କାଠରେ ୧୨ ଓଡିଆ ବୀର, ନିଆରା କଳାକୃତି ପ୍ରସ୍ତୁତ କଲେ ଶିଳ୍ପୀ ସତ୍ୟ ନାରାୟଣ

ନିଆରା ଢ଼ଙ୍ଗରେ ଉତ୍କଳ ଦିବସ। ବାଲୁକା ଶିଳ୍ପୀ ସତ୍ୟ ନାରୟଣ ମହାରଣା ଏକ ନିଆରା ଢ଼ଙ୍ଗରେ ଉତ୍କଳ ଦିବସ ପାଳନ କରିଛନ୍ତି। କାଠରେ ୧୨ଜଣଙ୍କ ବୀର ଓଡିଆଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି।

ତାଙ୍କ କଳାରେ ସ୍ଥାନ ପାଇଛନ୍ତି ଗୋପବନ୍ଧୁ ଦାସ ଯାହାଙ୍କର ଉଚ୍ଚତା ୨.୩ ସେଣ୍ଟିମିଟର ରହିଛି। ମଧୁସୂଦନ ଦାସ (୨.୬ସେ.ମି), ବାଜିରାଉତ ବଜିରାଉତ(୨.୫ ସେ.ମି), ବିର ସୁରେନ୍ଦ୍ର ସାଏ (୨.୩ ସେ.ମି), କୃଷ୍ଣ ଚନ୍ଦ୍ର ଗଜପତି (୩.୫ ସେ.ମି),ଗଙ୍ଗାଧର ମେହର (୨.୬ସେ.ମି), କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (୨.୨ ସେ.ମି), ଚକରା ବିଶୋୟୀ (୨.୫ ସେ.ମି), ସହିଦ ଲକ୍ଷଣ ନାୟକ (୨.୩ ସେ.ମି), ଜୟୀରାଜ ଗୁରୁ (୩.୨ ସେ.ମି), ରମା ଦେବୀ (୨.୫ ସେ.ମି), କବି ବଳଦେବ ରଥ (୨.୫ ସେ.ମି)।

ତେବେ ଏହି ନିଆରା କଳାକୃତି ଦେଖିବାକୁ ବି ବେଶ୍ ସୁନ୍ଦର ଦେଖାଯାଉଛି। ଏହାସହିତ ଆଜିର ଦିନରେ ଏହି ବୀର ମାନଙ୍କୁ ଜୀବନ୍ତ କରିଦେଇଛି ସତ୍ୟ ନାରାୟଣଙ୍କ ଏହି କଳାକୃତି।

Leave A Reply

Your email address will not be published.