୨୫ ବର୍ଷ ପୂର୍ବରୁ ସାଇକେଲ ଗିଫ୍ଟ କରିଥିବା ଲୋକକୁ ଇଣ୍ଟରନେଟରେ ଖୋଜି ବାହାର କଲେ ମହିଳା
କାହାଣୀ ଆରମ୍ଭ ହେଉଛି ଏଇଠୁ
Hi internet, this is a longshot BUT I was a refugee for 5 yrs in the 90s and this man, who worked at a refugee camp near Zwolle in the Netherlands, out of the kindness of his own heart bought me a bike. My five year old heart exploded with joy. I just want to know his name. Help? pic.twitter.com/XzUgHzllYb
— Mevan | میڤان (@MeAndVan) August 12, 2019
ମେବାନ ନାମକ ଜଣେ ଟ୍ୱିଟର ୟୁଜର ନିଜ ଟ୍ୱଇଟରେ ଲେଖିଥିଲେ “ହାଏ ଇଣ୍ଟରନେଟ । ୯୦ଦଶକର କଥା । ମୁଁ ରିଫ୍ୟୁଜି କ୍ୟାମ୍ପରେ ଥିଲି ସେତେବେଳେ ମୋତେ ମାତ୍ର ୫ ବର୍ଷ । ଏହି ବ୍ୟକ୍ତି ଯିଏକି ନେଦରଲ୍ୟାଣ୍ଡର zwolleରେ ଏକ ରିଫ୍ୟୁଜି କ୍ୟାମ୍ପରେ କାମ କରୁଥିଲେ । ସେ ମୋତେ ଖୁସି କରିବା ପାଇଁ ଏକ ସାଇକେଲ ଆଣିଦେଇଥିଲେ । ମୁଁ ତାଙ୍କ ନାମ ଜାଣିବାକୁ ଚାଁହୁଛି ସାହାଯ୍ୟ କର” ।
ଲୋକାଲ ନ୍ୟୁଜ ପର୍ଯ୍ୟନ୍ତ ପହଂଚିଗଲା କଥା
Within 2 hours, and 500 RTs later, doing a piece for local news @ds_Zwolle! Thank you all so much! The world feels so big sometimes but today it feels small and full of love. Thank you! pic.twitter.com/iEOFPTfGKg
— Mevan | میڤان (@MeAndVan) August 12, 2019
ସାରା ଦୁନିଆ ଲାଗି ପଡିଲା ସେହି ବ୍ୟକ୍ତିଙ୍କୁ ଖୋଜିବାରେ । ସେ ପୁଣି ଲେଖିଲେ “ଦୁଇ ଘଂଟାରେ ୫୦୦ରୁ ଅଧିକ ରିଟ୍ୱିଟ । ଏକ ଲୋକାଲ ନ୍ୟୁଜ ରେ ଖବର ମଧ୍ୟ ଛପାଗଲା । ଧନ୍ୟବାଦ । ଦୁନିଆ ବହୁତ ବଡ ଅଟେ କିନ୍ତୁ ବେଳେବେଳେ ଏହା ବହୁତ ଛୋଟ ଏବଂ ପ୍ରେମରେ ଭରା ଲାଗିଥାଏ । ଥ୍ୟାଙ୍କ ୟୁ” ।
ପାଞ୍ଚ ବର୍ଷ ବୟସରେ ଏମିତି ଥିଲି ମୁଁ’
For those wondering here what five year old Mevan looked like. This was my fifth birthday in the refugee camp in Zwolle. She doesn’t even know that an incredible bike is coming her way aaaany day now! pic.twitter.com/caZ6NGFh55
— Mevan | میڤان (@MeAndVan) August 12, 2019
ସାହାଯ୍ୟ କରିବାକୁ ଆସିଲା ବିବିସି
Huge thanks to the team at @ds_Zwolle who helped me find out more about the camp and interviewed me about it all! Watch the video! https://t.co/7TNzfk54ZY
— Mevan | میڤان (@MeAndVan) August 12, 2019
ଏପରିକି ବିବିସି ମଧ୍ୟ ତାଙ୍କ ଉପରେ ଷ୍ଟୋରି ବନାଇଦେଲା
ଶେଷରେ ସେ ମିଳିଗଲେ
WE FOUND HIM!! A thread 👇👇
After 3000 RTs, 3 news articles, 1 video and thousands of wonderful messages from around the world, @Arjen78 made contact with the family!
Guys, I knew the internet was great but this is something else. https://t.co/H4qmL1uVqQ
— Mevan | میڤان (@MeAndVan) August 13, 2019
ସେ ଲେଖିଛନ୍ତି “ମୋତେ ସେ ମିଳିଗଲେ । ୩୦୦୦ ରିଟ୍ୱିଟ ପରେ, ୩ ନ୍ୟୁଜ ଆର୍ଟିକିଲସ, ଗୋଟିଏ ଭିଡିଓ ଏବଂ ହଜାର ହଜାର ପ୍ୟାର ଭରା ବାର୍ତ୍ତା ପରେ ତାଙ୍କ ସହ ସମ୍ପର୍କ ହୋଇପାରିଲା । ଫ୍ରେଣ୍ଡସ ମୁଁ ଜାଣିଛି ଇଣ୍ଟରନେଟ ଗ୍ରେଟ, କିନ୍ତୁ ଏହା କିଛି ସ୍ୱତନ୍ତ୍ର ଅଟେ ।
ଅନ୍ୟ ଲୋକମାନେ ମଧ୍ୟ କରିଥିଲେ ସାହାଯ୍ୟ
Not only did I find him, but I’ve also had other refugees reach out to me and tell me that him and his wife helped them too! Their kindness has touched so many lives. One woman said “they weren’t friends to me, they were family”https://t.co/xMFJiiwktp
— Mevan | میڤان (@MeAndVan) August 13, 2019
ମେଵାନ ଆଗକୁ କହିଥିଲେ ଯେ ସେହି ରିଫ୍ୟୁଜି କ୍ୟାମ୍ପରେ ରହୁଥିବା ଅନ୍ୟ ଲୋକମାନଙ୍କ ସହିତ ମଧ୍ୟ ସମ୍ପର୍କ କରିଥିଲେ । ସେହି ଲୋକମାନେ କହିଥିଲେ କି ଏହି ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ସେମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରିଥିଲେ । ଏମିତିକି ଜଣେ ମହିଳା କହିଥିଲେ ଯେ, ସେମାନେ ତାଙ୍କୁ ନିଜ ପରିବାର ବୋଲି ଭାବୁଥିଲେ ।
ମୁଁ ତାଙ୍କୁ ଦେଖା କରିବାକୁ ଯାଉଛି
Later today, 24 years later, I get to meet him in person! 😍
Thank you to everyone who made that possible, to every single person who RT’d and to those who sent messages. Special thanks to @Janske1 @Arjen78 @ds_Zwolle.
I will update this thread with how it goes! WISH ME LUCK!
— Mevan | میڤان (@MeAndVan) August 13, 2019
ମୁଁ ତାଙ୍କ ପାଇଁ କେଉଁ କାର୍ଡ ନେବି ?
Umm so what kind of card do you buy the man who bought you a bike 24 years ago? Not sure hallmark make that one. pic.twitter.com/dtFsOodjdA
— Mevan | میڤان (@MeAndVan) August 13, 2019
‘ଓଃ ମିଳିଗଲା’
Ok I found the right one! 😂 pic.twitter.com/ndeUmFieAk
— Mevan | میڤان (@MeAndVan) August 13, 2019
ଏ ହେଉଛନ୍ତି ସେହି ବ୍ୟକ୍ତି
This is Egbert. He’s been helping refugees since the 90s. He was so happy to see me. He was proud that I’d become a strong and brave woman. He said that was his wish for me when I was small. He grows orchids. He has a beautiful family. He said it felt like I’d never left. pic.twitter.com/WlDWm2seVh
— Mevan | میڤان (@MeAndVan) August 13, 2019
ମେଵାନ ନିଜର ଏବଂ ସେହି ବ୍ୟକ୍ତିଙ୍କର ଫଟୋ ସେୟାର କରିଥିଲେ । କ୍ୟାପ୍ସନରେ ସେ ଲେଖିଥିଲେ “ଏ ହେଉଛନ୍ତି ଏଗବର୍ଟ । ୯୦ଦଶକରେ ସେ ରିଫ୍ୟୁଜି କ୍ୟାମ୍ପରେ କାମ କରୁଥିଲେ । ସେ ମୋତେ ଦେଖି ବହୁତ ଖୁସି ହେଲେ । ସେ ଏହା ଦେଖି ବହୁତ ଗର୍ବିତ ହେଲେ ଯେ ମୁଁ ଜଣେ ବାହାଦୁରି ମହିଳା ଅଟେ । ତାଙ୍କର ଏକ ସୁନ୍ଦର ପରିବାର ଅଛି ଏବଂ ସେ ଚାଁହୁଛନ୍ତି କି ମୁଁ ତାଙ୍କ ସହ ସବୁବେଳେ ରୁହେ ” ।
ଦେଖାକରି ବହୁତ ଖୁସୀ ହେଲି
He thought the bike was too small a gesture to make such a big fuss about but he’s really glad that it was the key to bringing us together again.
He says he doesn’t smile in photos so we took a serious one together instead. pic.twitter.com/8UoaqLf1nI
— Mevan | میڤان (@MeAndVan) August 13, 2019
ସମସ୍ତଙ୍କୁ ଧନ୍ୟବାଦ
Huge thanks to the team at @ds_Zwolle who helped me find out more about the camp and interviewed me about it all! Watch the video! https://t.co/7TNzfk54ZY
— Mevan | میڤان (@MeAndVan) August 12, 2019
ଏହି କାହାଣୀ ଟ୍ୱିଟରରେ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସେ ସେହି ସବୁ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ଯେଉଁମାନେ ତାଙ୍କୁ ଏଗବର୍ଟଙ୍କ ସହ ଦେଖା କରିବାରେ ସାହାଯ୍ୟ କରିଥିଲେ ।
ଦୁନିଆକୁ ପସନ୍ଦ ଆସିଲା ଏହି କାହାଣୀ
ଇଣ୍ଟରନେଟରେ ଆପଣ କଣ କରିବେ ତାହା ଆପଣ ନିଷ୍ପତ୍ତି ନେଇଥାନ୍ତି । ପ୍ରତ୍ୟେକ ଗେମ ପଛରେ କିଛି ନା କିଛି ଲକ୍ଷ ଥାଏ । ଇଣ୍ଟରନେଟ ସହିତ କିଛି ଲୋକ ନିଜ ହୃଦୟକୁ ଯୋଡୁଛନ୍ତି ଓ ନିଜର ସ୍ମୃତିକୁ ସାଉଣ୍ଟୁଛନ୍ତି ଏବଂ ଅନ୍ୟ କିଛି ଲୋକ ହୃଦୟ ଭାଙ୍ଗୁଛନ୍ତି । ଭାବିନିଅନ୍ତୁ ଆପଣଙ୍କୁ କଣ କରିବାର ଅଛି ? ଲଭ ୟୁ ଇଣ୍ଟରନେଟ ।