ସ୍ପେଶାଲ

ରାଜା ଭଳି ଜୀବନ ହୋଇଯିବ ଆପଣଙ୍କର, ଯଦି ରହିବ ଶନିଙ୍କର ଏହି ତିନି ଶୁଭ ଯୋଗ

ଜ୍ୟୋତିଷରେ ଶନିଙ୍କୁ ବହୁତ କ୍ରୁର ଗ୍ରହ ବୋଲି ଧରାଯାଏ। ଶନିଙ୍କ ଅଶୁଭ ପ୍ରଭାବ କାରଣରୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଗୋଟିଏ ପରେ ଗୋଟିଏ କଷ୍ଟର ସାମ୍ନା କରିବାକୁ ପଡିଥାଏ। ଏବଂ ବ୍ୟକ୍ତି ପାରିବାରିକ ଜୀବନ ଏବଂ କର୍ମ କ୍ଷେତ୍ର ଉଭୟ ସ୍ଥାନର ସମସ୍ୟାକୁ ଉଠାଇବାକୁ ପଡିଥାଏ। କିନ୍ତୁ ଏମିତି ହୋଇନଥାଏ ଯେ ଶନି କେବଳ ଅଶୁଭ ଫଳ ପ୍ରଦାନ କରନ୍ତି, ଶନିଙ୍କ ଶୁଭ ପ୍ରଭାବରୁ ବ୍ୟକ୍ତିଙ୍କ ଜୀବନରେ ସୁଖ-ସମୃଦ୍ଧି ଏବଂ ଉନ୍ନତି ପ୍ରାପ୍ତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କର ତିନୋଟି ଏମିତି ଶୁଭ ଯୋଗ ରହିଛି ଯାହା ବ୍ୟକ୍ତିଙ୍କୁ ଧନବାନ ବନାଇପାରିବ। ଏହି ତିନି ଯୋଗ ଦରିଦ୍ରଙ୍କୁ ବି ରାଜା ବନାଇପାରିବ। ତାହେଲେ ଚାଲନ୍ତୁ ଜାଣିବା ସେହି ତିନୋଟି ଶୁଭ ଯୋଗ କଣ।

ଜାତକରେ ଶଶ ଯୋଗର ନିର୍ମାଣ ହେବା

ଯେତେବେଳେ କୁଣ୍ଡଳୀରେ ଶନି ନିଜ ସ୍ୱରାଶି ମକର, କୁମ୍ଭ କିମ୍ବା ତୁଳା ରାଶିରେ ହୋଇଥାଏ କିମ୍ବା ଶନି ନିଜ ଉଚ୍ଚ ରାଶି ତୁଳାରେ ହୋଇ ଜାତକର କେନ୍ଦ୍ରଭାଗରେ ସ୍ଥିତ ହୋଇଥାଏ। ସେତେବେଳେ ଶଶ ଯୋଗର ନିର୍ମାଣ ହୋଇଥାଏ। କୁହାଯାଏ ଯେ ଯେତେବେଳେ ଏହି ଯୋଗ ବନିଥାଏ ସେତେବେଳେ ବ୍ୟକ୍ତିଙ୍କ ଜୀବନ ରାଜାଙ୍କ ସମାନ ହୋଇଯାଏ।

ଜାତକରେ ଶନି ସପ୍ତମ ଭାବରେ ଥିଲେ

ଯେତେବେଳେ କୌଣସି ବ୍ୟକ୍ତିଙ୍କ ଜାତକରେ ଶନି ସପ୍ତମ ଭାବରେ ଥିବେ ସେତେବେଳେ ଏହାର ପ୍ରଭାବ ଦ୍ୱାରା ମନୁଷ୍ୟ ପରିଶ୍ରମୀ ହୋଇଥାନ୍ତି ଏବଂ ଏହାସହିତ ହିଁ ବ୍ୟକ୍ତିଙ୍କ ଜୀବନ ରାଜାଙ୍କ ଭଳି ହୋଇଯାଏ। ଯଦି କୌଣସି ଜାତକରେ ସପ୍ତମ ଭାବରେ ଶନି ବସିଥିବେ ତାହେଲେ ସେମାନଙ୍କୁ ଶନିଦେବଙ୍କ ପୂଜା କରିବା ଉଚିତ।

ଶନି-ଶୁକ୍ର ଯୋଗର ଫଳ

ଯେତେବେଳେ କୌଣସି ଯାତକରେ ଶନି ଏବଂ ଶୁକ୍ର ଗୋଟିଏ ସ୍ଥାନରେ ବସନ୍ତି ତାହେଲେ ଶନି-ଶୁକ୍ର ଯୋଗର ନିର୍ମାଣ ହୋଇଥାଏ। ଏହି ଯୋଗ ହେଲେ ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଏହି ଯୋଗର ଶୁଭ ପ୍ରଭାବରେ ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇଥାଏ। ତୁଳା ରାଶି କିମ୍ବା ବୃଷ ରାଶିର ଜାତକୁ ପାଇଁ ଶନିଙ୍କର ଏହି ଯୋଗ ସବୁଠାରୁ ଅଧିକ ଶୁଭ ବୋଲି ଧରାଯାଏ।

Pritiparna

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

5 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

6 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago