ସ୍ପେଶାଲ

ଦୁଇ ଦୁଇଥର ପରମାଣୁ ବୋମା ଆକ୍ରମଣରେ ବି ଜୀବିତ ରହିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ଏମିତି ଆଉ କିଛି ରୋଚକ କଥା

ଦୁନିଆରେ ଏମିତି ଅନେକ ରୋଚକ କଥା ଅଛି, ଯାହା ଲୋକଙ୍କୁ ଆଶ୍ଚଯ୍ୟର୍ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ୬ଟି ରହସ୍ୟମୟ କଥା ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

୧. ଫ୍ଲୋରିଡା ସମ୍ବିଧାନରେ ଘୁଷୁରୀଙ୍କ ପାଇଁ ଏକ ଆଇନ ତିଆରି କରାଯାଇଥିଲା, ଯାହା ଅଧୀନରେ ଏଠାରେ ଗର୍ଭବତୀ ଘୁଷୁରୀମାନଙ୍କୁ ଆପଣ ପିଞ୍ଜରାରେ ବନ୍ଦୀ କରି ରଖିପାରିବେ ନାହିଁ।

୨. ବରୁଣ ଏକ ଏମିତି ଗ୍ରହ, ଯେଉଁଠି ବାୟୁମଣ୍ଡଳରେ କାର୍ବନ ଘନୀଭୂତ ହେବା କାରଣରୁ ହୀରାର ବର୍ଷା ହୋଇଥାଏ। କିନ୍ତୁ ଯଦି କେବେ ମଣିଷ ଏହି ଗ୍ରହରେ ପହଞ୍ଚିବ, ସେଠି ହୀରା ଖୋଜି ପାଇପାରିବ ନାହିଁ। କାରଣ, ଅତ୍ୟଧିକ ଥଣ୍ଡା ଯୋଗୁ ସେ ସେଠାରେ ଜଡ଼ ପାଲଟିଯିବ।

୩. ଗ୍ରୀନ୍‌ଲାଣ୍ଡରେ ଦେଖିବାକୁ ମିଳୁଥିବା ସାର୍କ ମାଛ ବିଶ୍ୱର ସବୁଠାରୁ ପୁରୁଣା ଜୀବ। ବୈଜ୍ଞାନିକଙ୍କ କହିବା ମୁତାବକ, ୪ ବର୍ଷ ପୂର୍ବେ ଧରାଯାଇଥିବା ଏକ ଗ୍ରୀନ୍‌ଲାଣ୍ଡ ସାର୍କର କାର୍ବନ ଡେଟିଙ୍ଗ୍‌ରୁ ଜଣାପଡ଼ିଥିଲା ଯେ ଏହା ପାଖାପାଖି ୩୯୨ ବର୍ଷର ପୁରୁଣା। ଏହି ସାର୍କର ବୟସ ସୀମା ୫୧୨ ବର୍ଷ।

୪. ଜର୍ମାନୀ ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ଲୋକେ ବେଙ୍ଗମାନଙ୍କୁ ରାସ୍ତା ପାର୍‌ କରାଇଥାଆନ୍ତି। ରାସ୍ତା ପାର୍‌ କରିବା ସମୟରେ ସେମାନଙ୍କୁ କୌଣସି ପ୍ରକାର ଆଘାତରୁ ବଞ୍ଚାଇବା ପାଇଁ ଅନେକ ସଙ୍ଗଠନ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଏ ସବୁ ସଂସ୍ଥା ରୋଡ୍‌େଓ୍ଵଜ ସହ ମିଶି ୮୦୦ରୁ ଅଧିକ ବାଡ ଲଗାଇଛନ୍ତି।

୫. ଦୁନିଆର ଏକମାତ୍ର ଜୀବ ‘ଜେଲିଫିଶ୍‌’, ଯିଏକି କେବେ ମରେନାହିଁ। ଯଦି ଏହାକୁ ଦୁଇଟି ଭାଗରେ କାଟି ଦିଆଯାଏ, ତେବେ ଏହାର ଦୁଇଟି ଯାକ ଭାଗ ଅଲଗା ଅଲଗା ଜେଲିଫିଶ୍‌ ହୋଇଯାଆନ୍ତି।

୬. ଜାପାନର ସୁତୋମୁ ୟାମାଗୁଚି ଏମିତି ଜଣେ ବ୍ୟକ୍ତି, ଯିଏ ସାରା ବିଶ୍ୱରେ ପରିଚିତ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକି ଉପରେ ହୋଇଥିବା ପରମାଣୁ ବୋମା ଆକ୍ରମଣରେ ବଞ୍ଚିଯାଇଥିଲେ। ସୁତୋମ ୯୩ ବର୍ଷ ପଯ୍ୟର୍ନ୍ତ ଜୀବିତ ରହିଥିଲେ। ୨୦୧୦ ମସିହା, ୪ ଜାନୁୟାରୀରେ କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।

Roshni

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 min ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

18 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

50 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

53 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

59 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago