ସ୍ପେଶାଲ

ଗାଧୁଆ ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ, କେବେ ବି ରହିବନି ଧନର ଅଭାବ

ଜୀବନକୁ ସୁନ୍ଦର ତଥା ସୁଖମୟ କରିବାକୁ ଏକ ସଠିକ୍‌ ଜୀବନ ଶୈଳୀର ଆବଶ୍ୟକତା ରହିଛି। ଏହି ଶୈଳୀ ଯେତେ ଭଲ ରହିବ, ଆମ ଲାଇଫ୍‌ଷ୍ଟାଇଲ୍‌ ବି ସେତେ ଉନ୍ନତ ହେବ। ଏହି ଧାରାରେ ନିୟମିତ ନିତ୍ୟ କର୍ମ ସହ ଆମେ ସ୍ନାନ କରିବା ବି ଜରୁରୀ। ତେବେ ଗାଧୋଇବା ବେଳେ ଯଦି ଗାଧୁଆ ପାଣିରେ କିଛି ଜିନିଷ ମିଶାଯାଏ ତେବେ ଭାଗ୍ୟ ଉଦୟ ହୋଇଥାଏ। ଗାଧୁଆ ପାଣିରେ କିଛି ଜିନିଷ ମିଶାଇବା ଦ୍ୱାରା ଖରାପ ସମୟ ଚାଲିଯିବା ସହ ଶାରୀରିକ ବଳ ଓ ଧନ ଉଭୟ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗାଧୁଆ ପାଣିରେ କି କି ଜିନିଷ ମିଶାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୁଏ …

  • ଗାଧୋଇବା ବେଳେ ପାଣିରେ ତେଲ ମିଶାଇବା ଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଏଥିସହ ଧନଧାନ୍ୟରେ ପରିପୂର୍ଣ୍ଣ ରହିବାର ଆଶୀର୍ବାଦ ମଧ୍ୟ ମିଳେ।
  • ଯଦି ଆପଣ ଗାଧୁଆ ପାଣିରେ ଘିଅ ମିଶାଉଛନ୍ତି ତେବେ ତ୍ୱଚାରେ ଚମକ ଆସିଥାଏ। ଏଥିସହ ଶରୀର ସୁସ୍ଥ ରହେ।
    ଯଦି ଗାଧୋଇବା ବେଳେ ପାଣିରେ ସୁଗନ୍ଧିତ ଦ୍ରବ୍ୟ ମିଶାଉଛନ୍ତି ତେବେ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିଲେ ଗାଧୁଆ ପାଣିରେ ଚନ୍ଦନ, ସୁଗନ୍ଧିତ ଫୁଲ ଆଦି ମିଶାନ୍ତୁ। ଧନ ସମସ୍ୟା ଦୂର ହେବା ସହ ଲକ୍ଷ୍ମୀଙ୍କ କୃପା ବଜାୟ ରହିବ।
  • ଗାଧୋଇବା ବେଳେ ଯଦି ପାଣିରେ କ୍ଷୀର ମିଶାଉଛନ୍ତି, ତେବେ ଏହା ଦ୍ୱାରା ବ୍ୟକ୍ତିଙ୍କ ଆୟୁଷ ବୃଦ୍ଧିପାଏ। ଏଥିସହ ଶାରୀରିକ ବଳ ବି ପ୍ରାପ୍ତ ହୋଇଥାଏ।
  • ଯଦି ବ୍ୟକ୍ତି ନିଜ ଗାଧୁଆ ଜଳରେ ଅଳେଇଚ ଓ କେସର ମିଶାଉଛନ୍ତି, ତେବେ ଏହା ଦ୍ୱାରା ଖରାପ ସମୟ ଚାଲିଯାଏ।
WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago