ସ୍ପେଶାଲ

୨୦ ବର୍ଷ ହେବ ପାଣି ଭିତରେ ରହିଆସୁଛନ୍ତି ଏହି ବୃଦ୍ଧା, କେବେ ବି ଯାଆନ୍ତି ନାହିଁ ଶୌଚ

ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏମିତି ଜଣେ ମହିଳା ଅଛନ୍ତି, ଯିଏ ବିଗତ ୨୦ ବର୍ଷ ହେବ ପାଣି ଭିତରେ ରହିଆସୁଛନ୍ତି। ନିଜର ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ମହିଳା ଜଣକ ଏପରି ଭାବେ ଦିନ ବିତାଇ ଚାଲିଛନ୍ତି। ମହିଳାଙ୍କ ନାଁ ‘ପାତୁରାଣୀ ହୋଶ’। ପୂର୍ବରୁ ପାତୁରାଣୀ ମୁର୍ଶୀଦାବାଦରେ ରହୁଥିଲେ, କିନ୍ତୁ ପରିବାରରେ କେହି ନ ଥିବାରୁ ସେ ନିଜ ଝିଅ ସହିତ ଏବେ ବର୍ଦ୍ଧମାନର କଟବା ଅଞ୍ଚଳକୁ ଚାଲିଆସିଛନ୍ତି।

ପାତୁରାଣୀଙ୍କ ଝିଅ ମିହୁ କୁହନ୍ତି, ତାଙ୍କ ମା’ ମାସରେ ମାତ୍ର ଦୁଇଥର ଭାତ ଖାଆନ୍ତି। ତାଙ୍କୁ ଭୋକ ଲାଗୁ ନ ଥିବାରୁ ସେ ବହୁତ କମ ଖାଆନ୍ତି। ଏପରିକି, ଶୌଚ ମଧ୍ୟ ଯାଆନ୍ତି ନାହିଁ। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଏହି ସମୟରେ ସେ ଭୟଭୀତ ହୋଇପଡ଼ିଥାନ୍ତି। ତେଣୁ ସେ ପାଣିରେ ରହିଥାନ୍ତି।

ଆଶ୍ଚର୍ଯ୍ୟର କଥା, ପାଣି ଭିତରେ ବୁଡ଼ିକି ରହିଲେ ପାତୁରାଣୀଙ୍କୁ ନା କେବେ ଜ୍ୱର ଆସେ ନା କେବେ ଥଣ୍ଡା କି କାଶ। ତେବେ ସ୍ଥାନୀୟ ଜଣେ ଡାକ୍ତରଙ୍କ କହିବା ହେଲା, ପାତୁରାଣୀ ମାନସିକ ରୋଗରେ ପୀଡ଼ିତ। ତାଙ୍କୁ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ରହିଛି।

Roshni

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

2 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

16 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

27 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

35 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

51 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

60 mins ago