ଶାରୀରିକ ସମ୍ବନ୍ଧ ରଖିବା ସମୟରେ ମରିଯାଏ ଏହି ଜୀବ, କାରଣ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ

ମଣିଷ ହେଉ ଅବା ଜୀବଜନ୍ତୁ ନୂଆ ଜୀବନର ସୃଷ୍ଟି ପାଇଁ ଶାରୀରିକ ସମ୍ବନ୍ଧ ରଖିଥାନ୍ତି। ଏହାର ସଂସାରର ନିୟମ ଏବଂ ଏହା ଯୋଗୁଁ ହିଁ ସଂସାର ବଢିଚାଲିଛି। ପ୍ରତ୍ୟେକ ମଣିଷ ଯୌନସୁଖ ଇଚ୍ଛା କରିଥାଏ। ପରସ୍ପର ପ୍ରତି ପ୍ରେମ ରହିଲେ ମଣିଷ ଆପେ ଆପେ ଶାରୀରିକ ସମ୍ପର୍କ ରଖିବାକୁ ଆକର୍ଷିତ ହୋଇଥାଏ। ତେବେ କେବଳ ଶାରୀରିକ ତୃପ୍ତି ପାଇଁ ମାତ୍ର କିଛି ସମୟ ପାଇଁ ରଖାଯାଉଥିବା ଏହି ସମ୍ବନ୍ଧ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ। କିନ୍ତୁ ଏହି ସମ୍ପର୍କ କାହାର ମୃତ୍ୟୁର କାରଣ ସାଜିପାରେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନିଶ୍ଚିତ ହେବ। ଏପରି ଏକ ଜୀବ ରହିଛି, ଯିଏକି ଶାରୀରିକ ସମ୍ବନ୍ଧ ରଖିବା ପରେ ମରିଯାଏ।

ଏହାସହ ପଢ଼ନ୍ତୁ ; ଏହି ଦେଶର କମ୍ପାନୀ ମହିଳାମାନଙ୍କୁ ଚଷମା ଲଗାଇବାକୁ କଲା ବାରଣ, କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

honey bee

କ’ଣ ଆପଣ ଜାଣିଛନ୍ତି କି, ମହୁମାଛି ଏପରି ଏକ ଜୀବ, ଯିଏ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ସମୟରେ ହିଁ ମୃତ୍ୟୁବରଣ କରେ। ବିଜ୍ଞାନ ଅନୁଯାୟୀ, ରାଣୀ ମହୁମାଛି ସହିତ ସମ୍ବନ୍ଧ ରଖିବା ସମୟରେ ପୁରୁଷ ମହୁମାଛିର ଲିଙ୍ଗ ଫାଟିଯାଏ, ଯେଉଁଥି ପାଇଁ ପୁରୁଷ ମହୁମାଛିର ମୃତ୍ୟୁ ହୋଇଥାଏ। କେବେ ବି ପୁରୁଷ ମହୁମାଛି ଆକ୍ରମଣ କରନ୍ତି ନାହିଁ। ଅଧିକତମ ପ୍ରଜାତିର ମହୁମାଛି କାମୁଡନ୍ତି ନାହିଁ କେବଳ ସ୍ତ୍ରୀ ମହୁମାଛି ହିଁ ଆକ୍ରମଣ କରି କାମୁଡନ୍ତି।

You might also like