ନିଜ ବେବିକୁ ଜନ୍ମ ଦେଲା ବିଶାଳକାୟ ସାପ, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏ ଦୁନିଆ ବହୁତ ଅଜବ। ଆଉ ଏ ଅଜବ ଦୁନିଆରେ ବହୁତ ଗଜବ ଚିତ୍ର ଦେଖିବାକୁ ମିଳେ। ଏବେ ତ ସୋସିଆଲ ମିଡିଆରେ ଏମିତି ଭିଡିଓ ସବୁ ଦେଖିବାକୁ ମିଳୁଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରୁନାହାଁନ୍ତି। କିଛି ଭିଡିଓ ଏମିତି ତ ଅଛି ଯାହାକୁ ଆଖିରେ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି। ବିଶେଷ କରି ଜୀବ ଜନ୍ତୁଙ୍କୁ ନେଇ। ଏମାନେ ଅସମ୍ବବକୁ ଏମିତି ସମ୍ଭବ କରିଦେଖାନ୍ତି ଯେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ। ଆପଣ ଜାଣିଛନ୍ତି ସାପ ଅଣ୍ଡା ଜନ୍ମ କରେ ଯେଉଁ ଅଣ୍ଡାରୁ ଛୁଆ ଫୁଟିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯେଉଁଥିରେ ସାପ ନିଜେ ଛୁଆ ଜନ୍ମ କରୁଥିବାର ଦେଖିବାକୁ ପାଇବେ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ କେମିତି ଏକ ମାଦା ସାପ ନିଜ ପିଲାକୁ ଜନ୍ମ ଦେଉଛି। ଏହି କିଛି ସମୟର ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଲେଣି। ସବୁଜ ରଙ୍ଗର ବିଶାଳକାୟ ମାଦା ସାପ ଜଙ୍ଗଲରେ ରୁହେ। ଭିଡିଓରେ ଆପଣ ଦେଖିପାରୁଥିବେ ଯେ କେମିତି ସାପଟି କିଛି ସମୟ ଭିତରେ ଏକ କୁନି ସାପଟିକୁ ଜନ୍ମ ଦେଉଛି। ତେବେ ବହୁତ ଅଦ୍ଭୁତ ଲାଗୁଥିବ ଆପଣଙ୍କୁ। କାହିଁକିନା ଆମେ ସମସ୍ତେ ଜାଣିଛନ୍ତି ଯେ ସାପ ଅଣ୍ଡା ଦିଏ ଆଉ ଅଣ୍ଡାରୁ ହିଁ ଛୁଆ ଫୁଟିଥାଏ। କିନ୍ତୁ ଏଠି କିଛି ଅଲଗା ଦେଖିବାକୁ ମିଳୁଛି।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି। ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ରୋୟାଲ ପାଇଥନ ନାମକ ପେଜରେ ସେୟାର କରାଯାଇଛି। ତେବେ ଆପଣ ଏ ଭିଡିଓ ଦେଖି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଭିଡିଓ ଭଲ ଲାଗିଥିଲେ ଏହାକୁ ନିଜ ଫ୍ରେଣ୍ଡସଙ୍କ ସହ ସେୟାର କରନ୍ତୁ। ଏମିତି ଭିଡିଓ ଦେଖିବା ପାଇଁ କେନ୍ୟୁଜଓଡିଶା ସହ ଯୋଡି ହୋଇ ରୁହନ୍ତୁ।

 

View this post on Instagram

 

A post shared by Royal Pythons (@royal_pythons_)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.