ପୃଥିବୀ ଓ ଜୀବଜଗତ ସମ୍ବନ୍ଧୀୟ କିଛି ଅଜଣା ତଥ୍ୟ ଯାହା ଆପଣଙ୍କୁ କରିଦେବ ହତବାକ, ଜାଣନ୍ତୁ କଣ ଏହି ତଥ୍ୟ

କଣ ଆପଣଙ୍କୁ ଜଣାଅଛି ଯଦି ଜଣେ ବ୍ୟକ୍ତି ତାଙ୍କର ସବୁ ମସଲସକୁ ଏକତ୍ରୀତ କରିଦିଅନ୍ତି ତେବେ ସେ ବଡ ବଡ ଟ୍ରକକୁ ବି ଉଠାଇପାରିବେ? ଆଉ କଣ ଆପଣ ଜାଣିଛନ୍ତି ଶୀତ ଋୁତୁରେ କାହିଁକି ମୁହଁରୁ ଧୂଆଁ ବାହାରିଥାଏ ଏବଂ ଏହି ଜିନିଷ ଗରମ ଦିନରେ କାହିଁକି ହୁଏନାହିଁ। ସେହିପରି କଣ ଆପଣ ଜାଣନ୍ତି ଯଦି ଆପଣ ୮ ବର୍ଷ, ୭ ମାସ ଏବଂ ୬ ଦିନ ପଯ୍ୟର୍ନ୍ତ ଜୋର ଜୋରରେ ପାଟି କରନ୍ତି, ତେବେ ସେଥିରୁ ଯେଉଁ ଉର୍ଜା ନିର୍ଗତ ହେବ, ତା ଦ୍ୱାରା ଆପଣ ଏକ କଫି କପକୁ ମଧ୍ୟ ଗରମ କରିପାରିବେ। ଆମର ଆଜିର ଭିଡିଓରେ ଆମେ ଆପଣଙ୍କୁ ଏମିତି ଅନେକ ଅଦ୍ଭୁତ ଏବଂ ରୋଚକ ଫ୍ୟାକ୍ଟସ ବିଷୟରେ ଜଣାଇବୁ।

sunଆପଣ ହୁଏତ ଜାଣି ନ ଥିବେ ଯେ ପୃଥିବୀ ଏବେ ପଯ୍ୟର୍ନ୍ତ ମହକାଶରେ ୩୦୦୦ କିଲୋମିଟର ଟ୍ରାଭେଲ କରିସାରିଛି। ପୃଥିବୀ ସୌର ମଣ୍ଡଳରେ ପ୍ରାୟ ୩୦୦୦ କିଲୋମିଟର ସୂର୍ଯ୍ୟ ଚାରିପଟେ ବୁଲି ସାରିଛି। ଏହା ଏକ ଗାଡି ଭଳି ଅଟେ ଯାହା ସୌର ମଣ୍ଡଳରେ ଯାତାୟାତ କରୁଛି। ନିଜର ରିଭୋଲ୍ୟୁସନାରୀ ସ୍ପୀଡରେ ପୃଥିବୀ ପ୍ରାୟ ୩୦ କିଲୋମିଟର ପ୍ରତି ସେକେଣ୍ଡରେ ଗତି କରୁଛି।

