ଜୀବନରେ ସଫଳତା ପାଇବାର ସରଳ ଉପାୟ : ଅନୁସରଣ କରନ୍ତୁ ସ୍ବାମୀ ବିବେକାନନ୍ଦଙ୍କ ଏହି ୧୦ଟି କଥା

ଆଜି ସ୍ବାମୀ ବିବେକାନନ୍ଦଙ୍କର ୧୧୬ତମ ପୂଣ୍ୟତିଥି । ସ୍ବାମୀ ବିବେକାନନ୍ଦ ଜଣେ ଉଚ୍ଚକୋଟିର ବ୍ୟକ୍ତି ଥିଲେ । ସେ ଅନ୍ୟ ମାନଙ୍କୁ ଜୀବନ ଯିଇବାର ମାଧ୍ୟମ ସିଖାଇଥିଲେ । ପରଉପକାର, ଭାବ-ବିଚାର, ପ୍ରେମ, ଆତ୍ମସମ୍ମାନ, ଶିକ୍ଷା ଓ ମହିଳା ଚୁକ୍ତି ପାଇଁ ଅନେକ ବିଚାର ଆଜି ବି ପ୍ରାସଙ୍ଗିକ ।
ଜାଣନ୍ତୁ,ସ୍ବାମୀ ବିବେକାନନ୍ଦଙ୍କ କିଛି ଗୁରୁତ୍ବପୂର୍ଣ୍ଣ ବିଚାରଧାରା ସଂର୍ପକରେ:-
୧- ଯେଉଁ ପର୍ୟ୍ୟନ୍ତ ବଂଚିବା ସେ ପର୍ୟ୍ୟନ୍ତ ଶିଖିବା । ଅନୁଭବ ହିଁ ଜୀବନର ସର୍ବଶ୍ରେଷ୍ଟ ଶିକ୍ଷକ ।
୨- ଜେତେ ବଡ ସଂଘର୍ସ ସେତେ ବଡ ରୋମାଚଂଭରା ସଫଳତା ।
୩- ପଢିବା ପାଇଁ ଏକାଗ୍ରତା ହିଁ ଜରୁରି । ଏକାଗ୍ରତା ପାଇଁ ଜରୁରି ଧ୍ୟାନ ।
୪- ପବିତ୍ରତା, ଧର୍ୟ୍ୟ ଓ ଉଦ୍ୟୋଗ ଏହି ତିନୋଟି ଗୁଣ ଏକା ସହ ଦରକାର୍ ।
୫- ଉଠ ଏବଂ ଜାଗ ଓ ସେ ପର୍ୟ୍ୟନ୍ତ ବସ ନାହିଁ ଯେ ପର୍ୟ୍ୟନ୍ତ ନିଜ ଲକ୍ଷ୍ୟ ସ୍ଥଳରେ ନପଂହଚି ଯାଇଛ ।
୬- ଏହି ସମୟର ବର୍ତ୍ତମାନ ଅଛି । ମଣିଷ କେବଳ ଏସବୁକୁ ଆବିସ୍କାର କରିଥାଏ ।
୭- ଗୋଟେ ସମୟରେ ଗୋଟେ କାମ କର । ଓ ଏହା କରିବା ସମୟରେ ନିଜର ଆତ୍ମା ଲଗାଅ ଏବଂ ସବୁ କିଛିକୁ ଭୁଲି ଯାଅ ।
୮- ଯେଉଁ ପର୍ୟ୍ୟନ୍ତ ନିଜେ ନିଜ ଉପରେ ବିଶ୍ବାସ ନକରିଚେ ସେ ପର୍ୟ୍ୟନ୍ତ ଭଗବାନଙ୍କ ଉପରେ ମଧ୍ୟ ବିଶ୍ବାସ ହୁଏ ନାହିଁ ।
୯- ଧ୍ୟାନ ଓ ଜୀବନର ପ୍ରତୀକ ଭଗବାନ ।
୧୦- ଲୋକ ତୁମର ପ୍ରସଂସା କରନ୍ତୁ ବା ନିନ୍ଦା ସବୁ ବେଳେ ନିଜ କର୍ମ କରିବା ଉଚିତ୍ ।