ଆଜିଠୁ ଧନ କାରକ ଗ୍ରହ ଶୁକ୍ରଦେବ ଧନୁ ରାଶିକୁ ହେବେ ମାର୍ଗି, ଏହି ରାଶିକୁ ମାଲାମାଲ କରିଦେବ ଶୁକ୍ରଙ୍କର ମାର୍ଗି ଯୋଗ

ଧନ ବୈଭବର ସ୍ୱାମୀ କାରକ ଗ୍ରହ ଶୁକ୍ରଦେବ ଆଜିଠୁ ମାର୍ଗି ହେବାକୁ ଯାଉଛନ୍ତି। ଧନୁ ରାଶିରେ ମାର୍ଗି ହେବେ ଧନ କାରକ ଗ୍ରହ ଶୁକ୍ର ଦେବ। ଆସନ୍ତା ୨୭ ଫେବୃଆରୀ ପର୍ଯ୍ୟନ୍ତ ଶୁକ୍ରଦେବ ଏହି ଅବସ୍ଥାରେ ରହିବ। ଶୁକ୍ରଦେବଙ୍କ ଏହି ପରିବର୍ତ୍ତନରେ ଅନେକ ରାଶିକୁ ଶୁଭ ଫଳ ମିଳିବ। ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ।

ଜ୍ୟୋତିଷ ଶାସ୍ତ୍ର ମୁତାବିକ ଗ୍ରହ ମାନେ ବକ୍ରି ହେବା ଅପେକ୍ଷା ମାର୍ଗି ହେବାକୁ ଅଧିକ ଶୁଭ ମନାଯାଏ। ତେବେ ବକ୍ରି ମାନେ ଗ୍ରହମାନଙ୍କ ଓଲଟା ଚାଲିବାକୁ କୁହାଯାଏ। ନିଜ କକ୍ଷପଥରେ ଗ୍ରହ ଯେତେବେଳେ ଓଲଟା ବୁଲିବା ଆରମ୍ଭ କରେ ସେତେବେଳେ ତାକୁ ବକ୍ରି ବୋଲି କୁୂହାଯାଏ। ଗ୍ରହମାନଙ୍କ ସିଧା ଗତିକୁ ମାର୍ଗି ବୋଲି କୁହାଯାଏ। ତେଣୁ ଏହାକୁ ଅଧିକ ଶୁଭ ମନାଯାଏ। ଆଜି ଧନ କାରକ ଶୁକ୍ରଦେବ ଧନୁରାଶିକୁ ମାର୍ଗି ହୋଇଛନ୍ତି। ଏହାଦ୍ୱାରା ଅନେକ ରାଶିଙ୍କୁ ଶୁଭ ଫଳ ମିଳିବ।

ଶୁକ୍ରଗ୍ରହ ଆଜି ୨ଟା ବାଜି ୧୪ ମିନିଟରେ ଧନୁ ରାଶିକୁ ମାର୍ଗି ହେବେ। ଆସନ୍ତା ଫେବୃଆରୀ୨୭ ତାରିଖ ସକାଳ ୧୦ ଟା ବାଜି ୧୪ ମିନିଟ ପର୍ଯ୍ୟନ୍ତ ରହିବେ। ଏହି ରାଶି ଉପରେ ଶୁଭ ପ୍ରଭାବ ପକାଇବେ।

ମେଷ :
ଏହି ରାଶିରେ ଭାଗ୍ୟ ସ୍ଥାନରେ ଶୁକ୍ରଗ୍ରହ ଗୋଚର ରୂପେ ଗତି କରିବେ। ଯାହା କାରଣରୁ ଏମାନଙ୍କ ଭାଗ୍ୟରେ ଖୁବ ଉନ୍ନତି ହେବ। ଆର୍ଥିକ ସ୍ଥିତି ସଦୃଢ଼ ହେବ।
ବୃଷ:
ଗୋଚର ଗତିରେ ଏହି ରାଶିକୁ ଅଚାନକ ଧନ ପ୍ରାପ୍ତ ହେବ। ବ୍ୟାପାରରେ ଆର୍ଥିକ ପ୍ରଗତି ହେବ। ପାରିବାରିକ ସମସ୍ୟା ଦୂର ହୋଇଯିବ।
ମିଥୁନ:
କାର୍ଯ୍ୟରେ ସଫଳତା ମିଳିବ। ଚାକିରିରେ ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ଖୁବ ଉନ୍ନତି ହେବ। ପରିବାରରେ ସୁଖ ସମୃଦ୍ଧି ହେବ। ଆର୍ଥିକ ଲକ୍ଷ୍ୟ ପୂରା ହେବ।

horoscope
pc: samacharnama

କର୍କଟ:
ପ୍ରତିଯୋଗୀ ଛାତ୍ରଙ୍କୁ ସଫଳତା ମିଳିବ। ଶତୁ୍ରମାନଙ୍କ ଖରାପ ଯୋଜନାରୁ ମୁକ୍ତି ପାଇବେ। ବ୍ୟବସାୟରେ ଉନ୍ନତି ହେବ।
ସିଂହ:
ଧନକୁ ନେଇ ବଡ଼ ଯୋଜନାରେ ସଫଳତା ମିଳିବ। ଅଟକି ଯାଇଥିବା କାମ ପୂରା ହେବ। ଧନର ଆଗମନ ହେବ। ଚାକିରିରେ ଆମଦାନି ବଢ଼ିବ।
କନ୍ୟା:
ଏହି ରାଶିର ଲୋକ ପ୍ରପଟି କିଣିବେ। ପରିବାରରେ ଆର୍ଥିକ ସମସ୍ୟା ଦୂର ହେବ। ବ୍ୟାପାରରେ ଉନ୍ନତିଚ ହେବ।
ତୁଳା:
ଶୁକ୍ର ଗ୍ରହ ଏହି ରାଶିର ସ୍ୱାମୀ କାରକ ଗ୍ରହ । ତେଣୁ ଏହି ରାଶି ତଥା ଲଗ୍ନ ଉପରେ ଶୁକ୍ରଙ୍କର ଭଲ ପ୍ରଭାବ ରହିବ। ପରାକ୍ରମି ହେବେ। ଚାକିରିରେ ଭଲ ଉନ୍ନତି ହେବ। ଶୁକ୍ରଦେବଙ୍କ ଶୁଭାଶିର୍ବାଦ ମିଳିବ। କର୍ମକ୍ଷେତ୍ରରେ ସମସ୍ୟା ଦୂର ହେବ। ନୂଆ କାର୍ଯ୍ୟରେ ସଫଳତା ମିଳିବ।

horoscope1

ବିଛା:
ଏହି ରାଶିକୁ ଧନ ପ୍ରାପ୍ତ ହେବ। ଏହି ରାଶିର ଲୋକ ପ୍ରପଟି କିଣିବେ। ପରିବାରରେ ଆର୍ଥିକ ସମସ୍ୟା ଦୂର ହେବ।
ଧନୁ:
ବ୍ୟବସାୟରେ ଉନ୍ନତି ହେବ।ଏହି ରାଶିକୁ ଧନ ପ୍ରାପ୍ତ ହେବ। ନୂଆ କାର୍ଯ୍ୟରେ ସଫଳତା ମିଳିବ।
ମକର:
ଏମାନେ କିନ୍ତୁ ଅଧିକ ଖର୍ଚ୍ଚ କରିବେ। ଟଙ୍କା ବର୍ବାଦ କରିବାର ସମ୍ଭାବନା ରହିଛି। ଦୈନିକ ଖର୍ଚ୍ଚରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ।
କୁମ୍ଭ:
ଏହି ରାଶିକୁ ଧନ ପ୍ରାପ୍ତ ହେବ। ଏହି ରାଶିର ଲୋକ ପ୍ରପଟି କିଣିବେ। ପରିବାରରେ ଆର୍ଥିକ ସମସ୍ୟା ଦୂର ହେବ।
ମୀନ:
ବ୍ୟବସାୟରେ ଉନ୍ନତି ହେବ।ଏହି ରାଶିକୁ ଧନ ପ୍ରାପ୍ତ ହେବ। ନୂଆ କାର୍ଯ୍ୟରେ ସଫଳତା ମିଳିବ।

Leave A Reply

Your email address will not be published.