କାଦୁଅରେ ଲୁଚି ରହିଥିଲା କୁମ୍ଭୀର, ହଠାତ୍‌ କଲା ଆକ୍ରମଣ

ଯଦି ଆପଣ କେବେ ଜଙ୍ଗଲ ରାସ୍ତାରେ ବୁଲିବାକୁ ବାହାରକୁ ଯାଉଛନ୍ତି. ତେବେ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ମଧ୍ୟ ବହୁତ ଜରୁରୀ । ଜଙ୍ଗଲରେ ବାସ କରୁଥିବା ଅଧିକାଂଶ ପ୍ରାଣୀ ବହୁତ ବିପଦପୂର୍ଣ୍ଣ ହୋଇଥାନ୍ତି । ଅବଶ୍ୟ, ଯିଏ ଜଙ୍ଗଲକୁ ରିସର୍ଚ୍ଚ କରିବା ପାଇଁ ଯାଆନ୍ତି, ସେମାନେ ନିଜ ଜୀବନକୁ ବିପଦରେ ପକାଇ ସେଠାକୁ ଯାଇଥାନ୍ତି । ଏହା ସହ ସେମାନେ ବହୁତ ସତର୍କ ମଧ୍ୟ ରହିଥାନ୍ତି । ଯାହା ଫଳରେ ସେମାନେ ଅନେକ ବିପଦପୂର୍ଣ୍ଣ ପରିସ୍ଥିତିରୁ ବାହାରି ଆସିଥାନ୍ତି ।

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଜିନିଷ ଦେଖିବାକୁ ମିଳୁଛି । ଯାହାକୁ ଦେଖିବା ପରେ ଆପଣମାନେ ନିଶ୍ଚିତ ଭାବେ ଆଶ୍ଚଯ୍ୟ ହୋଇଯାଉଥିବେ । ତେବେ ଯଦି ଆପଣ କେବେ ଜଙ୍ଗଲ ରାସ୍ତାରେ ବୁଲିବାକୁ ବାହାରକୁ ଯାଉଛନ୍ତି. ତେବେ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ମଧ୍ୟ ବହୁତ ଜରୁରୀ । ଜଙ୍ଗଲରେ ବାସ କରୁଥିବା ଅଧିକାଂଶ ପ୍ରାଣୀ ବହୁତ ବିପଦପୂର୍ଣ୍ଣ ହୋଇଥାନ୍ତି । ତେବେ ଏପରି କିଛି ଜୀବଙ୍କର ନାମ ଜାଣିଥିବେ, ଯେଉଁମାନେ ସେମାନଙ୍କର ଆଖପାଖର ପରିବେଶ ଅନୁସାରେ ସେମାନଙ୍କର ରଙ୍ଗ ବଦଳାଇଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପାଣିରେ ବାସ କରୁଥିବା କୁମ୍ଭୀର ମଧ୍ୟ ଏପରି କରିଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କ ଏପରି ଏକ ଭିଡିଓ ଦେଖାଇବୁ, ଯେଉଁଥିରେ ଏକ କୁମ୍ଭୀରର ଆଶ୍ଚର୍ଯ୍ୟ କରିଦେବା ଭଳି କାର୍ଯ୍ୟ କରୁଛି । ଅବଶ୍ୟ, ଯିଏ ଜଙ୍ଗଲକୁ ରିସର୍ଚ୍ଚ କରିବା ପାଇଁ ଯାଆନ୍ତି, ସେମାନେ ନିଜ ଜୀବନକୁ ବିପଦରେ ପକାଇ ସେଠାକୁ ଯାଇଥାନ୍ତି । ଏହା ସହ ସେମାନେ ବହୁତ ସତର୍କ ମଧ୍ୟ ରହିଥାନ୍ତି । ଯାହା ଫଳରେ ସେମାନେ ଅନେକ ବିପଦପୂର୍ଣ୍ଣ ପରିସ୍ଥିତିରୁ ବାହାରି ଆସିଥାନ୍ତି ।

ତେବେ କିପର ଜୟ ବ୍ରେୱର୍ ତାଙ୍କର ସାହସିକ ପାଇଁ ସର୍ବଦା ଜଣାଶୁଣା । ତାଙ୍କ ସାହାସିକତାର ଅନେକ ଚର୍ଚ୍ଚା ଶୁଣିବାକୁ ମିଳିଥାଏ । ଏଥର ମଧ୍ୟ ଜୟ ବ୍ରେୱର୍ ଏକ ସେହିପରି ଭିଡିଓ ସେୟାର କରିଛନ୍ତି, ଯାହା ଦେଖିବା ପରେ ଆପଣଙ୍କର ମଧ୍ୟ ରୋମ ଟାଙ୍କୁରି ଉଠିବ । ତେବେ ଏହି ଭିଡିଓରେ, କାଦୁଅରେ ପରିପୂର୍ଣ୍ଣ ଏକ ପୋଖରୀ ଦୃଶ୍ୟମାନ ହେଉଛି, ଯେଉଁଠାରେ ଅନେକ ଗଛର ଚେର ପୋଖରୀରେ ବିସ୍ତାର ହୋଇଥିବାର ଦେଖିବାକୁ ମିଳିଛି । ତେବେ ସେହି ଭିଡିଓରେ ପୋଖରି ଭିତରେ ଏକ କୁମ୍ଭୀରଟି ଶୋଇଛି । ଏହା ସହ ଆପଣାମାନେ ତ ଜାଣିଥିବେ ଯେ ଯଦି କୁମ୍ଭୀରମାନେ ଜାଣିପାରନ୍ତି ଯେ ସେମାନଙ୍କ ଆଖପାଖରେ କିଏ ଅଛନ୍ତି, ତାହେଲେ ସେମାନେ ହଠାତ୍‌ ଆକ୍ରମଣ କରିଥାନ୍ତି ।

ତେବେ ଏହି ଭିଡିଓ ସେୟାର କରିବାବେଳେ ଜୟ ନିଜ ଇନଷ୍ଟାଗ୍ରାମରେ କ୍ୟାପସନ ଲେଖିଛନ୍ତି, ‘ଏହି ବଡ କୁମ୍ଭୀରଟି ନିଜକୁ ଅତି ସୁନ୍ଦର ଭାବରେ ଲୁଚାଇ ରଖିଥିଲା । ଏହା ସହ ଭଲ ଜିନିଷ ମୁଁ ରେକର୍ଡିଂ କରୁଥିଲି । ଏହା ବ୍ୟତୀତ ସେ ଆହୁରି ଲେଖିଛନ୍ତି, ‘ଯଦି ମୁଁ ସୁଟିଂ କରୁନଥାନ୍ତି, ତେବେ ମୁଁ ଏକ ସୁରକ୍ଷିତ ଦୂରତା ବଜାୟ ରଖିଥାନ୍ତି । ଏପରି ଭାବେ ସେ ଭିଡିଓ ଦେଖୁଥିବା ଲୋକଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଜଙ୍ଗଲରେ ଭଲ ଭାବରେ ଚାଲିବା ଉଚିତ । ଯାହା ଫଳରେ ଆପଣ ସୁରକ୍ଷିତ ରହିବେ ।

 

View this post on Instagram

 

A post shared by Jay Brewer (@jayprehistoricpets)

You might also like