Categories: ସ୍ପେଶାଲ

କିଙ୍ଗ୍‌ କୋବ୍ରା ଠାରୁ ବି ଅଧିକ ଦାମୀ ବିଛା ବିଷ, ଏହା ଆପଣଙ୍କୁ କରାଇପାରିବ କୋଟିପତି

ଦୁନିଆରେ ସବୁ ଜିନିଷ ବହୁତ ମହଙ୍ଗା। ଏଠାରେ ବିଷର ଦାମ ବହୁତ ଅଧିକ। ବିଷ ଲୋକଙ୍କର ଜୀବନକୁ ମଧ୍ୟ ନେଇଯାଇଥାଏ ଏହା ମଣିଷକୁ ମରଣ ମୁହଁକୁ ଠେଲି ଦେଇଥାଏ। ଅନେକ ସାପ ବିଷର ଦାମ ବହୁତ ମହଙ୍ଗା। ଏସବୁ ଭିତରେ କିଙ୍ଗ୍‌ କୋବ୍ରା ଭଳି ଭୟଙ୍କର ସାପର ବିଷ ସବଠାରୁ ଅଧିକ ଦାମରେ ବିକ୍ରି କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜୀବ ବିଷୟରେ ଜଣାଇବୁ ଯାହାର ବିଷ କୋବ୍ରା ଠାରୁ ବି ଅଧିକ ଦାମ। ତାହାର ନାମ ହେଉଛି ବିଛା।

ବିଛା କାମୁଡିବାରେ ମୃତ୍ୟୁ ଭାରତରେ ଅଧିକ ଦେଖିବାକୁ ମିଳିଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି ଏହି ଖତରନାକ ଜୀବର ବିଷ କେବେ ଦାମୀ। ଆନ୍ତର୍ଜାତୀୟ ମାର୍କେଟରେ ଏହାର ଦାମ ବହୁତ ଅଧିକ। ଏହାର ବିଷକୁ ବିକ୍ରି କଲେ ଆପଣ କରୋଡପତି ହୋଇପାରିବେ।

ବିଛାର ଗୋଟିଏ ଲିଟର ବିଷର ଦାମ ୭୫ କୋଟି ସାଢ଼େ ୮୬ ଲକ୍ଷ ଟଙ୍କା। ସେହିପରି କୋବ୍ରାର ଗୋଟେ ଲିଟର ବିଷର ଦାମ ପ୍ରାୟ ୩୦ କୋଟି ୨୪.୫ ଲକ୍ଷ ଟଙ୍କା। ମେଡିକାଲ ସାଇନ୍ସ ଅନୁଯାୟୀ ନାମକ ଔଷଧ ପାଇଁ ନୀଳ ରଙ୍ଗର ବିଛା ବିଷର ପ୍ରୟୋଗ କରାଯାଏ। କ୍ୟୁବାରେ ଏହି ଔଷଧର ବ୍ୟବହାର କ୍ୟାନସର ଚିକିତ୍ସା ପାଇଁ କରାଯାଇଥାଏ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

16 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

24 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

39 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

45 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

59 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago