ମରିବା ପ୍ରକ୍ରିୟା ୨ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଏ ! ହେଲେ ସଂକେତ କଣ ଜାଣନ୍ତୁ

ପ୍ରାୟ ସମସ୍ତେ ଜାଣିବାକୁ ଚାହାନ୍ତି କି ସେମାନଙ୍କ ମୃତ୍ୟୁ କେମିତି ହେବ । ଏହା ସମସ୍ତେ ଜାଣନ୍ତି କି ମୃତ୍ୟୁକୁ ଅଟାକାଇବାର କ୍ଷମତା କାହା ପାଖରେ ନାହିଂ କିନ୍ତୁ ତାହା ଏମିତି କଣ ସଂକେତ ହୋଇପାରେ ଯେତେବେଳେ ଜଣେ ଜାଣିବ କି ସେ ମରିବାକୁ ଯାଉଛି । କହିରଖୁଛୁ କି ଗମ୍ବୀର ରୋଗ ବିଷୟ ଅଲଗା । କିନ୍ତୁ ବହୁ ପୂର୍ବରୁ ମୃତ୍ୟୁ ବିଷୟରେ ଅନୁମାନ ଲାଗାଇବା ମୁସ୍କିଲ । ହେଲେ ଏମିତି କିଛି ଏବେ ରିସର୍ଚ୍ଚ ସାମନାକୁ ଆସୁଛି ଯେଉଁତିରେ ଦାବି କରାଯାଇଚି କି ମତ୍ୟୁ ପୂର୍ବର କିଛି ଦିନ ପୂର୍ବରୁ ହିଁ ଶରୀର ସଂକେତ ଦେବା ଆରମ୍ଭ କରିଦିଏ । ଏହି ରିସର୍ଚ୍ଚ ଉପରେ ଆଦାରିତ ରିପୋର୍ଟ କହୁଛି କି ଶରୀରରେ ହେଉତିବା କିଛି ପରିବର୍ତ୍ତନ ଦ୍ୱରା ମୃତ୍ୟୁର ଅନୁମାନ ଲଗାଯାଇପାରିବ ।

ଏକ ରିପୋର୍ଟ ଅନୁସାରେ ଅନେକ ଲୋକେ ସମାନରେ ମୃତ୍ୟୁବରଣ କରୁଥିବା ଦେଖିଥିବା ଓ ଚିକିତ୍ସା କରୁଥିବା ଡକ୍ଟରଙ୍କ କହିବା କଥା କି ଯେତେବଲେ ଜମେ ମୃତ୍ୟୁବରଣ କରିଥାଏ ସେତେବେଲେ କଣ ହୋଇଥାଏ । ଏବଂ ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇତାଏ ତେବେ ତସେହି ସମୟରେ ତାକୁ କଣ ଅନୁଭବ ହୋଇଥାଏ ।କହିରଖୁଛୁ କି ମରିବା ସମୟର ସ୍ଥିତିକୁ ନେଇ ବହୁତ କମ ଲୋକେ ଜାଣନ୍ତି କି ମୃତ୍ୟୁ ଆସୁଛି ତେବେ କଣ ହୋଇଥାଏ ।

ଏକ ରିପୋର୍ଟ ଓ ଡକ୍ଟରଙ୍କ କହିବା ଅନୁସାର ଯଦି କୌଣସି ବ୍ୟକ୍ତିଙ୍କ ହାର୍ଟବିଟ ବନ୍ଧ ହେବାର ପାଖାପାଖି ୨ସପ୍ତାହ ପୂର୍ବରୁ ହିଁ ମ୍‌ୃତ୍ୟୁର ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଏକ୍ସପର୍ଟଙ୍କର ମାପନିବା କଥା କି ଏହି ସମୟ ମଧ୍ୟରେ ଲୋକେ ରୋଗାକ୍ରାନ୍ତ ହୁଅନ୍ତି । ସେମାନଙ୍କୁ ସାଧାରଣତ ଚାଲିବା ଓ ଶୋଇବା ଉପରେ କଷ୍ଟ ଅନୁଭବ ହୋଇଥାଏ । ଏବଂ ଶୋଇବା ଉଠିବାର ମ୍ୟାନେଜମେଣ୍ଟରେ ସମସ୍ୟା ହେବାରେ ଲାଗେ ।

ଏହା ଛଡା ଯେତେବେଳେ ଶେଷ ସମୟ ଆସିଥାଏ ତେବେ ଖାଦ୍ୟ ଖାଇବା, ମେଡିସିନ ଖାଇବା କିଛି ବି ଢୋକିବାର ସାହାସ କମ ହୋଇଯାଏ । ଏହି ସମୟରେ କୁହାଯାଏ କି ଲୋକେ ଆକ୍ଟିଭ ଭାବରେ ମରୁଥାନ୍ତି । ଏବଂ ବୁଝାଯାଇପାରେ କି ସେମାନଙ୍କ ପାଖରେ ବହୁତ କମ ସମୟ ରହିଛି । ହୁଏତ ବ୍ୟକ୍ତିବିଶେଷଙ୍କୁ ନେଇ ଏହା ଭିନ୍ନ ହୋଇପାରେ । କିନ୍ତୁ ଏମିତି ସ୍ଥିତିରେ ଭବିଷ୍ୟବାଣୀ କରିବା ମୁସ୍କିଲ ଅଟେ ।

ମୃତ୍ୟୁ ପରେ କଣ ହୋଇଥାଏ ତାହା ତ କହିବା ମୁସ୍କିଲ ହେଲେ କିଛି ରିପୋର୍ଟ ଓ ଏକ୍ସପର୍ଟଙ୍କ ଅନୁସାରେ ଶରୀରରେ ବିଶେଷକରି ମସ୍ତିଷ୍କରେ ଏମିତି କେତେ ପ୍ରକାରର ରସାୟନ ରିଲିଜ ହେବା ଆରମ୍ଭ ହୋଇଯାଏ । ଏଥିମଧ୍ୟରେ ଏଣ୍ଡୋପ୍ରିନ ସାମିଲ ଅଟେ । ଯେଉଁ ପଦାର୍ଥ ବ୍ୟକ୍ତି ମଧ୍ୟରେ ଉତ୍ସାହପୂର୍ମ୍ଣ ବାବନାକୁ ପ୍ରେରିତ କରିଥାଏ । ଏଥିରେ ଅଲଗା ଅଲଗା ରୋଗରେ ଅଲଗା ସ୍ଥିତି ଦେଖାଯାଏ । ଏହି ରସାୟନ ଏତେ ବଢିଯାଏ ଯେତେବେଳେ କୌଣସି ବ୍ୟକ୍ତି ରୋଗ ସହ ଲଢିବା ପ୍ରକ୍ରିୟା ଚାଲିଥାଏ ।

ଦର୍ଶକବନ୍ଧୁ ଏମିତି କେତେ ରିସର୍ଚ୍ଚ କେତେ କଥା ସାମନାକୁ ଆସୁଛି ହେଲେ କିଛି କଥା ମନ ମାନିଥାଏ ଆଉ କିଛି କଥା ବିଶ୍ୱାସ ହୋଇନଥାଏ । କିନ୍ତୁ ଯାହା ବି ତଥ୍ୟ ଆସେ ଆମେ ଆପଣଙ୍କୁ ଜମାଇବାକୁ ଚେଷ୍ଠା କରିଥାଉ । ଏହା କେବଳ ଆପଣ ଜାଣିବା ପାଇଁ । ଏହା କହି ଆମେ ଆପଣଙ୍କୁ ଭୟବୀତ କରୁନାହୁଁ ବରଂ କିଛି କଥା ସେୟାର କରୁଛୁ । ଆଶା କରୁଛୁ ଏହାକୁ ଆପଣ ଜ୍ଞାନ ବଢାଇବା ଦିଗରେ ଓ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିବେ ।

Leave A Reply

Your email address will not be published.