ରୋହିତ ପିନ୍ଧିଛନ୍ତି ଦେଢ କୋଟି ଟଙ୍କାର ଘଣ୍ଟା

ଭାରତୀୟ କ୍ରିକେଟ ଟିମ ୧୭ ବର୍ଷ ପରେ ଟି ୨୦ ଓ୍ଵାଲ୍ଡ କପ୍‌ ଜିତି ପୁଣିଥରେ ଏକ ନୁଆ ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ପଛରେ କ୍ୟାପଟେନ ରୋହିତ ଶର୍ମାଙ୍କ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ରହିଥିଲା । ଏହି ମ୍ୟାଚ ରେ ଦକ୍ଷିଣ ଆଫ୍ରିକାର ପରାଜୟ ହୋଇଥିଲା । ଆଜି ପର୍ଯ୍ୟନ୍ତ ଯେତିକି ମ୍ୟାଚ ହୋଇଥିଲା ଜବରଦସ୍ତ ବିଜୟ ହୋଇଥିଲା ଭାରତୀୟ ଦଳର । ଯାହା ଫଳରେ ବିଶ୍ୱରେ ରହୁଥିବା ପ୍ରତ୍ୟେକଟି ଭାରତୀୟ କ୍ରିକେଟପ୍ରେମୀ ଏହି ଟି ୨୦ ର ମଜାନେଇଥିଲେ । ଏହି ମ୍ୟା ଚରେ ପ୍ରଦର୍ଶିତ ହୋଇଥିବା ସମସ୍ତ ଖେଳାଳୀଙ୍କୁ ବିପୁଳ ମାତ୍ରାରେ ଶୁଭେଚ୍ଛା ଜଣାଇଥିଲେ ।

ବାତ୍ୟା ପାଇଁ ସରକାର ଖେଳାଳୀ ମାନେ କିଭଳି ସୁରକ୍ଷିତ ଭାବରେ ଦେଶ ରେ ପହଞ୍ଚିବେ ସେଥିପାଇଁ ସ୍ୱତନ୍ତ ବିମାନ ବ୍ୟବସ୍ଥା କରିଥିଲେ । ଏପରିକି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଶୁଭେଛା ଜଣାଇ ଥିଲେ । ଦର୍ଶକ ବନ୍ଧୁ ଆପଣ ବିଜୟ ଟ୍ରଫି ତ ନିଶ୍ଚୟ ଦେଖିଥିବେ କିନ୍ତୁ ରୋହିତ ପିନ୍ଧିଥିବା ଏହି ବିଳାସପୁର୍ଣ୍ଣ ଘଣ୍ଟା ବିଷୟରେ ହୁଏତ ଏତେ ନଜର ଦେଇ ନଥିବେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ।
ଟି ୨୦ ବିଶ୍ୱକପ ଟ୍ରଫି ସହିତ ଏବଂ ଦେଢ କୋଟି ଟଙ୍କା ମୁଲ୍ୟର ଏକ ଘଣ୍ଟା ପିନ୍ଧି ନଜର ଆସିଛନ୍ତି ରୋହିତ ଶର୍ମା । ଏହି ଘଣ୍ଚା ର ଦାମ ଏତେ ଅଧିକା ଓ କଣ ବିଶେଷତ୍ତ୍ୱ ରହିଛି ତାହାଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତୀୟ କ୍ରିକେଟ ଦଳ ୧୭ ଗୋଟିଏ ବର୍ଷ ପରେ ଟି ୨୦ ବିଶ୍ୱକଫ ଟ୍ରପି ଜିତି ଇତିହାସ ସୃଷ୍ଟି କରିଥିଲେ । କ୍ୟାପଟେନ ରୋହିତ ଶର୍ମା ଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏକ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା । ସେ ଏକ ଘଣ୍ଟା ପିନ୍ଧିଥିଲେ ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଥିଲା ।
ଏହି ହାତ ଘଣ୍ଟାରେ କୈଣସି ପ୍ରକାର ଲୋଗ କିମ୍ବା ବ୍ରାଣ୍ଡ ନାହିଁ । ସେଥିପାଇଁ ଏହା ଦେଶ କିମ୍ବା ଅଞ୍ଚଲରେ ସୀମିତ ନୁହେଁ । ଏହି ଘଣ୍ଚାରେ ୟୁନିଭରସାଲ ଯାହା ଏକ ଡିଜାଇନ ଆସିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହଙ୍ଗା ସୀମିତ ସଂସ୍କରଣ ଘଣ୍ଟାର ୩୦୦ ୟୁନିଟ ପ୍ରସ୍ତୁତ କରାଯାଇଛି ।

ରୋହିତ ଶର୍ମାଙ୍କ ଏହି ବିଳାଶ ପୁର୍ଣ୍ଣ ଘଣ୍ଟାର ଟାଇଟାନିୟସ କେସ ଏବଂ ବେସଲେଟ ରହିଛି । ଗ୍ରାଣ୍ଡ ଏବଂ ଟାପିଲେରୀ ଡାଏଲ ରହିଛି । ଏହା ସହିତ କେ ଚିରାଚରିତ କ୍ୟାଲେଣ୍ଡର ଗ୍ରାଣ୍ଡ ଅଛି । ଏଥିରେ ଦିନ,ତାରିଖ,ସପ୍ତାହ,ଲମ୍ବା ଘଣ୍ଟା ,ଏବଂ ମିନିଟ ପରି ସୂଚନା ପ୍ରଦାନ କରିଥାଏ ।ଜାପାନରେ ସୀମିତ ସଂସ୍କରଣରେ ତିଆରି ହୋଇଥିବା ଏହି ଘଣ୍ଟା ର ମଡେଲ ୨୦୨୧ ମସିହାରେ ଅଡେର୍ମସ ପିଗୁଏଟ ଦ୍ୱାରା ଲଞ୍ଚ ହେବ । ସର୍ବ ଭାରତୀୟ ସ୍ତରରେ ମୁକ୍ତ କରାଯାଇଥିଲା ।ଏହା କେବଳ ୧୫୦ ଖଣ୍ଡ ବିଶ୍ୱରେ ଉପଲବ୍ଧ କରାଗଲା ।

ଘଣ୍ଟାଟି ଟାଇଟାନିୟମରୁ ତିଆରି ହୋଇଛି । ଏହିଘଣ୍ଟା ବିଶ୍ୱକପ ଟ୍ରପି ସହ ରୋହିତ ପିନ୍ଧିଥିବା ଘଣ୍ଟା ସହ ଉଜ୍ଜଳ ଦେଖା ଯାଉଥିଲା ।

Leave A Reply

Your email address will not be published.