ଆଗାମୀ ୪୫ ଦିନ ଏହିସବୁ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ, ଏମାନଙ୍କ ଅମଙ୍ଗଳ କରିବେ ମଙ୍ଗଳ ଦେବ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ଆଜି ଗ୍ରହ ମାନଙ୍କ ସେନାପତି ମଙ୍ଗଳ ଦେବ ନିଜ ରାଶି ପରିବର୍ତ୍ତନ କରିବେ । ୧୬ ଜାନୁଆରୀ ମାନେ ଆଜି ରବିବାର ଦିନ ସାହସ, ବଳ, ଭୂମି, ବିବାହ ସମ୍ବନ୍ଧ ମାମଲାରେ ସ୍ୱାମୀ କାରକ ଗ୍ରହ ମଙ୍ଗଳ ଦେବ ୪୫ ଦିନ ପରେ ବିଛା ରାଶିରୁ ଧନୁ ରାଶିକୁ ଯିବେ । ଏହାଦ୍ୱାରା ଅନେକ ରାଶି ଉପରେ ଭାରି ପ୍ରଭାବ ପଡ଼ିବ । ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

ମଙ୍ଗଳ ଦେବ ଆସନ୍ତା ୨୭ ଫେବୃଆରୀ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହାରି ମଧ୍ୟରେ କିଛି ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ । କିନ୍ତୁ ଅନ୍ୟ ମାନଙ୍କ ରାଶିର ବ୍ୟକ୍ତିଙ୍କ ଜୀବନରେ ଅନେକ ଅସୁବିଧା ଆସିବ । ତେବେ ତାହା କେଉଁ ରାଶି ରହିବ, ଜାଣିବା ପାଇଁ ଆଗକୁ ପଢ଼ନ୍ତୁ ।

ବୃଷ ରାଶି:
ଧନୁ ରାଶିରେ ମଙ୍ଗଳ ରହିବା ଦ୍ୱାରା ବୃଷ ରାଶି ଉପରେ ଖରାପ ପ୍ରଭାବ ପଡ଼ିବ । ସେମାନଙ୍କ ଆତ୍ମବିଶ୍ୱାସରେ ବାଧା ପ୍ରାପ୍ତ ହେବ । ତେଣୁ ଏହି ରାଶିର ବ୍ୟକ୍ତି ସକାରାତ୍ମକ ଭାବନା ରଖିବା ଉଚିତ । ଏମାନେ ନିଜ ଭାଗ୍ୟ ପରିବର୍ତ୍ତେ ନିଜ କାମ ଉପରେ ବିଶ୍ୱାସ ରଖନ୍ତୁ । କାରଣ ଭଗବାନ ମଧ୍ୟ ଭଲ ମନର ବ୍ୟକ୍ତିଙ୍କ ସହ କିଛି ଖରାପ କରିବେନି । ତେଣ ୁ ଭଗବାନଙ୍କୁ ବିଶ୍ୱାସ ରଖି ନିଜ କାମ କରିଚାଲନ୍ତୁ । କିନ୍ତୁ ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କ ରହିଥିବା ଧନର ଅଚାନକ ପ୍ରାପ୍ତି ହେବ ।

sun
pc: tribune india

କର୍କଟ ରାଶି:
ଏହି ରାଶି ଉପରେ ସେମାନଙ୍କ କ୍ୟାରିଅର ଭାରି ପ୍ରଭାବ ପଡ଼ିବ । ମନ ବିଚଳିତ ରହିବ । ଶତ୍ରୁ ମାନଙ୍କର ଶିକାର ହେବେ । ତେଣୁ ଏମାନେ ସତର୍କ ରହିବା ଆବଶ୍ୟକ ।

କନ୍ୟା ରାଶି:
ଏହି ରାଶିର ବ୍ୟକ୍ତି ନିଜ ୱାର୍କପ୍ଲେସରେ ସହଯୋଗୀଙ୍କଠୁ ଦୂରେଇ ରୁହନ୍ତୁ । ଆପଣଙ୍କ ଛବିକୁ ଖରାପ କରିବାକୁ କେହି ପ୍ରୟାସ କରିପାରନ୍ତି । ପାରିବାରିକ ଜୀବନ ଦୁଃଖମୟ ହେବ ।

ମକର ରାଶି:
ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିଅର ଉପରେ ଖରାପ ପ୍ରଭାବ ପଡ଼ିବ । କାମର ପ୍ରେସର ରହିବ । ଧନ ହାନି ହେବ । ତେଣୁ ଏମାନେ ଖର୍ଚ୍ଚକୁ ଧ୍ୟାନରେ ରଖି କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.