ଏବେ ଆମେ ଜାଣିବେ ଲାଇଫ ସ୍ପାନ ବିଷୟରେ। ଦୁନିଆରେ ଯେତିକି ବି ଜୀବ ଅଛନ୍ତି, ସେମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଜିବିତ ରହୁଥିବା ଜୀବ ବୋଧ ହୁଏ କୌଣସି ବ୍ୟାକ୍ଟେରିଆ ହୋଇଥିବେ ଯିଏ କି ୧୦ ଲକ୍ଷ ବର୍ଷ ପଯ୍ୟର୍ନ୍ତ ଜୀବିତ ରହିଥିବେ। କେଉଁ ଜୀବ କମ୍‌ ସମୟ ପଯ୍ୟର୍ନ୍ତ ଜୀବିତ ରହିଥାନ୍ତି ସେମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ ଜୀବର ନାମ ହେଉଛି mayflies। ଏହି ଜୀବର ବୟସ ମାତ୍ର ୨୪ ଘଣ୍ଟା ଅଟେ। ଅର୍ଥାତ ଯଦି ଏହା ଏବେ ଜନ୍ମ ନିଏ ତେବେ କାଲି ତାର ମୃତ୍ୟୁ ହୋଇଯାଇଥାଏ। ଏହାପରେ ସବୁଠାରୁ କମ୍‌ ଜୀବିତ ଜୀବ ତାଲିକାରେ ଅଛି gastrotrichs, ଯାହାର ଲାଇଫ୍‌ ସ୍ପାନ କେବଳ ୩ ଦିନ ଅଟେ। ପରବର୍ତ୍ତୀ ଯିବା ହେଉଛି ଡ୍ରୋନ୍‌ ଆଣ୍ଟ୍‌ ଯାହାର ଲାଇଫ ସ୍ୱପ୍ନ ମାତ୍ର ୩ ସପ୍ତାହ। ଆପଣଙ୍କ ଘରର ଆଖପାଖରେ ଉଡୁଥିବା ମାଛି ମାନଙ୍କର ବୟସ ମାତ୍ର ୪ ସପ୍ତାହ। ଏହାପରେ ଆସୁଛି ଡ୍ରାଗନ ଫ୍ଲାଏ, ଯାହାର ବୟସ ମାତ୍ର ୪ ମାସ। ପରବର୍ତ୍ତୀ ଯିବା ହେଉଛି ମୂଷା ଯାହା ଅତି ବେଶିରେ ଗୋଟେ ବର୍ଷ ପଯ୍ୟର୍ନ୍ତ ଜୀବିତ ରହିପାରେ। ଅବଶ୍ୟ ବିଲେଇ ଚାହିଁଲେ ଏହାର ଜୀବନ ଆଉ କିଛି ଦିନ ବଢିପାରେ।

ବୁଲଜେରିଆର ଏମିତି ଏକ ସ୍ଥାନ ରହିଛି ଯେଉଁଠି ଆମ ହଁ ର ଅର୍ଥ ନାଁ ଏବଂ ନାଁ ର ଅର୍ଥ ହଁ ।

ଯଦି ଆପଣ ଗୋଟେ ରୁମରେ ଗୋଟିଏ ପାଖରେ ଗରମ ପାଣି ଓ ଅନ୍ୟ ପାର୍ଶ୍ୱରେ ଥଣ୍ଡା ପାଣି ରଖିବେ ଏବଂ ରୁମର ତାପମାତ୍ରାକୁ କମ୍‌ କରିଦେବେ, ତେବେ କେଉଁ ପାଣି ଜଲଦି ବରଫ ହେବ? ଆପଣ ସାଧାରଣତଃ କହିବେ ଥଣ୍ଡା ପାଣି ଯେହେତୁ ପୂର୍ବରୁ ଥଣ୍ଡା ଅଛି ତେବେ ତାହା ଶୀଘ୍ର ବରଫ ହେବ। କିନ୍ତୁ ନାଁ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯାହା ଭାବୁଛନ୍ତି ଏଠି ତାହାର ଠିକ୍‌ ଓଲଟା ହେବ। ଅର୍ଥାତ ଗରମ ପାଣି ଶୀଘ୍ର ବରଫ ହେବ ଏବଂ ଥଣ୍ଡା ପାଣିକୁ ବରଫ ହେବାରେ ଅଧିକ ସମୟ ଲାଗିବ। ଏହାକୁ ବୈଜ୍ଞାନିକ ପେମ୍ବା ଇଫେକ୍ଟ ମଧ୍ୟ କହନ୍ତି।

truckଆପଣ ଜାଣନ୍ତିକି ଯଦି ଆପଣ ଶରୀରର ସମସ୍ତ ମସଲସକୁ ପ୍ରୟୋଗ କରନ୍ତି ତେବେ ଆପଣଙ୍କ ପାଖରେ ୨୫ ଟନ୍‌ ପଯ୍ୟର୍ନ୍ତ ଓଜନ ଉଠାଇପାରିବାର ଶକ୍ତି ଆସିପାରେ ଅର୍ଥାତ ଆପଣ ୪ଟି ବଡ ବଡ ଟ୍ରକକୁ ମଧ୍ୟ ଉଠାଇଦେଇପାରିବେ। କଙ୍ଗାରୁ ଦେଖିବାକୁ ସାଧାରଣତଃ ବହୁତ ବଡ ଦେଖିବାକୁ ହୋଇଥାନ୍ତି, କିନ୍ତୁ ଯେତେବେଳେ ଏକ କଙ୍ଗାରୁ ଜନ୍ମ ନିଏ ସେତେବେଳେ ତାର ଆକାର ବହୁତ ଛୋଟ ଥାଏ, ଏତେ ଛୋଟ ଯେ ତାକୁ ପାପୁଲିରେ ରଖାଗଲେ ବି ତାହା ଜଣାପଡିନଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ୱିଜରଲାଣ୍ଡରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ଯଦି ଆପଣ ଘୁଷୁରୀ ପାଳୁଛନ୍ତି ତେବେ କେବେବି ଗୋଟିଏ ଘୁଷୁରୀ ରଖିପାରିବେନାହିଁ, କାହିଁକିନା ଘୁଷୁରୀ ଏକା ରହିଲେ ଏକୁଟିଆ ଅନୁଭବ କରେ ଏବଂ ଏହି କାରଣରୁ ମଧ୍ୟ ତାର ମୃତ୍ୟୁ ହୋଇପାରେ। ଏଥିପାଇଁ ସେଠାକାର ନିୟମ ଅନୁଯାୟୀ ଘୁଷୁରୀ ପାଳିଲେ ଆପଣ ଦୁଇଟି ଘୁଷୁରୀ ରଖିବାକୁ ବାଧ୍ୟ।

camelଆପଣ ତ ଓଟ ଦେଖିଥିବେ ଆଉ ଓଟର ଉପର ଅଂଶକୁ ମଧ୍ୟ ଦେଖିଥିବେ ତାହା ସାଧାରଣତଃ ଉଚ୍ଚା ହୋଇ ରହିଥାଏ।କୁହାଯାଏ ଯେ ଏହି ଉଚ୍ଚା ହୋଇ ଦେଖାଯାଉଥିବା ଅଂଶରେ ଓଟ ପାଣି ଜମା କରି ରଖିଥାଏ। କିନ୍ତୁ ଏହା ସତ ନୁହେଁ, ଓଟ ଏଠାରେ ପାଣି ଜମା କରି ରଖିନଥାଏ। ସେ ତାର ବ୍ଲଡ ଷ୍ଟ୍ରୀମରେ ପାଣିକୁ ଜମା କରି ରଖିଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଟ ଥରକରେପ୍ରାୟ ୨୦୦ ଲିଟର ପାଣି ପିଇପାରିବ।

ଆମେ ସାଧାରଣତଃ ସକାଳୁ ବ୍ରଶ୍‌ କରିବାରର କିଛି ସମୟ ପର୍ଯନ୍ତ ଖାଦ୍ୟର କୌଣସି ଟେଷ୍ଟ ଜଣାପଡେନାହିଁ। ଏମିତି ଏଥିପାଇଁ ହୋଇଥାଏ କାରଣ ଅଧିକାଂଶ ଟୁଥପେଷ୍ଟରେ ସୋଡିୟମ ଲରିଲ ସଲଫେଟ ନାମକ ଏକ କେମିକାଲ ରହିଥାଏ। ଏବଂ ଏହି କେମିକାଲ ଆପଣଙ୍କ ପାଟିର ସ୍ୱିଟ୍‌ ରିସେପଟର ଅଟେ। କିନ୍ତୁ ଏହି କେମିକାଲ ଏହାକୁ କିଛି ସମୟ ପାଇଁ ଅକାମି କରିଦେଇଥାଏ।

