ଭରି ରହିଥାଏ । ଏମାନେ ଯେଉଁ କାମ କରିଥାନ୍ତି, ସେଥିରେ ସଫଳତା ପାଇଥାନ୍ତି । ଏମାନଙ୍କୁ ସବୁ କାମରେ ଭାଗ୍ୟର ସହଯୋଗ ମିଳିଥାଏ । ଏମାନେ ଖୁବ୍ ମେଳାପୀ ହୋଇଥାନ୍ତି । କାହାର ବି ହୃଦୟ ସହଜରେ ଜିତି ନେଇଥାନ୍ତି ।