ଏହି ଦେଶରେ ନିଜ ଜନ୍ମଦିନ ଭୁଲିଯିବା ହୋଇଥାଏ ବହୁତ ବଡ଼ ଅପରାଧ, ରବିବାର ଦିନ ଗାଧୋଇବା ହୋଇଥାଏ ବେଆଇନ କାର୍ଯ୍ୟ

ଦୁନିଆରେ ଅନେକ ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଅଜବ ହରକତ ସବୁ କରିଥାନ୍ତି। ଆଉ ସେମାନଙ୍କୁ ରୋକିବା ପାଇଁ ସେହିଭଳି ନିୟମ କାନୁନ ମଧ୍ୟ କିଛି ଦେଶରେ ଲାଗୁ ହୋଇଛି। ଆସନ୍ତୁ ଜାଣିବା, ସେ ବିଷୟରେ, ଯାହାକି ଆପଣଙ୍କୁ ହସି ହସି ବେଦମ କରିଦେବ।

୧. ଲୁସିୟାନାରେ ନକଲି ଦାନ୍ତରେ କାହାକୁ କାମୁଡ଼ିଲେ ଘୋର ବେଜ୍ଜତି କୁହାଯାଏ।

୨. ଓକଲାହୋମାରେ ଯଦି କେହି କୌଣସି କୁକୁରକୁ ଚିଡାଇବାକୁ ଚେଷ୍ଟା କରେ, ତେବେ ତାକୁ ଗିରଫ କରି ନିଆଯାଏ।

jnj

୩. ଫ୍ଲୋରିଡାରେ ଗୁରୁବାର ଦିନ ସନ୍ଧ୍ୟା ୬ଟା ପରେ ସାର୍ବଜନୀନ ସ୍ଥାନରେ ଗ୍ୟାସ ପାସ କରିବା ବେଆଇନ ଭାବେ ଗଣାଯାଏ।

୪. ମ୍ୟାସାଚ୍ୟୁଟସରେ ରବିବାର ରାତିରେ ଗାଧୋଇବା ବେଆଇନ।

୫. ସ୍ୟାମୋଓରେ ନିଜର ଜନ୍ମଦିନ ଭୁଲିଯିବା ଏକ ବଡ଼ ଅପରାଧ।

uhu

୬. ପର୍ତ୍ତୁଗାଲରେ ସମୁଦ୍ରରେ ପରିସ୍ରା କରିବା ବେଆଇନ କାର୍ଯ୍ୟ ହୋଇଥାଏ।

୭. ଇଣ୍ଡିଆନାରେ ବାର୍ବୀ ଡଲକୁ ପିରିୟଡ କପଡ଼ା ପିନ୍ଧାଇବା ବେଆଇନ ହୋଇଥାଏ।

୮. ନେୱାଡାର ୟୁରେକାରେ ନିଶ ଥିବା ପୁରୁଷ ମହିଳାଙ୍କୁ କିସ କରିପାରିବେ ନାହିଁ।

uju

୯. ମିସୌରୀରେ ଯଦି କେହି ମହିଳା ନାଇଟ ଡ୍ରେସ ପିନ୍ଧିଥାଏ, ତେବେ ଦମକଳବାହିନୀ ତାଙ୍କୁ ବଞ୍ଚାଇ ନ ଥାନ୍ତି। କାରଣ, ଏଠାରେ ଏମିତି କରିବା ବେଆଇନ କାର୍ଯ୍ୟ।

୧୦. ଇଜରାୟଲରେ ରବିବାର ନାକ ସଫା କଲେ ଆପଣଙ୍କ ନାଁରେ ମାମଲା ରୁଜୁ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.