brushଭାରତର ଏକ ଗାଁ ଅଛି, ଯାହାର ନାମ ମେରୋଟିଚଲ। ଏହି ଗାଁର ଏକ ଅଦ୍ଭୁତ କାହାଣୀ ରହିଛି। ଗୋଟେ ଦିନ ଥିଲା ଏଠାରେ ମଦ ବା ଆଲକହଲର ବ୍ୟବହାର ବହୁତ ଅଧିକ ଥିଲା। ଏଠାକାର ଲୋକେ ସବୁବେଳେ ମଦ ନିଶାରେ ଚୁର ହୋଇରହୁଥିଲେ। ତେବେ ହଠାତ ଏହି ଗାଁରେ ଆଲକହଲକୁ ବ୍ୟାନ୍‌ କରିଦିଆଗଲା। ଏହାପରେ ଆପଣ ବିଶ୍ୱାସ କରିବେ ନାହିଁ, କିନ୍ତୁ ଏହି ଗାଁରେ ଏମିତି ଏକ ପରିବର୍ତ୍ତନ ଏହି ଗାଁରେ ହେଲା ଯେ ଏଠାରେ ସବୁ ଲୋକ ଚେସ୍‌ ଖେଳାଳି ବନିଗଲେ। ଏଥିପାଇଁ ଏହି ଗାଁର ନିକ୍‌ ନେମ ଚେସ୍‌ ଭିଲେଜ୍‌ ରଖାଯାଇଛି। ଏଥିରୁ ତ ଆପଣ ନିଶ୍ଚିତ ଜାଣିପାରିଥିବେ ଯେ ମଦ ଛାଡିବାରେ ଏମାନଙ୍କୁ କେତେ ଫାଇଦା ମିଳିଲା।

cacatusଦୁନିଆରେ କାକଟସ୍‌ ଭଳି ଦେଖିବାକୁ ଏକ ଏମିତି ଗଛ ଅଛି ଯାହାର ନାମ କାରଡନ୍‌ କାକଟି। ଏହି ଗଛ ୭ ଫୁଟ୍‌ ପଯ୍ୟର୍ନ୍ତ ଲମ୍ବା ହୋଇପାରେ। ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା ଏୟା ଯେ ଏହି ଗଛ ଦୁନିଆରେ ସବୁଠାରୁ ଅଧିକ ସମୟ ପଯ୍ୟର୍ନ୍ତ ବଞ୍ଚି ରହୁଥିବା ଗଛ ମଧ୍ୟରୁ ଗୋଟିଏ। ଏହି ଗଛ ପ୍ରାୟ ୩୦୦ ବର୍ଷ ବଞ୍ଚି ରହେ।

୨୦୧୬ରେ ଫ୍ରାନ୍ସରେ ଏକ law ପାସ୍‌ ହେଲା ଏବଂ ଏହି ଲକୁ ସମସ୍ତେ ସମର୍ଥନ କଲେ। ଏହି ନିଅମ ଅନିଜୟୀ ଏଠାରେ ବଳକା ରହୁଥିବା ଗ୍ରୋସରୀ ଆଇଟମକୁ ବିକ୍ରି ନ କରି କୌଣସି ଗରିବ କିମ୍ବା କୌଣସି ଅନାଥ ଆଶ୍ରମରେ ଦେବା ବାଧ୍ୟତାମୂଳକ। ଏହାଦ୍ୱାରା ସେଠାକାର ଗରିବ ଓ ବେସାହାରାଙ୍କର ଖାଦ୍ୟର ଅଭାବ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.